ସ୍ୱାମୀଙ୍କୁ ଖୁସି କରିବାକୁ ଚାହୁଁଛନ୍ତି, ତେବେ କରଓ୍ଵା ଚୌଥ ବ୍ରତରେ ବନାନ୍ତୁ ‘କେଶର ଜାଫରନୀ ଖିରି’
କରଓ୍ଵା ଚୌଥ ବ୍ରତ ଆସିବାକୁ ଆଉ ଅଳ୍ପ ଦିନ ବାକି ରହିଲା। ଏହି ଦିନ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ ପାଳନ କରିଥାନ୍ତି ପତ୍ନୀ। ଏହି ବ୍ରତ ଆମ ଓଡିଶାରେ କାଁଭାଁ ପାଳନ ହେଉଥିବା ବେଳେ ଉତ୍ତର ଭାରତର ପ୍ରମୁଖ ପର୍ବ ଭାବେ ଜଣାଶୁଣା। ଏମିତିରେ ମହିଳାମାନେ ଉପାସ ରହି ବ୍ରତ…