Browsing Tag

KGF 2

ଆସୁଛି ‘କେଜିଏଫ୍‌ ଚାପ୍ଟର-୩’, ୟଶ୍‌ ଦେଲେ ଇସାରା, କହିଲେ ଏଥର କିଛି ନୂଆ କରିବି

କନ୍ନଡ଼ ଫିଲ୍ମ ‘କେଜିଏଫ୍‌’ ସିରିଜ ଭାରତୀୟ ସିନେମା ଜଗତରେ ଏକ ଝଡ଼ ସୃଷ୍ଟି କରିଥିଲା। ଦେଶ ବିଦେଶ ସବୁ ଆଡ଼େ ଏହାର ଚର୍ଚ୍ଚା ହେଉଥିଲା । ୨୦୧୮ ରେ ଅସିଥିବା ‘କେଜିଏଫ୍‌’ ଦର୍ଶକଙ୍କ ଭିତରେ ଚହଳ ପକାଇଥିଲା। ଏହି ଫିଲ୍ମକୁ ଦର୍ଶକ ବହୁତ ମାତ୍ରାରେ ପସନ୍ଦ କଲେ। ଠିକ୍‌ ସେହି ପରି ୨୦୨୨ ରେ ଏହାର…

ଓଟିଟି ପ୍ଲାଟଫର୍ମରେ ଧୁମ୍‌ ମଚାଇବାକୁ ଆସୁଛି ୟଶ୍‌ଙ୍କ ‘କେଜିଏଫ୍‌ ୨’, ଏବେ ମାଗଣାରେ ମଜା ନେଇପାରିବେ ଦର୍ଶକ

ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କେଜିଏଫ୍‌ ଚାପ୍ଟର ୨’ ବକ୍ସ ଅଫିସ୍‌ରେ ଧୁମ୍‌ ମଚାଇଛି। ଫିଲ୍ମଟି ହଲ୍‌କୁ ଆସିବାର ଇତି ମଧ୍ୟରେ ମାସେରୁ ଅଧିକ ଦିନ ବିତିସାରିଲାଣି। କାରଣ ଏବେ ବି ଏହି ଫିଲ୍ମର ରୋଜଗାର ଜାରି ରହିଛି। ଫିଲ୍ମଟି ଏବେ ୧୨୩୦ କୋଟିରୁ ଅଧିକ ଟଙ୍କା କଲେକ୍ସନ୍‌…

୧୦୦୦ କୋଟି କ୍ଲବ୍‌ରେ ସାମିଲ ହେବା ପରେ ବି କମିନି ‘କେଜିଏଫ୍‌ ୨’ କ୍ରେଜ୍‌, ୧୮ ତମ ଦିନରେ ମଧ୍ୟ କଲା ମୋଟା ଅଙ୍କର…

ଏବେ ସାରା ଦୁନିଆରେ ଚହଳ ପକାଇଛି ୟଶ୍‌ଙ୍କ ଫିଲ୍ମ କେଜିଏଫ୍‌ ଚାପ୍ଟର ୨। ଫିଲ୍ମରେ ଯେମିତି କି ରକି ଭାଇ କହିଥିଲେ ଯେ ଏହି ଦୁନିଆ ହିଁ ମୋ ସୀମା, ରିୟଲରେ ଏବେ ତାଙ୍କ କଥା ସତ ପ୍ରମାଣିତ ହୋଇଛି। ପ୍ରଶାନ୍ତ ନୀଲଙ୍କର ଏହି ଫିଲ୍ମ ୧୮ତମ ଦିନରେ ୧୦୨୩ କୋଟି ଟଙ୍କାର ବେପାର କରିଛି। ଏଥିସହ…

କେଜିଏଫ୍ ଷ୍ଟାର ୟଶ ପ୍ରତ୍ୟାଖ୍ୟାନ କଲେ କୋଟିଏ ଟଙ୍କାର ଆଡ୍

ଅଜୟ ଦେବଗାନ, ଶାହାରୁଖ ଖାନ ଏବଂ ଅମିତାଭ ବଚ୍ଚନଙ୍କ ପରେ ଅକ୍ଷୟ କୁମାର ଏକ ପାନ ମସାଲା ବିଜ୍ଞାପନ କରିଥିଲେ, ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା। କିନ୍ତୁ ଏହି ଆଡକୁ ନେଇ KGF ଷ୍ଟାର ୟଶ ଏହାକୁ କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି। ସେ କୌଣସି ଖରାପ…

ବଲିଉଡ୍‌ ଫିଲ୍ମକୁ ମୁଁହ ବୁଲାଉଛନ୍ତି ଫ୍ୟାନ୍ସ , ବକ୍ସ ଅଫିସ୍‌ରେ ଧୁମ୍‌ ମଚାଉଛି ସାଉଥ୍‌ର ବ୍ଳକ ବଷ୍ଟର ଫିଲ୍ମ

ବିପଦରେ ବଲିଉଡ୍‌ । ଦିନେ ସାରା ଦେଶରେ ରାଜ୍‌ କରୁଥିବା ବଲିଉଡ୍‌ ଫିଲ୍ମ ଏବେ ଧରାଶାୟୀ । ବଲିଉଡ୍‌ ମାର୍କେଟରେ ଧସେଇ ପସିଛି ସାଉଥ୍‌ ସିନେମା । ଏବେ ସାଉଥ୍‌ ସିନେମା ପାଲଟିଛି ‘ଭାରତୀୟ ସିନେମା’ । କୋଟି କୋଟି ଭାରତୀୟଙ୍କ ପସନ୍ଦ । ଅର୍ଥାତ୍‌ ଆଉ କେବଳ ଦକ୍ଷିଣ ଭାରତରେ ସୀମିତ ନାହିଁ…

କେଜିଏଫ୍‌ ୨ କ୍ରେଜ୍‌ ! ହଲ୍‌ରେ ସ୍କ୍ରିନ୍‌କୁ ଚାନ୍ଦି କଏନ୍‌ ଫିଙ୍ଗିଲେ ଲୋକେ; ଦେଖନ୍ତୁ ଭିଡିଓ

ସାଉଥ୍‌ ସୁପରଷ୍ଟାର ୟଶ୍‌ଙ୍କ ବ୍ଲକ୍‌ ବଷ୍ଟର ଫିଲ୍ମ ‘କେଜିଏଫ୍‌ ୨’ ବକ୍ସ ଅଫିସରେ ମୋଟା ଅଙ୍କର ରୋଜଗାର କରି ନୂଆ ଇତିହାସ ରଚିଛି। ଫିଲ୍ମକୁ ଦର୍ଶକେ ବେଶ୍‌ ପସନ୍ଦ କରୁଛନ୍ତି। ଫିଲ୍ମ ହିଟ୍‌ ହେବା ସହ ଏହାର ପ୍ରତ୍ୟେକ ତାରକା ଲାଇମ୍‌ଲାଇଟ୍‌କୁ ଆସିଛନ୍ତି। ବଲିଉଡ୍‌ ଅଭିନେତ୍ରୀ ରବୀନା…

କେଜିଏଫ୍-୨ କୁ ହିଟ୍ କରାଇଲେ ଉଜ୍ୱଲ କୁଲକର୍ଣ୍ଣି: କୋଟି କୋଟି ସିନେମା ପ୍ରେମୀଙ୍କ ହୃଦୟ ଜିତିଲେ ଏହି ୧୯ ବର୍ଷୀୟ…

ଧୁମ୍ ମଚାଉଛି କେଜିଏଫ୍-୨ । ରକି ଭାଇ ନାଁରେ କମ୍ପୁଛି ପ୍ରେକ୍ଷାଳୟ। ଦର୍ଶକ ମଧ୍ଯରେ ବଢିବଢି ଚାଲିଛି କେଜିଏଫ କ୍ରେଜ୍ । ବକ୍ସ ଅଫିସରେ ଭଲ ଆୟ କରୁଛି କେଜିଏଫ । କେବଳ ସାଉଥରେ ନୁହେଁ ହିନ୍ଦୀ ଭାଷାଭାଷୀ ଦର୍ଶକଙ୍କୁ ମଧ୍ଯ ଆକୃଷ୍ଟ କରୁଛି କେଜିଏଫ। ଏହି ସିନେମାର କାହାଣୀ, ଆକ୍ସନ, କଳାକାରଙ୍କ…

ବକ୍ସ ଅଫିସ୍‌ରେ ରେକର୍ଡ କରୁଛି KGF 2, ସ୍ପଟରେ ବିକ୍ରି ହୋଇଛି ୨ କୋଟିରୁ ଅଧିକ ଟିକେଟ୍

ଦିନକୁ ଦିନ ବଢ଼ିବାରେ ଲାଗୁଛି ଇଣ୍ଡିଆନ୍ ହିଷ୍ଟୋରିକାଲ୍ ଫିଲ୍ମର କ୍ରେଜିନେସ୍। ଖାସ କରି ସତ କାହାଣୀ ଓ ଐତିହାସିକ ଘଟଣା ଉପରେ ତିଆରି ହୋଇଥିବା ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି ଚଳଚ୍ଚିତ୍ର ପ୍ରେମୀ। ସେଥି ପାଇଁ ତ ଚଳଚ୍ଚିତ୍ର ନିର୍ମାତା ମଧ୍ୟ ଦର୍ଶକଙ୍କୁ ଖୁସି କରିବା ପାଇଁ ତିଆରି…

ବକ୍ସ ଅଫିସ୍‌ରେ ‘ବାହୁବଲୀ ୨’ର ରେକର୍ଡ ଭାଙ୍ଗିଲା ‘କେଜିଏଫ୍‌ ୨’! ଭାରତୀୟ ସିନେମାରେ ରଚିଲା ଇତିହାସ…ହଲିଉଡ୍‌…

‘କେଜିଏଫ୍‌: ଚାପ୍ଟର ୨’ ବକ୍ସ ଅଫିସ୍‌ରେ ଇତିହାସ ରଚିବାକୁ ଯାଉଛି। ଫିଲ୍ମ ଆଡ୍‌ଭାନ୍ସ ବୁକିଂ ମାମଲାରେ ପୂର୍ବରୁ ହିଁ ‘ବାହୁବଲୀ ୨’ ଏବଂ ‘RRR’ର ରେକର୍ଡ ଭାଙ୍ଗି ସାରିଛି। ଏବେ ୟଶ୍‌ ଷ୍ଟାରର ଫିଲ୍ମ ହଲିଉଡ୍‌ ବ୍ଲକବଷ୍ଟର ‘Avengers: Endgame’କୁ ବି ପଛରେ ପକାଇ ଦେଇଛି। ପ୍ରଶାନ୍ତ…

KGF-2ର ଜବରଦସ୍ତ ସଫଳତା ପରେ ଆସିପାରେ KGF-3

ସାଉଥ ସୁପରଷ୍ଟାର ୟସଙ୍କ ବହୁ ପ୍ରତିକ୍ଷିତ ଆକ୍ସନ ଫିଲ୍ମ "କେଜିଏଫ ଚାପ୍ଟର 2" ଆଜି ବିଭିନ୍ନ ସିନେ ଥିଏଟର ଗୁଡିକରେ ରିଲିଜ ହୋଇଛି । ପ୍ରକାଶ ଥାଉକି ଏହି ଫିଲ୍ମ କନ୍ନଡ ଭାଷା ବ୍ୟତୀତ ହିନ୍ଦୀ,ତାମିଲ,ତେଲୁଗୁ, ମାଲାୟାଲାମ ପରି ଭାଷା ଗୁଡିକରେ ମଧ୍ୟ ରିଲିଜ ହୋଇସାରିଛି । ଫାଷ୍ଟ ଡ଼େ' ଫାଷ୍ଟ…

ପରଦାକୁ ଆସିଲା ବହୁ ପ୍ରତିକ୍ଷୀତ ଫିଲ୍ମ କେଜିଏଫ-୨, ସିନେମା ହଲ୍‌ରେ ନାହିଁନଥିବା ଭିଡ଼

ପରଦାକୁ ଆସିଲା ବହୁ ପ୍ରତିକ୍ଷୀତ ଫିଲ୍ମ କେଜିଏଫ-୨। ସାରା ଦେଶରେ କେଜିଏଫ କ୍ରେଜ। ସିନେମା ହଲ୍‌ରେ ଦେଖିବାକୁ ମିଳିଛି ଖଚାଖଚ ଭିଡ଼। ଓପନିଂ ଡେ ପାଇଁ ୩୧ କୋଟି ଟଙ୍କାର ଆଡଭାନ୍ସ ଟିକେଟ ବୁକିଂ ସରିଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସାଉଥ୍‌ ଷ୍ଟାର ୟଶ। ସଞ୍ଜୟ ଦତ୍ତ, ରବିନା…

ହିରୋ ହେବା ଜିଦି ଯୋଗୁଁ ଦିନେ ପରିବାର ଲୋକେ ଘରୁ ତଡିଦେଇଥିଲେ, ଆଉ ଆଜି ପରିବାରର ଗର୍ବ ୟଶ୍‌

କନ୍ନଡ଼ର ସୁପରଷ୍ଟାର ୟଶ୍‌ । ୟଶଙ୍କ ଆକ୍ଟିଂ, ଷ୍ଟାଇଲ୍ ଓ ଡାଇଲଗ୍କୁ ନେଇ ସମସ୍ତେ ପାଗଳ। ୟଶଙ୍କୁ ରକି ଭାଇ ନାମରେ ବେଶ୍‌ ପରିଚିତ। ୨୦୧୮ରେ କେଜିଏଫ୍‌ ରିଲିଜ ହେବା ପରେ ନ୍ୟାସନାଲ ଷ୍ଟାର ଭାବେ ପରିଚିତ ହୋଇଥିଲେ। ଦେଶର ପ୍ରତି କୋଣ ଅନୁକୋଣରେ ତାଙ୍କ ଫ୍ୟାନ୍ସ ରହିଛନ୍ତି। ମାତ୍ର ୩୦୦ ଟଙ୍କା…