Browsing Tag

khorda

ଖୋର୍ଦ୍ଧାରେ ଚାଞ୍ଚଲ୍ଯ: ଅଳିଆ ଗଦାରୁ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଠାବ

ଖୋର୍ଦ୍ଧା (କେନ୍ୟୁଜ): ରାସ୍ତା କଡ ଅଳିଆ ଗଦାରୁ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଠାବ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ସକାଳୁ ଏହି ଚାଞ୍ଚଲ୍ଯକର ଘଟଣା ଦେଖିବାକୁ ମିଳିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା କଡ ଅଳିଆ ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।…

ଗେଷ୍ଟ ହାଉସରୁ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା : ପୁରୁଷ ବନ୍ଧୁ ଫେରାର, ତଦନ୍ତ ଜାରି

ଖୋର୍ଦ୍ଧା (କେନ୍ୟୁଜ): ଆତ୍ମହତ୍ୟା ନା ହତ୍ୟା? ରହସ୍ୟ ଘେରରେ ଯୁବତୀଙ୍କ ମୃତ୍ୟୁ। ଏବେବି ଗେଷ୍ଟ ହାଉସରେ ଝୁଲୁଛି ଯୁବତୀଙ୍କ ମୃତଦେହ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ସୀତରାମ ଛକ ସ୍ଥିତ ଏକ ଗେଷ୍ଟ ହାଉସରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ…

ବୟସର ଅପରାହ୍ନରେ ନାଚୁଛନ୍ତି ସଂକୀର୍ତ୍ତନ, ବାର୍ଦ୍ଧକ୍ୟତା ଯେମିତି ଫିକା ପଡ଼ି ଯାଇଛି

କେନ୍ୟୁଜ୍‌(ବ୍ୟୁରୋ): ହରିନାମେ କି ରସ ଅଛି…ପାନ କଲା ଲୋକ ସିନା ଜାଣିଛି । ଚାଲିଛି ହରିନାମ ସଂକୀର୍ତ୍ତନ । ମୃଦଙ୍ଗ, ତାସା ଝୁମକାର ତାଳେ ତାଳେ ନାଚୁଛି ଘୋଡ଼ା । ଝୁମକା ଧରି ବଜାଉଥିବା ବ୍ୟକ୍ତିଙ୍କୁ ଟିକେ ଦେଖନ୍ତୁ । ବୟସର ଅପରାହ୍ନରେ ପହଁଚି ସାରିଲେଣି ସେ । ତଥାପି ଝୁମକା ଧରି ହରିନାମର…

ଟାଙ୍ଗୀ: ରେଳ ଧାରଣା ନିକଟରୁ ମିଳିଲା ମା’, ଝିଅଙ୍କ ମୃତ ଦେହ

ଟାଙ୍ଗୀ (କେ ନ୍ୟୁଜ): ରେଳ ଧାରଣାରୁ ମାଆ ଓ ଝିଅଙ୍କ ମୃତଦେହ ଉଦ୍ଧାର । ମାଆ ସହିତ ୧ ବର୍ଷ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳୁ ଉଭୟଙ୍କ ମୃତ ଦେହ ତାଙ୍କ ଘର ନିକଟସ୍ଥ ରେଳ ଧାରଣାରେ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ପରିବାରକୁ ଖବର ଦେବା ପରେ ପରିବାର ଲୋକେ ଦୁହିଁଙ୍କ…

ଖୋର୍ଦ୍ଧା: ଘରଭଡା ଛାଡିଲେ, ଖାଦ୍ୟ ଯୋଗାଇଲେ ମାଲିକାଣି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଚଂଳର ଜଣେ ଘର ମାଲିକାଣିଙ୍କ ବଦାନ୍ୟତା କୁ ନେଇ ଏଠାରେ ଚର୍ଚ୍ଚା ବିଷୟ ପାଲଟିଛି । ମାଲିକାଣିଙ୍କ ନାମ ଅମିନା ବେଗମ ସ୍ଥାନୀୟ ରାଜାବଜାର ଅଚଂଳରେ ତାଙ୍କ ୧୫ ଜଣ ଭଡାଟିଆଙ୍କୁ ସେ ତାଙ୍କ ଘରଭଡା ଛାଡ କରିଛନ୍ତି । ସେମାନଙ୍କ ମଧ୍ୟରୁ କିଏ ଫେରିବାଲା ତ ଆଉ…

ଖୋର୍ଦ୍ଧା: ବାଲୁଗାଁ ଅଲାଇଡି ନିକଟ ବାଇପାସ୍‌ରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ବାଇପାସ୍‌ ଉପରୁ କଲରାପତରିଆ ବାଘର ମୃତ ଦେହ ଉଦ୍ଧାର କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଲାଇଡି ନିକଟ ବାଇପାସ୍‌ରୁ ବାଘର ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ପ୍ରଥମେ ବାଘର ମୃତଦେହ ଦେଖି ବନବିଭାଗକୁ ଖବର ଦେଇଥିଲେ । ଅଜଣା ଗାଡି ଧକ୍କାରେ ବାଘର ମୃତ୍ୟୁ ହୋଇଥିବା…

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଗାଁରେ ଗଠିତ ହେବ ରାପିଡ୍ ରେସପନ୍ସ ଟିମ୍, ବାହାରୁ ଫରିଥିବା ଲୋକଙ୍କ ସମ୍ପର୍କରେ ଜିଲ୍ଲା…

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ପ୍ରତି ଗାଁରେ ଗଠିତ ହେବ ରାପିଡ୍ ରେସପନ୍ସ ଟିମ । ଜିଲ୍ଲାକୁ ରାଜ୍ୟ ଓ ଦେଶ ବାହାରେ କରୋନା ଭୟରେ ହଜାର ହଜାର ଲୋକ ଫରିଥିବା ସୂଚନା ରହିଛି । ସେମାନଙ୍କ ଭିତରୁ ପ୍ରାୟତଃ ଲୋକେ ଫେରିଛନ୍ତି । ତେବେ ସେଥିରୁ ବହୁ ଲୋକ ସରକାରଙ୍କୁ ନିଜର ଗସ୍ତ ତଥ୍ୟ ପ୍ରଦାନ…

ଜିଲ୍ଲାପାଳଙ୍କ ଅଫିସରେ ମହାମେଣ୍ଟ କର୍ମକର୍ତ୍ତାଙ୍କ ଉନ୍ମତ କାଣ୍ଡ

ଖୋର୍ଦ୍ଧା : ଜିଲ୍ଲାପାଳଙ୍କ ଅଫିସରେ ଧସେଇ ପଶି ଭଙ୍ଗାରୁଜା । ଟାଙ୍ଗୀ ଜନଜାଗରଣ ମହାମେଣ୍ଟର କର୍ମକର୍ତ୍ତାମାନେ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଅଫିସକୁ ଧସେଇ ପଶି ଥିଲେ ଓ ଫୁଲକୁଣ୍ଡ ଭଙ୍ଗାରୁଜା କରିବା ସାଙ୍ଗକୁ ପୋଲିସ ସହ ଧସ୍ତାଧସ୍ତି କରିଛନ୍ତି । ଜନଜାଗରଣ ମହାମେଣ୍ଟ…