ଖୋର୍ଦ୍ଧା: ଏକଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବ୍ରାଉନ୍ ସୁଗାର ଜବତ, ଯୁବକ ଗିରଫ
ଖୋର୍ଦ୍ଧା(କେନ୍ଯୁଜ୍): ଖୋର୍ଦ୍ଧା ଜିଲ୍ଲାର ସହରାଞ୍ଚଳରେ ବ୍ୟାପକ ବ୍ରାଉନ ସୁଗାର କାରବାର ଚାଲୁଥିବା ବେଳେ ଏବେ ଏହି ଧାରା ଧୀରେ ଧୀରେ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି । ଏଭଳି ଘଟଣା ଆଜି ଲୋକ ଲୋଚନକୁ ଆସିଛି । ସକାଳେ ଜିଲ୍ଲା ପୋଲିସ ସହାୟତାରେ ଜଙ୍କିଆ ଥାନାର ଏକ ସତନ୍ତ୍ର ଟିମ୍…