Browsing Tag

khordha

ଅସହ୍ୟ ଖରା, ଖୋର୍ଦ୍ଧା ଜିଲ୍ଲାରେ ୨୦ରୁ ୨୩ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ୨୦ରୁ ୨୩ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି । ଅସହ୍ୟ ଖରାକୁ ଦେଖି ଛୁଟି ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ । ସେହିପରି ଦେବଗଡ଼ରେ ମଧ୍ୟ ୨୦ ରୁ ୨୩ ପର୍ଯ୍ୟନ୍ତ…

ପୂର୍ବ ଶତ୍ରୁତାରୁ ଗୁଳିମାଡ଼, ଯୁବକ ମୃତ

ଖୋର୍ଦ୍ଧା: ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ।  ଯୁବକ ମୃତ ।  ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦଲକ ରାସ୍ତାରେ ଗୁଳିମାଡ଼ ହୋଇଛି ।  ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।  ମୃତକ ଜାମୁସାହିର ବାସୁଦେବ ପରିଡା ।  ଗୁଳିମାଡ଼ ପରେ ଘଟଣାସ୍ଥଳରୁ ୪ ଯୁବକ ଫେରାର ହୋଇଯାଇଛନ୍ତି । ଦୁଇଜଣ…

ଖୋର୍ଦ୍ଧା ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ବ୍ୟାପିବା ଘଟଣା, ସ୍କୁଲରେ ପହଞ୍ଚିଲେ ୱାଟକୋ ଓ ମେଡିକାଲ ଟିମ୍

ଖୋର୍ଦ୍ଧା: ଖୋର୍ଦ୍ଧା ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆକ୍ରାନ୍ତ ଘଟଣା ।  ୱାଟକୋ ଟିମ୍ , ମେଡିକାଲ ଟିମ୍ ପହଞ୍ଚିଲେ ।  ୨୦୦ରୁ ଅଧିକ ପିଲାଙ୍କୁ ଅଭିଭାବକ ନେଇଗଲେ । ୧୨ଟି ସ୍ଥାନରୁ ପାଣି ନମୁନା ସଂଗ୍ରହ କଲା ୱାଟକୋ । ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆକ୍ରାନ୍ତ ଘଟଣା ।  ସ୍କୁଲରେ…

ନାଚିବାକୁ ଯାଇ ଫେରିଲେନି ପୂଜା, ମାକୁ ଖୋଜୁଛି ଅଢ଼େଇ ବର୍ଷର ଛୁଆ

ମୁହଁ ସଞ୍ଜ ହେଇ ଆସୁଥାଏ । ଅନ୍ଧାରରେ ମୁହଁକୁ ମୁହଁ ଟିକେ ଝାପ୍ସା ଦେଖା ଯାଉଥାଏ l ଆଉ ତାରି ଭିତରେ ଜଣେ ଯୁବକ କହୁଥାନ୍ତି ଯାଇଛି ଯେ ଯାଇଛି ଆଉ ଫେରିନି… l ସେଦିନରୁ ଗଲାଣି ତିନି ଦିନ ପରେ ଆସିବି ବୋଲି କହିଥିଲା l ଦଶ ଏଗାର ଦିନ ହେଲାଣି କୁଆଡେ ଗଲା କଣ ହେଲା କୋଉଠି ରହିଲା କିଛି ଜଣା…

ଜଳେଶ୍ବରରୁ ଅପହରଣ ଖୋର୍ଦ୍ଧାରୁ ଉଦ୍ଧାର, ମାମଲାରେ ସମ୍ପୃକ୍ତ ୩ ଯୁବକ ଅଟକ

ଜଳେଶ୍ବର: ଜଳେଶ୍ବରରୁ ଅପହରଣ ଖୋର୍ଦ୍ଧାରୁ ଉଦ୍ଧାର । ମାମଲାରେ ସମ୍ପୃକ୍ତ ୩ ଯୁବକ ଅଟକ। ଜଳେଶ୍ୱର ମ୍ୟୁନସିପାଲଟି ଅଞ୍ଚଳର ୩ ଜଣ ଯୁବକ ଗତ ଶନିବାର ଦିନ ଜଳେଶ୍ଵର ଥାନା ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ । ନାବାଳିକାଙ୍କୁ ଖୋର୍ଦ୍ଧା ଅଞ୍ଚଳର ଏକ ଘରେ ଲୁଚାଇ ରଖିଥିଲେ।…

ରଙ୍ଗରୁଟ ହେଲା କାଳ: ବାଇକକୁ ପିଟିଲା କଣ୍ଟେନର, ୩ ମୃତ

ଖୋର୍ଦ୍ଧା : ବାଇକକୁ ପିଟିଲା କଣ୍ଟେନର, ୩ ମୃତ ।  ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ PN କଲେଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ।  ୩ ଜଣ ବାଇକ ଆରୋହୀ ରଙ୍ଗରୁଟରେ ଭୁବନେଶ୍ବର ପଟୁ ବାଇକଟରେ ଯିବାବେଳେ ଦୁର୍ଘଟଣା ଘଟିଥିଲା ।  ଭୁବନେଶ୍ବରରୁ ବ୍ରହ୍ମପୁର ଯାଉଥିଲା ବେଳେ କଣ୍ଟେନର ସହ ପିଟି…

ଦୀର୍ଘ ୩ ବର୍ଷ ପରେ ମନୋଜ ବିଦେଶ ରୁ ଘରକୁ ଫେରିଥାନ୍ତେ, ଫେରିଲା ତାଙ୍କ ମୃତଦେହ

ଖୋର୍ଦ୍ଧା: କାନ୍ଦ ବୋବାଳି ରେ ଫାଟି ପଡୁଛି ପୁରା ଗାଁ ଦାଣ୍ଡ । ପୁରା ଗାଁ ଲୋକାରଣ୍ୟ ହେଇପଡିଛି । ସ୍ତବ୍ଧ ହୋଇଯାଇଛି ପୁରା ଅଞ୍ଚଳ । ସମସ୍ତ ଙ୍କ ଆଖିରେ ଆଖିଏ ଲୁହ । ସ୍ତ୍ରୀ କାନ୍ଦି କାନ୍ଦି ଚେତାଶୂନ୍ୟ ହୋଇ ପଡୁଛନ୍ତି, ଏପଟେ ଭଉଣୀ କାନ୍ଦି କାନ୍ଦି ତଳେ ଗାଡିଯାଉଛି । ସ୍ତ୍ରୀ ସ୍ୱାମୀ…

ଖୋର୍ଦ୍ଧାରେ ବାର୍ଡଫ୍ଲୁ ଚିହ୍ନଟ, ଲୋକେ ଆତଙ୍କିତ

ଖୋର୍ଦ୍ଧା: ଖୋର୍ଦ୍ଧାରେ ବାର୍ଡଫ୍ଲୁ ଚିହ୍ନଟ । ଲୋକେ ଆତଙ୍କିତ । ଖୋର୍ଦ୍ଧା ଜଙ୍କିଆ ମୁଣ୍ଡାଆମ୍ବ ଗାଁରେ ଥିବା ଏକ ଫାର୍ମରେ କୁକୁଡ଼ା ମଡ଼କ ହୋଇଥିଲେ । ପ୍ରାଣୀ ସମ୍ପଦ ପକ୍ଷରୁ ଫାର୍ମରୁ ଯାଇଥିବା ଶ୍ୱାସନାଲି, ମଳଦ୍ୱାର ଓ ମୃତ ନମୁନା ପକ୍ଷୀର ପରେୱାର୍ଡ ଫ୍ଲୁ ପୋସିଟିଭ ଚି଼ହ୍ନଟ ହୋଇଛି ।…

ଘର ସଫା କରୁଥିବା ବେଳେ ବିସ୍ଫୋରଣ, ଚାଲିଗଲା ମହିଳାଙ୍କ ଜୀବନ

ବେଗୁନିଆ: ଘର ଭିତରେ ବିସ୍ଫୋରଣ । ଇଦ ନେଇ ଘର ସଫା କରୁଥିବା ବେଳେ ଘଟିଗଲା ଏତେ ବଡ଼ ଅଘଟଣ। ବିସ୍ପୋରଣ ଘଟି ଜଣେ ମହିଳାଙ୍କ ସହିତ ଦୁଇ ଆହତ ହୋଇଛନ୍ତି । ବୋଲଗଡ଼ ଥାନା ଖଙ୍ଗୁରିଆ ପଞ୍ଚାୟତ ଅଧୀନ ଇଚ୍ଛାପୁର ଗାଁର କୁନି ବେଗମଙ୍କ ଘରେ ଅଚାନକ ବିସ୍ଫୋରଣ ଘଟିଥିଲା। ବସ୍ଫୋରଣର ବିକଟାଳ ଶଦ୍ଦ…

ଦୁର୍ଘଟଣାରେ ଖୋର୍ଦ୍ଧା ଜିଲ୍ଲାର ସହକାରୀ ଜିଲ୍ଲାପାଳ ଗୁରୁତର ଆହତ, ମେଡିକାଲରେ ଭର୍ତ୍ତି

ଯାଜପୁର : ଦୁର୍ଘଟଣାରେ ଖୋର୍ଦ୍ଧା ଜିଲ୍ଲାର ସହକାରୀ ଜିଲ୍ଲାପାଳ ଅଶ୍ୱିନୀ କୁମାର ନାୟକ ଗୁରୁତର ଆହତ। ୧୬ନଂ ଜାତୀୟ ରାଜପଥ ମୂଳାପାଳ ଛକ ନିକଟରେ ଘଟିଛି ଦୁର୍ଘଟଣା । ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ତାଙ୍କ ଇନୋଭା କାରକୁ ଧକ୍କା ଦେଇଥିଲା ଏକ ଟ୍ରକ । ଗୁରୁତର ଅବସ୍ଥାରେ…

ଘରୁ ଡ଼ାକିନେଇ ଯୁବକଙ୍କୁ ହାଣିଦେଲେ, କାରଣ ଅସ୍ପଷ୍ଟ

ଖୋର୍ଦ୍ଧା: ଘରୁ ଡ଼ାକିନେଇ ହାଣିଦେଲେ ।  ନିଶା କାରବାର ଓ ଜମି ଜବରଦଖଲରୁ ହତ୍ୟା ସନ୍ଦେହ । ଖୋର୍ଦ୍ଧା ଜଟଣୀ ଥାନା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ବିଭତ୍ସ ହତ୍ୟା ।  ବିଳମ୍ବିତ ରାତିରେ ବିକାଶନଗରର ମାନସ ଦଳେଇଙ୍କୁ ଘରୁ ଡାକିନେଇ ହାଣିଦେଲେ ଦୁର୍ବୃତ୍ତ ।  ମୃତ ମାନସଙ୍କ ନାଁରେ ରହିଛି ଅନେକ…

ବାଣ ଭିଡିବା ବେଳେ ପ୍ରଚଣ୍ଡ ବିସ୍ଫୋରଣ, ଦମ୍ପତି ଗୁରୁତର

ଖୋର୍ଦ୍ଧା: ବାଣ ଭିଡିବା ବେଳେ ପ୍ରଚଣ୍ଡ ବିସ୍ଫୋରଣ । ବିସ୍ଫୋରଣରେ ଦମ୍ପତି ଗୁରୁତର । ଖୋର୍ଦ୍ଧା ବେଗୁନିଆ ଥାନା ଗୋପାଳପୁର ପଞ୍ଚାୟତ ଦେଉଳି ବଡସାହିରେ ବିସ୍ପୋରଣ ହୋଇଛି ।  ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ ଦୁଇ ବଖରା ଘରର ଆଜବେଷ୍ଟସ ଉଡିଯାଇଥିଲା । ସୂଚନା ଅନୁଯାୟୀ ଆଜି ଦେଉଳି…