Browsing Tag

kgf star yash

ଫିଲ୍ମ ‘ରାମାୟଣ’ରେ ରାବଣ ଭୂମିକାରେ ନଜର ଆସିବେ ସୁପରଷ୍ଟାର ୟଶ, ବଢେଇବେ ୧୫ କିଲୋ ଓଜନ

ବଲିଉଡ ଇଣ୍ଡଷ୍ଟ୍ରୀରେ ଅନେକ ଦିନ ହେବ ଫିଲ୍ମ ରାମାୟଣକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ରାମାୟଣ'ରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । କିନ୍ତୁ ବର୍ତ୍ତମାନର ସୂଚନା ଅନୁସାରେ, ଏହି ଫିଲ୍ମରେ କନ୍ନଡ ସୁପରଷ୍ଟାର…

ୟଶଙ୍କ ଫିଲ୍ମ ‘ଟକ୍ସିକ୍’ କୁ ନେଇ ନିର୍ମାତାମାନେ ସେୟାର କଲେ ଏକ ବଡ଼ ଅପଡେଟ୍, ସାମ୍ନାକୁ ଆସିଲା ରିଲିଜ୍‌…

ସାଉଥ ସୁପରଷ୍ଟାର ୟଶଙ୍କ ଫିଲ୍ମ 'ଟକ୍ସିକ୍ ଫେରି ଟେଲ୍‌ ଫର ଗ୍ରାଉଣ୍ଡ୍ ଅପ୍’ ଦେଖିବାକୁ ଫ୍ୟାନ୍ସ ବହୁତ ଦିନ ହେବା ଉତ୍ସାହାର ସହ ଅପେକ୍ଷା କରିଛନ୍ତି । କିନ୍ତୁ ୟଶଙ୍କ ଫିଲ୍ମକୁ ନେଇ ଏବେ କିଛି ଅପ୍‌ଡେଟ୍‌ ଆସିଛି । ଯାହାକି ଫିଲ୍ମର ମୁଖ୍ୟ ଅଭିନେତ୍ରୀ କିଏ ହେବେ? ଏହାକୁ ନେଇ ଏବେ ସୋସିଆଲ…

ମୃତକ ପରିବାର ଏବଂ ଆତହଙ୍କୁ ଭେଟିଲେ ୟଶ, ‘ଏଥିପାଇଁ ଜନ୍ମଦିନ ପାଳନ କରେନାହିଁ’

କନ୍ନଡ ସୁପରଷ୍ଟାର ୟଶଙ୍କ ୩୮ ତମ ଜନ୍ମଦିନରେ ବିଦ୍ୟୁତ ଖୁଣ୍ଟରେ ଚଢି ବ୍ୟାନର ଲଗାଉଥିବା ବେଳେ ୩ ଜଣ ଫ୍ୟାନ୍ସଙ୍କ ଜୀବନ ଚାଲିଯାଇଥିଲା । ଏହି ଘଟଣାରେ ୩ ଜଣ ମଧ୍ୟ ଗୁରୁତର ହୋଇଛନ୍ତି । ଏହି ଖବର ୟଶ ପାଇବା ପରେ ନିଜର ଜନ୍ମଦିନ ପାଳନ ନ କରି ମୃତକଙ୍କ ପରିବାରକୁ ସାକ୍ଷାତ କରିବା ପାଇଁ…

KGF ଷ୍ଟାର ୟଶଙ୍କ ଜନ୍ମଦିନ ପାଇଁ ବ୍ୟାନର ଲଗାଇବା ସମୟରେ ଘଟିଲା ବଡ ଦୁର୍ଘଟଣା, ୩ ମୃତ ଓ ୩ ଆହତ

କର୍ଣ୍ଣାଟକର ଗଡଗ ଜିଲ୍ଲାରେ ରବିବାର (ଜାନୁଆରୀ ୭) ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବାସ୍ତବରେ, କନ୍ନଡ ଅଭିନେତା ୟଶଙ୍କ ୩୮ ତମ ଜନ୍ମଦିନ ଅବସରରେ ତିନିଜଣ ବ୍ୟକ୍ତି ତାଙ୍କ ବ୍ୟାନରକୁ ଏକ ବିଜୁଳି ଖୁଣ୍ଟ ଉପରେ ଲଗାଇବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ବିଦ୍ୟୁତ…

ଆସୁଛି ରକିଂ ଷ୍ଟାର ୟଶଙ୍କ ଫିଲ୍ମ ‘ଟକ୍ସିକ’, ଇନଷ୍ଟାଗ୍ରାମରେ ସେୟାର କଲେ ଫାଷ୍ଟ ଲୁକ୍

‘KGF' ଜରିଆରେ ଅନେକ ସୁନାମ ଆଣିଥିବା ଅଭିନେତା ୟଶ୍‌ଙ୍କ ଆଗାମୀ ଫିଲ୍ମକୁ ଫ୍ୟାନ୍ସ ଖୁବ ଆଗ୍ରହର ସହ ଅପେକ୍ଷା କରିଛନ୍ତି । ତେବେ ନିକଟରେ ୟଶ୍ ନିଜ ସୋସିଆଲ ମିଡିଆରେ ତାଙ୍କ ଆଗାମୀ ଫିଲ୍ମର ଟାଇଟଲ ବିଷୟରେ ଜଣାଇଛନ୍ତି । ଟିଜର୍‌ରୁ ଏହି ଫିଲ୍ମର ନାମ ‘ଟକ୍ସିକ୍' ବୋଲି ଜଣା ପଡିଛି । ଏଥିରେ…

‘KGF’ ଫିଲ୍ମ ପୂର୍ବରୁ କିଏ ଥିଲେ ୟଶ ? ୟଶଙ୍କୁ ନେଇ ଏହି ମନ୍ତବ୍ୟ ଅଲ୍ଲୁ ଅରବିନ୍ଦଙ୍କୁ ପଡୁଛି ମହଙ୍ଗା

ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ଫିଲ୍ମ ନିର୍ମାତା ଅଲ୍ଲୁ ଅରବିନ୍ଦ, ତେଲୁଗୁ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବାପା । ନିଜର ଏକ ବିବୃତ୍ତି ଯୋଗୁଁ ବର୍ତ୍ତମାନ ତାଙ୍କୁ ଅନେକ ସମାଲୋଚନା କରାଯାଉଛି । ନିକଟରେ ଅଲ୍ଲୁ ଅରବିନ୍ଦ KGF ଷ୍ଟାର ୟଶଙ୍କ ବିଷୟରେ ଏମିତି କିଛି କହିଥିଲେ, ଯାହାକୁ ନେଇ ଅନେକ ଲୋକ…

୧୦୦୦ କୋଟି କ୍ଲବ୍‌ରେ ସାମିଲ ହେବା ପରେ ବି କମିନି ‘କେଜିଏଫ୍‌ ୨’ କ୍ରେଜ୍‌, ୧୮ ତମ ଦିନରେ ମଧ୍ୟ କଲା ମୋଟା ଅଙ୍କର…

ଏବେ ସାରା ଦୁନିଆରେ ଚହଳ ପକାଇଛି ୟଶ୍‌ଙ୍କ ଫିଲ୍ମ କେଜିଏଫ୍‌ ଚାପ୍ଟର ୨। ଫିଲ୍ମରେ ଯେମିତି କି ରକି ଭାଇ କହିଥିଲେ ଯେ ଏହି ଦୁନିଆ ହିଁ ମୋ ସୀମା, ରିୟଲରେ ଏବେ ତାଙ୍କ କଥା ସତ ପ୍ରମାଣିତ ହୋଇଛି। ପ୍ରଶାନ୍ତ ନୀଲଙ୍କର ଏହି ଫିଲ୍ମ ୧୮ତମ ଦିନରେ ୧୦୨୩ କୋଟି ଟଙ୍କାର ବେପାର କରିଛି। ଏଥିସହ…

ହିରୋ ହେବା ଜିଦି ଯୋଗୁଁ ଦିନେ ପରିବାର ଲୋକେ ଘରୁ ତଡିଦେଇଥିଲେ, ଆଉ ଆଜି ପରିବାରର ଗର୍ବ ୟଶ୍‌

କନ୍ନଡ଼ର ସୁପରଷ୍ଟାର ୟଶ୍‌ । ୟଶଙ୍କ ଆକ୍ଟିଂ, ଷ୍ଟାଇଲ୍ ଓ ଡାଇଲଗ୍କୁ ନେଇ ସମସ୍ତେ ପାଗଳ। ୟଶଙ୍କୁ ରକି ଭାଇ ନାମରେ ବେଶ୍‌ ପରିଚିତ। ୨୦୧୮ରେ କେଜିଏଫ୍‌ ରିଲିଜ ହେବା ପରେ ନ୍ୟାସନାଲ ଷ୍ଟାର ଭାବେ ପରିଚିତ ହୋଇଥିଲେ। ଦେଶର ପ୍ରତି କୋଣ ଅନୁକୋଣରେ ତାଙ୍କ ଫ୍ୟାନ୍ସ ରହିଛନ୍ତି। ମାତ୍ର ୩୦୦ ଟଙ୍କା…

KGF ଆକ୍ଟର ୟଶଙ୍କ ଗାଲକୁ ପୁଅ ମାରିଲେ ଚାପୁଡା, ଆକ୍ଟର କେମିତି ରିଆକ୍ସନ ଦେଲେ ଦେଖନ୍ତୁ

କେଜିଏଫ ଷ୍ଟାର ୟଶଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଧମାଲ ମଚାଉଛି। ଏହି ଭିଡିଓରେ ୟଶ୍ ତାଙ୍କ ପୁଅ ସହିତ କ୍ୱାଲିଟୀ ଟାଇମ୍ ସ୍ପେଣ୍ଡ କରୁଥିବା ଦେଖିବାକୁ ମିଳୁଛି। ରକିଙ୍ଗ୍ ଷ୍ଟାର ୟଶଙ୍କର ବହୁତ ଫ୍ୟାନବେସ୍ ରହିଛି। ଯେମିତି ଆପଣ ଜାଣିଛନ୍ତି କେଜିଏଫ ଫିଲ୍ମରେ ରକି ଭୂମିକା…