ରାଜଧାନୀ ଖଣ୍ଡଗିରିରେ ଜମୁଛି ମାଘମେଳା, ତପଭୂମି ପାଦଦେଶରେ ରାତିଦିନ ଚାଲୁଛି ମନ୍ତ୍ର ଜପ
ଭୁବନେଶ୍ୱର : ରାଜଧାନୀ ଖଣ୍ଡଗିରିରେ ଜମୁଛି ମାଘମେଳା । ସାଧୁ ସନ୍ଥଙ୍କ ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ସାରା ପରିବେଶ । ବିଶ୍ୱର କଲ୍ୟାଣ ଓ ଶାନ୍ତି ପ୍ରତିଷ୍ଠା ପାଇଁ ୯ ଦିନ ଧରି ଖଣ୍ଡଗିରିରେ ଚାଲିଛି ଜପତପ । ସାଧୁସନ୍ଥମାନେ ବିଶ୍ବର କଲ୍ୟାଣ ପାଇଁ ଏଠାରେ ସିଦ୍ଧିର ସହ ଅଖଣ୍ଡ ଦୀପ ଜାଳି ପୂଜା…