Browsing Tag

Khali Peeli

ରିଲିଜ୍‌ ହେଲା ଈଶାନ୍‌ ଖଟ୍ଟର ଓ ଅନନ୍ୟା ପାଣ୍ଡେଙ୍କ ରୋମାଣ୍ଟିକ୍‌ ଫିଲ୍ମ ‘ଖାଲି ପିଲି’ର ପୋଷ୍ଟର

୨୦୧୮ ମସିହାରେ ଧଡ଼କ ଫିଲ୍ମ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିବା ଶାହିଦ କପୁରଙ୍କ ସାନ ଭାଇ ଈଶାନ୍‌ ଖଟ୍ଟର ପୁଣିଥରେ ବଡ଼ପରଦାରେ ଲୋକଙ୍କ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ହେଲେଣି। ଖୁବ୍‌ଶୀଘ୍ର ତାଙ୍କୁ ‘ଖାଲି ପିଲି’ ଫିଲ୍ମରେ ଅନନ୍ୟା ପାଣ୍ଡେଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ।…