Browsing Tag

keunjhar news

କେନ୍ଦୁଝର: ଗାଈ ନେଇ ଆସୁଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୪ଟି ଗୋରୁଙ୍କ ସହ ଜଣଙ୍କ ମୃତ୍ଯୁ

କେନ୍ଦୁଝର(କେନ୍ଯୁଜ୍) : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଡଙ୍ଗପାଣି ନିକଟରେ ଥିବା ଜାତୀୟ ରାଜପଥ ୪୯ରେ ଗାଈ ନେଇ ଆସୁଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍। ୪ଟି ଗୋରୁ ଓ ଜଣେ ଗାଈଆଳ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଉଦ୍ଧର କରି…

ଚବିଶ ଘଣ୍ଟାରେ ଜଳି ଗଲା ଦୁଇ ଦୁଇଟି ଟ୍ରକ୍‌, ତଦନ୍ତ କରୁଛି ପୋଲିସ୍‌

କେନ୍ଦୁଝର (କେନ୍ୟୁଜ୍‌) : ଗତକାଲି ରାତିରେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଶୁଆକାଟି ନିକଟରେ ହଠାତ ଏକ ୧୦ ଚକିଆ ଟ୍ରକ ହୁତୁ ହୁତୁ ହୋଇ ଜଳିଯାଇଥିଲା । ସ୍ଥାନୀୟ ଲୋକେ ଖବର ଦେବା ପରେ କେନ୍ଦୁଝର ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ଗତ ଦୁଇ ଦିନ ଭିତରେ ଏହି…

ଚମ୍ପୁଆ ବନାଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ, ଲକ୍ଷ୍ମୀପାସି ଗାଁରେ ପଶି ଭାଙ୍ଗିଲେ ଘରଦ୍ବାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନାଞ୍ଚଳ ଅନ୍ତର୍ଗତ ଉଖୁଣ୍ଡା ସେକ୍ସନରେ ବଣୁଆ ହାତୀଙ୍କ ଉପଦ୍ରବ । ଗତକାଲି ଏକ ୧୭ ଟିକିଆ ହାତୀପଲ ମୟୁରଭଞ୍ଜ ଜିଲ୍ଲାରୁ ଆସି ଚମ୍ପୁଆ ବନାଞ୍ଚଳ ଅନ୍ତର୍ଗତ ଟୁଣୁ ଟୁଣା ପାଖ ଆମ୍ବ ବଗିଚାରେ ରହି ପ୍ରତିଦିନ ବୈତରଣୀ ନଦୀ କୂଳରେ ଚାଷ ହୋଇଥିବା ଦାଲୁଆ ଧାନ…

କେନ୍ଦୁଝର: ସଂରକ୍ଷୀତ ଜଙ୍ଗଲରୁ ଜେସିବି ଜବତ; ବିନା ଅନୁମତିରେ ଏକାଧିକ ଗଛ ନଷ୍ଟ

କେନ୍ଦୁଝର: ବଡବିଲ ରେଞ୍ଜ ଅନ୍ତର୍ଗତ ବିଲେଇପଦା ଫରେଷ୍ଟ ବିଟ୍ ଅଧିନ କାରଣସାହି ନିକଟ ୫୨୦ ନଂ ଜାତୀୟ ରାଜପଥ ଉପରେ ନିର୍ମାଣଧିନ ଟୋଲଗେଟ ନିକଟ ସଂରକ୍ଷୀତ ଜଙ୍ଗଲରେ ଏକ ଜେସିବି ନଂ. ଜେଏଚ୍୦୫ଏଫ୍-୪୫୨୭ରୁ ପ୍ରାୟ ୨ଶହ ମିଟର ଗଛ କାଟି ଭିତରେ ପଶି ଏକ ଟାୱାର ନିର୍ମାଣ ନିମନ୍ତେ ଫାଉଣ୍ଡେସନ…

ସବ୍ ଇନସ୍ପେକ୍ଟରଙ୍କ ଘରୁ ଚୋରି କରିବା ପଡିଲା ମହଙ୍ଗା, ଚତୁରତାର ସହ ୨ ଚୋରଙ୍କୁ କାବୁ କଲେ ପଡୋଶୀ

କେନ୍ଦୁଝର: ମହଙ୍ଗା ପଡିଲା ପୋଲିସକୁ ଚ୍ୟାଲେଞ୍ଜ । ସବ ଇନସ୍ପେକ୍ଟରଙ୍କ ଘରେ ଚୋରି ସମୟରେ ୨ ଚୋର କାବୁ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ସବ ଇନସ୍ପେକ୍ଟର ଦୀନଦୟାଲ ମୋଦି ଛୁଟିରେ ଘରକୁ ଯାଇଛନ୍ତି । ଏହି ସମୟରେ ୨ ଚୋର ତାଙ୍କ ଭଡା ଘରେ ପଶି ଚୋରି ଉଦ୍ୟମ କରିଥିଲେ । ପଡୋଶୀଙ୍କ ୨…

କେନ୍ଦୁଝର ଗାନ୍ଧୀ ଛକଠାରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ମହିଳା ମୃତ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ଛକଠାରେ ମର୍ମନ୍ତୁଦ ଦୁର୍ଘଟଣା । ସ୍ଥାନୀୟ ପାଣ୍ଡ୍ୟା ପେଟ୍ରୋଲ ପମ୍ପରୁ ଏକ ଦମ୍ପତି ପେଟ୍ରୋଲ ଭର୍ତି କରି ବାହାରୁ ଥିବାବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ବାଇକରୁ ଦମ୍ପତି ପାଞ୍ଚ ବର୍ଷର ଛୁଆ ସହ ତଳେ ପଡି ଯାଇଥିଲେ ।…

ଯାଉ ଯାଉ ପୁଣି ଦୁଃଖ ଦେଲା ୨୦୨୦: କେନ୍ଦୁଝରରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ, ୪ ମୃତ

କେନ୍ଦୁଝର/ଘଟଗାଁ: ଗଛରେ ପିଟି ହୋଇ ରାସ୍ତା ତଳକୁ ଖସିଲା ବୋଲେରୋ। କେନ୍ଦୁଝରରେ ଘଟିଛି ଏହି ଦୁର୍ଘଟଣା। ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସମଗିରି ଗାଁ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ୩ଜଣ…

କେନ୍ଦୁଝର: ହୋଟେଲ୍ ଭିତରୁ କୋଭିଡ଼ ଡାକ୍ତରଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର: କେନ୍ଦୁଝର ଷ୍ଟେଟ ବ୍ଯାଙ୍କ ଅଫ୍‌ ଇଣ୍ତିଆ ନିକଟସ୍ଥ ହୋଟେଲ ପ୍ରିନ୍ସର ୩୦୬ନଂ ରୁମ ଭିତ଼ରେ ଜଣେ କୋଭିଡ଼ ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଡାକ୍ତର ଜଣଙ୍କ ହେଉଛନ୍ତି, ବହଳଦା ଜାମଦା ଗ୍ରାମର ଆଶା ଚ଼ରଣ ମାଝି(୫୫)। ଖବର ଅନୁସାରେ, ଶ୍ରୀ ମାଝି ରାଙ୍କି ସ୍ଥିତ଼ କୋଭିଡ୍…

ଚାନ୍ଦା ମାଗି ସସ୍‌ପେଣ୍ଡ ହେଲେ ହରିଚନ୍ଦନପୁର ଥାନାର କନେଷ୍ଟବଳ, ଅଡିଓ ଭାଇରାଲ୍ ପରେ ନିଆଗଲା ଆକ୍ସନ୍

କେନ୍ଦୁଝର: ଲୋଭ ମଣିଷକୁ ଯେ କେତେ ନିଚ୍ଚ ସ୍ତରକୁ ନେଇଯାଏ ତାହାକୁ କଳ୍ପନା କରିବା ମୁସ୍କିଲ୍ । ତେବେ କେନ୍ଦୁଝରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ସାମଜକୁ ରକ୍ଷା କରୁଥିବା ପୋଲିସ୍ ବାବୁଙ୍କୁ ନେଇ ପ୍ରଶ୍ନବାଚୀ ସ୍ରୁଷ୍ଟି ହୋଇଛି। ଯାହାର ଅଡିଓ ଭାଇରାଲ୍ ହେବାପରେ ସମଗ୍ର…

କେନ୍ଦୁଝର: କଙ୍କଡାଯୋଡି ଘାଟି ମୁଣ୍ଡା ସାହିରେ ବର୍ବରକାଣ୍ଡ, ଡାହାଣୀ ସନ୍ଦେହରେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା

କେନ୍ଦୁଝର: ପୁଣି ଅନ୍ଧ ବିଶ୍ବାସର କରୁଣ ପରିଣତି। ଡାହାଣୀ ସନ୍ଦେହରେ ବ୍ୟକ୍ତିଙ୍କୁ ପିଟିପିଟି କରାଗଲା ହତ୍ୟା । ମୃତକ ହେଲେ କେନ୍ଦୁଝର ଝୁମ୍ପୁରା ଥାନା କଙ୍କଡାଯୋଡି ଘାଟି ମୁଣ୍ଡା ସାହିର ଶୁକଲାଲ ମୁଣ୍ଡା । ହତ୍ୟା ପରେ ଶୁକଙ୍କ ସ୍ତ୍ରୀ ଝୁମ୍ପୁରା ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।…

କେନ୍ଦୁଝର : ଟି.ଡ଼ି.ସି.ସି ମାଧ୍ୟମରେ ଖରିଫ ଋତୁ ପାଇଁ ଚାଷୀଙ୍କ ଠାରୁ ମାଣ୍ଡିଆ କ୍ରୟ ଅଭିଯାନର ଉଦଘାଟନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଟି.ଡ଼ି.ସି.ସି ମାଧ୍ୟମରେ ଖରିଫ ଋତୁ ୨୦୨୦-୨୧ ପାଇଁ ମଣ୍ଡିରେ ଚାଷୀଙ୍କ ଠାରୁ ମାଣ୍ଡିଆ କ୍ରୟ ଅଭିଯାନର ଉଦଘାଟନ ହୋଇଯାଇଛି । ଚାଷୀମାନଙ୍କ ଅତିରିକ୍ତ ଆୟଉତ୍ସ ଯୋଗାଇବା ସହ ମାଣ୍ଡିଆ ଚାଷୀ ମାନଙ୍କ ଉପଯୁକ୍ତ ମୂଲ୍ୟ ନିଶ୍ଚିତ କରାଇବା ଏବଂ ମାଣ୍ଡିଆ ଜାତୀୟ…

ହିତାଧିକାରୀଙ୍କ ଦୁରବସ୍ଥା: ଭତ୍ତା ପାଇଁ ଦିବ୍ଯାଙ୍ଗ ସ୍ବାମୀଙ୍କୁ ହ୍ବିଇଲ୍ ଚେୟାରରେ ବସାଇ ୧୭କିମି ଚାଲି ଚାଲି ଆସିଲେ…

କେନ୍ଦୁଝର: ହିତାଧିକାରୀଙ୍କ ଦୁରବସ୍ଥା। ଯାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଦିବ୍ଯାଙ୍ଗ ଭତ୍ତା ପାଇଁ ଦୀର୍ଘ ୧୭କିଲୋମିଟର ସ୍ବାମୀଙ୍କୁ ଏକ ହ୍ବିଲ୍ ଚେୟାରରେ ବ୍ଲକ୍ କାର୍ଯ୍ୟାଳୟକୁ ଠେଲି ଠେଲି ଆଣିଛନ୍ତି ପତ୍ନୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର…