ୟଶଙ୍କ ଫିଲ୍ମ ‘ଟକ୍ସିକ୍’ କୁ ନେଇ ନିର୍ମାତାମାନେ ସେୟାର କଲେ ଏକ ବଡ଼ ଅପଡେଟ୍, ସାମ୍ନାକୁ ଆସିଲା ରିଲିଜ୍…
ସାଉଥ ସୁପରଷ୍ଟାର ୟଶଙ୍କ ଫିଲ୍ମ 'ଟକ୍ସିକ୍ ଫେରି ଟେଲ୍ ଫର ଗ୍ରାଉଣ୍ଡ୍ ଅପ୍’ ଦେଖିବାକୁ ଫ୍ୟାନ୍ସ ବହୁତ ଦିନ ହେବା ଉତ୍ସାହାର ସହ ଅପେକ୍ଷା କରିଛନ୍ତି । କିନ୍ତୁ ୟଶଙ୍କ ଫିଲ୍ମକୁ ନେଇ ଏବେ କିଛି ଅପ୍ଡେଟ୍ ଆସିଛି । ଯାହାକି ଫିଲ୍ମର ମୁଖ୍ୟ ଅଭିନେତ୍ରୀ କିଏ ହେବେ? ଏହାକୁ ନେଇ ଏବେ ସୋସିଆଲ…