କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ର କିରଣରେ ରଖନ୍ତୁ କ୍ଷୀରି, ମିଳିବ ଚମତ୍କାର ଲାଭ
ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ତିଥିର ବିଶେଷ ମହତ୍ତ୍ୱ ରହିଛି । ଏହି ଦିନ ସ୍ନାନ କରିବା ଏବଂ ଦାନ କରିବା ଦ୍ୱାରା ଭଲ ଫଳାଫଳ ମିଳିଥାଏ । ସମସ୍ତ ପୂର୍ଣ୍ଣିମା ମଧ୍ୟରୁ ଶରଦ ପୂର୍ଣ୍ଣିମା ସବୁଠାରୁ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ବିଶ୍ୱାସ ରହିଛି ଯେ ଶରଦ ପୂର୍ଣ୍ଣିମା ସମଗ୍ର ବର୍ଷର…