Browsing Tag

khadial

ଅକ୍ଷୟ ତୃତୀୟା ଉପଲକ୍ଷେ ନୂଆପଡା ଜିଲ୍ଳା ଖଡିଆଳ ସହର ସ୍ଥିତ ଶ୍ରୀ ଜଗନ୍ନାଥ ସ୍ୱାମୀ ମନ୍ଦିରରେ ଲାଗିଲା ଛପନ ପ୍ରକାର…

ନୂଆପଡା : ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ନୂଆପଡା ଜିଲ୍ଳା ଖଡିଆଳ ସହର ସ୍ଥିତ ଶ୍ରୀ ଜଗନ୍ନାଥ ସ୍ୱାମୀ ମନ୍ଦିରେ ଚତୁର୍ଦ୍ଧା ମୂର୍ତ୍ତିକୁ ପୂଜାଅର୍ଚ୍ଚନା କରାଯିବା ସହ ଛପନ ଭୋଗର ଆୟୋଜନ କରାଯାଇଥିଲା । ଏହି ମନ୍ଦିରରରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ସମେତ ଦୁଇଗୋଟି ଜଗନ୍ନାଥଙ୍କ ପୂଜା…

ଯୌତୁକ ନେଲା ଜୀବନ, ନବ ବିବାହିତାଙ୍କୁ ତଣ୍ଟି ଚିପି ହତ୍ୟା

ନୂଆପଡ଼ା : ଖଡ଼ିଆଳ ଥାନା ଚିନ୍ଦାଗୁଡ଼ା ଗାଁରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତକ ଚିନ୍ଦାଗୁଡ଼ା ଗାଁର ଆଶିଷ ରଣାଙ୍କ ପତ୍ନୀ ପୂର୍ଣ୍ଣମୀ ରଣା । ୨୦୧୮ରେ ଆଶିଷଙ୍କୁ ବିବାହ କରିଥିଲେ ପୂର୍ଣ୍ମମୀ । ଏହାପରେ ଶାଶୁଘର ଲୋକେ ଯୌତୁକ ବାବଦ ୩ ଲକ୍ଷ ଟଙ୍କା ସହ ୩ ଭରି ସୁନା ଦେବାକୁ…