Browsing Tag

khorda station

ଖୋର୍ଦ୍ଧା ରୋଡ ଷ୍ଟେସନ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଜାରି ହେଲା କର୍ଫ୍ୟୁ

ଖୋର୍ଦ୍ଧା: ଅହମ୍ମଦାବାଦରୁ ବାହାରିଥିବା ୨ଟି ଟ୍ରେନ୍‌ ଆଜି ଖୋର୍ଦ୍ଧା ରୋଡରେ ଆସି ପହଞ୍ଚିବେ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣୁ ଖୋର୍ଦ୍ଧା ରୋଡ ଷ୍ଟେସନ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରାଯାଇଛି। ଆଜି…

ଖୋର୍ଦ୍ଧା ରୋଡ଼ ଷ୍ଟେସନ୍‌ରେ ପହଞ୍ଚିଲେ ସୁରତରୁ ଫେରିଥିବା ଓଡ଼ିଆ ଶ୍ରମିକ

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ଼ ଷ୍ଟେସନ୍‌ରେ ପହଞ୍ଚିଲେ ଶ୍ରମିକ। କେରଳରୁ ଆସୁଥିବା ପ୍ରବାସୀ ଓଡ଼ିଆ ଷ୍ଟେସନରେ ପହଞ୍ଚିଛନ୍ତି। ଷ୍ଟେସନରେ ଖୋର୍ଦ୍ଧା ନୋଡ଼ାଲ ଅଫିସର ଅନୁ ଗର୍ଗ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସ୍‌ପି ଷ୍ଟେସନ୍‌ରେ ଉପସ୍ଥିତ ଅଛନ୍ତି। ସମସ୍ତ ପ୍ରବାସୀ ଓଡ଼ିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…