Browsing Tag

Khatron Ke Khiladi

ଖତରୋଁ କେ ଖିଲାଡି ୧୩ର ବିଜେତା ହେଲେ ଡିନୋ, ମିଳିଲା ଟ୍ରଫି ସହିତ ୨୦ ଲକ୍ଷ ଟଙ୍କା ଏବଂ କାର୍‌

ଖତରୋଁ କେ ଖିଲାଡି ୧୩ର ବିଜେତା ହୋଇଛନ୍ତି ଡିନୋ । ଶନିବାର ଫାଇନାଲରେ ଟପ୍‌ ୪ରେ ଶିବ ଠାକରେ, ଅର୍ଜିତ ତନେଜା, ଐଶ୍ୱର୍ଯ୍ୟା ଶର୍ମା ଏବଂ ଡିନୋ ଜେମ୍ସ ପହଞ୍ଚିଥିଲେ । ଶେଷରେ ଡିନୋ ସମସ୍ତଙ୍କ ପଛରେ ପକାଇ ବାଜିମାତ କରିନେଇଛନ୍ତି । ଡିନୋଙ୍କୁ ଟ୍ରଫି ସହିତ ମାରୁତି ସୁଜୁକି ସ୍ୱିଫ୍ଟ କାର ଏବଂ…

‘ଖତରୋଁ କେ ଖିଲାଡ଼ି ୧୨’ର ବିଜେତା ତୁଷାର କାଲିୟା କଲେ ବିବାହ; ଜାଣନ୍ତୁ କିଏ କୋରିଓଗ୍ରାଫରଙ୍କ ପତ୍ନୀ ତ୍ରିବେଣୀ…

‘ଖତରୋଁ କେ ଖିଲାଡ଼ି’ ଫେମ୍‌ ଫେମସ୍‌ କୋରିଓଗ୍ରାଫର ତୁଷାର କାଲିୟା ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ତୁଷାର ନିଜର ସୁନ୍ଦରୀ ପ୍ରେମିକା ତ୍ରିବେଣୀ ବର୍ମନଙ୍କୁ ବିବାହ କରିଛନ୍ତି। ନିକଟରେ ସେ ନିଜ ବିବାହର ଫଟୋ ସେୟାର କରି ଏ ନେଇ ଘୋଷଣା କରିଛନ୍ତି। ତୁଷାର କାଲିୟା ନିଜ…

ଖତରୋଁ କେ ଖିଲାଡି ସିଜନ ୧୨ର ଓ୍ଵିନର ହେଲେ ତୁଷାର କାଳିଆ, ୨୦ ଲକ୍ଷ ଟଙ୍କା ସାଙ୍ଗକୁ ମିଳିଲା ଦାମି କାର

ଟେଲିଭିଜନର ସବୁଠାରୁ ବଡ ଏବଂ ହିଟ୍‌ ରିୟାଲିଟୀ ଶୋ ଖତରୋଁ କେ ଖିଲାଡି ସିଜନ୧୨ର ତାର ଓ୍ଵିନର ମିଳିଯାଇଛି। କିନ୍ତୁ ଅପେକ୍ଷାର ଅନ୍ତ ଘଟିଛି ଏବଂ ସମସ୍ତଙ୍କୁ ପଛରେ ପକାଇ ଟ୍ରଫିକୁ ନିଜ ନାମରେ କରିଛନ୍ତି ଡ୍ୟାନ୍ସର ତଥା କୋରିଓଗ୍ରାଫର ତୁଷାର କାଲିଆ। ରବିବାର ରାତିରେ ଖତରୋଁ କେ ଖିଲାଡିର…

ଆରମ୍ଭ ହେଉଛି ‘ଖତରୋଁ କେ ଖିଲାଡ଼ି ୧୨’, ହେଲିକପ୍ଟରରେ ଠିଆ ହୋଇ ଗ୍ରାଣ୍ଡ୍‌ ଏଣ୍ଟ୍ରି କଲେ ରୋହିତ ସେଟ୍ଟୀ

ଖୁବ୍‌ ଶୀଘ୍ର ଟେଲିଭିଜନ୍‌ ପରଦାକୁ ଆସୁଛି ଟିଭିର ସବୁଠୁ ଲୋକପ୍ରିୟ ରିଆଲିଟି ଶୋ’ ଖତରୋଁ କେ ଖିଲାଡ଼ି। ଏଥରକ ପ୍ରସାରିତ ହେବ ଖତରୋଁ କେ ଖିଲାଡ଼ିର ୧୨ତମ ସିଜନ୍‌। ଦୀର୍ଘ ଦିନ ହେଲାଣି ଫ୍ୟାନ୍‌ମାନେ ଏହି ଶୋ’କୁ ପ୍ରତୀକ୍ଷା କରିଥିଲେ। ଖତରୋଁ କେ ଖିଲାଡ଼ି ଶୋ’ରେ ଅନେକ ବଡ଼ ବଡ଼ ତାରକା ପ୍ରତିଯୋଗୀ…

ବିପଦ ସହିତ ଖେଳିବେ ଟେଲି ଦୁନିଆର ବୋହୂ, ଖତରୋଁ କେ ଖିଲାଡି ୧୨ ନଜର ଆସିପାରନ୍ତି ଶିବାଙ୍ଗୀ

ଟେଲି ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ ଖୁବଶୀଘ୍ର ଖତରୋଁ କେ ଖିଲାଡି -୧୨ରେ ନଜର ଆସିବେ । ବର୍ତ୍ତମାନ ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଶୋ ଖତରୋ କେଁ ଖିଲାଡି-୧୨ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ମାତାମାନେ ଏହି ଶୋ ପାଇଁ ଟିଭି ଏବଂ ଫିଲ୍ମ ଜଗତ ସହିତ ଜଡିତ…

‘ନଚ ବଲିୟେ’ ଅଫରକୁ ମନା କଲେ ରାହୁଲ ବୈଦ, କାହିଁକି ନେଲେ ଏମିତି ନିଷ୍ପତ୍ତି

ଲୋକପ୍ରିୟ ଶୋ’ ବିଗବସ୍ ସିଜନ ୧୪ର ରନର ଅପ୍ ରାହୁଲ ବୈଦ ଶୋ ଶେଷ ହେବା ପରେ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ପ୍ରେମିକା ଦିଶା ପାରମାରଙ୍କୁ ବିବାହ କରିବା ପ୍ରସଙ୍ଗ ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ କିନ୍ତୁ ଏବେ ପୁଣି ଏକ ବଡ ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଦେଇଛନ୍ତି।…