ସାଉଥ୍ ସୁପରଷ୍ଟାର ୟଶ୍ଙ୍କ ଅପକମିଂ ଫିଲ୍ମ ‘KGF 3’କୁ ନେଇ ଚର୍ଚ୍ଚା
ସାଉଥ୍ ସୁପରଷ୍ଟାର ୟଶଙ୍କ ଆକ୍ସନ୍ ଫିଲ୍ମ ‘ସାଲାର୍ ୨’ର ଟିଜର୍ ଦେଖିବା ପରେ ଫ୍ୟାନ୍ସ ଫିଲ୍ମର ରିଲିଜ୍ ପାଇଁ ଅପେକ୍ଷା କରିଛନ୍ତି । ତେବେ ୟଶଙ୍କ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ‘ସାଲାର୍ ୨’ ରିଲିଜ୍ ହେବା ପୂର୍ବରୁ ‘KGF 3’ର ସୁଟିଂ ଆରମ୍ଭ ହେବାକୁ ଯାଉଛି…