ଅଲ୍ଟିମେଟ ଖୋ ଖୋରେ ଓଡ଼ିଶା ଚାମ୍ପିଅନ୍, ଶୁଭେଛା ଜଣାଇଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ
କେନ୍ୟୁଜ୍(ବ୍ୟୁରୋ): ଅଲ୍ଟିମେଟ ଖୋ ଖୋରେ ଓଡ଼ିଶା ଚାମ୍ପିଅନ୍। ତେଲୁଗୁ ଯୋଦ୍ଧାସ୍କୁ ହରାଇ ଓଡ଼ିଶା ଜଗରନଟ୍ସ ଚାମ୍ପିଅନ । ତେଲୁଗୁ ଯୋଦ୍ଧାସ୍କୁ ୧ ପଏଣ୍ଟରେ ହରାଇ ଚାମ୍ପିଅନ୍ ହେଲା ଓଡ଼ିଶା ଜଗରନଟ୍ସ । ଓଡ଼ିଶା ଜଗରନଟ୍ସ ୪୬ ପଏଣ୍ଟ କରିଥିବା ବେଳେ ତେଲୁଗୁ ଯୋଦ୍ଧାସ୍ ୪୫ ପଏଣ୍ଟ କରିଥିଲା…