Browsing Tag

khurda news

ଖୋର୍ଦ୍ଧା: ଏକଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବ୍ରାଉନ୍ ସୁଗାର ଜବତ, ଯୁବକ ଗିରଫ

ଖୋର୍ଦ୍ଧା(କେନ୍ଯୁଜ୍): ଖୋର୍ଦ୍ଧା ଜିଲ୍ଲାର ସହରାଞ୍ଚଳରେ ବ୍ୟାପକ ବ୍ରାଉନ ସୁଗାର କାରବାର ଚାଲୁଥିବା ବେଳେ ଏବେ ଏହି ଧାରା ଧୀରେ ଧୀରେ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି । ଏଭଳି ଘଟଣା ଆଜି ଲୋକ ଲୋଚନକୁ ଆସିଛି । ସକାଳେ ଜିଲ୍ଲା ପୋଲିସ ସହାୟତାରେ ଜଙ୍କିଆ ଥାନାର ଏକ ସତନ୍ତ୍ର ଟିମ୍…

ପେନିସିଲ, ତୁଳୀ, ରଙ୍ଗ, କାନଭାସ ଧରି ଚିତ୍ର ମାଧ୍ଯମରେ ଏମିତି ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ, ଏବେ ଛୁଟୁଛି ପ୍ରଶଂସା

ଖୋର୍ଦ୍ଧା: ବର୍ତ୍ତମାନ କରୋନା ପ୍ରଭାବରେ ଜାରି ରହିଛି ଲକ୍ ଡାଉନ ଯୋଗୁ । ଯାହାଫଳରେ ଜୀବନ ଜୀବିକା ଏକ ରକମର ଠପ୍ ହୋଇଯାଇଛି । ଯାହାର ପ୍ରଭାବ ବିଶେଷ ଭାବେ ଶିକ୍ଷା କ୍ଷେତ୍ର ପଡିଛି । ପ୍ରାୟ ବର୍ଷେରୁ ଉର୍ଦ୍ଧ୍ବ ସମୟ ହେଲାଣି ପିଲାମାନଙ୍କ ସ୍କୁଲ ଯିବା ବନ୍ଦ ହୋଇଯାଇଛି। ଘରେ ରହି…

କରୋନା ବୁଝାଉଛି ସମ୍ପର୍କର ମୂଲ୍ଯ: ବୃଦ୍ଧାଙ୍କ ମୃତ୍ୟୁ ପରେ ମିଳିଲାନି ଚାରି କାନ୍ଧ, ଶେଷରେ ଜଟଣୀର କିଛି ଯୁବକ କଲେ…

ଖୋର୍ଦ୍ଧା(କେନ୍ଯୁଜ୍) : କରୋନା ଜଣାଇ ଦେଇଛି ସମ୍ପର୍କର ମୂଲ୍ଯ। କେତେବେଳେ କାହା ସହିତ ସମ୍ପର୍କ ଯୋଡୁଛି ତ କେତେବେଳେ ସମ୍ପର୍କ ଭାଙ୍ଗୁଛି। ଏଭଳି ପରିସ୍ଥିତିରେ ନିଜ ଲୋକ ବି ଦୁଃଖ ସମୟରେ ପାଖରେ ଠିଆ ହେବା ପାଇଁ କୁଣ୍ଠାବୋଧ କରୁଥିବାବେଳେ, ଅନ୍ଯପଟେ ସେହି ସ୍ଥାନରେ ଅଚିହ୍ନା ଅପରିଚିତ…

ବରଯାତ୍ରୀ ହୋଇ ଆସିଥିଲେ ହେଲେ ଶବ ହୋଇ ଫେରିଲେ, ପରିତ୍ୟକ୍ତ କୂଅରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଟାଙ୍ଗୀ : ନିଖୋଜ ହେବାର ୨ ଦିନ ପରେ କୂଅ ଭିତରୁ ମିଳିଲା ଯୁବକଙ୍କ ମୃତଦେହ। ଖୋର୍ଦ୍ଧା ଜିଲ୍ଲା ଜଙ୍କିିଆ ଥାନା ରମ୍ଭାବିଲୀ ଗାଁର ଏକ ପରିତ୍ୟକ୍ତ କୂଅରୁ ମିଳିଛି ମୃତଦେହ। ମୃତ ଯୁବକ ହେଉଛନ୍ତି ନିରାକାରପୁରର ବିକାଶ ସାହୁ। ମିଳିଥିବା ସୂଚନା ଅନୁଯାୟୀ, ବିକାଶ ଗତ ୯ ତାରିଖରେ ରମ୍ଭାବିଲା…

ଖୋର୍ଦ୍ଧା-ଜଙ୍କିଆ ଥାନା ଛଣଗିରୀ ବିଦ୍ୟୁତ ସବ୍‌ଷ୍ଟେସନ ନିକଟରେ ଯୁବକଙ୍କୁ ହତ୍ୟା, ୨ଅଟକ

ଖୋର୍ଦ୍ଧା:ଖୋର୍ଦ୍ଧା-ଜଙ୍କିଆ ଥାନା ଛଣଗିରୀ ବିଦ୍ୟୁତ ସବ୍‌ଷ୍ଟେସନ ନିକଟରେ ଯୁବକଙ୍କୁ ହତ୍ୟା ଘଟଣାରେ ୨ଅଟକ । ମୃତକ ହେଲେ ସେକ୍‌ ସୁଲେମାନ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସୁଲେମାନ୍‌ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସର ସୂଚନା…

ପାରିବାରିକ ବିବାଦକୁ କେନ୍ଦ୍ର କରି ଅଭାବନୀୟ ଘଟଣା: ୬ ଦିନ ତଳେ ବିଷ ଖାଇ ଜୀବନ ହାରିଥିଲେ ବାପା, ଆଉ ଏବେ ବେକରେ ରଶି…

ଖୋର୍ଦ୍ଧା: ଜଟଣୀ ବ୍ଲକ ଜାମୁକୋଳି ପଂଚାୟତ ମୁଣ୍ଡଳ ଗ୍ରାମରେ ଅଭାବନୀୟ ଘଟଣା । ଗ୍ରାମର ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବକ ଜଣକ ସେହି ଗ୍ରାମର ଗଣେଷ ସେଠୀ । ଘଟଣା ସ୍ଥଳରେ ପୋଲିସ ପଂହଚି ଶବ କୁ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ…

ଖୋର୍ଦ୍ଧା: ଖୁଲମଖୁଲା ଚାଲିଛି ବାରହା ଶିକାର, ଖୋଲା ବଜାରରେ ମିଳୁଛି ମାଂସ

ଖୋର୍ଦ୍ଧା: ଖୁଲମଖୁଲା ଚାଲିଛି ବାରହା ଶିକାର। ଖୋଲା ବଜାରରେ ମିଳୁଛି ମାଂସ। ସବୁଜାଣି ବି ଚୁପ୍ ବନ ବିଭାଗ । ଦର୍ଶକ ବନ୍ଧୁ ଆପଣ ଜାଣିଥିବେ ଜଙ୍ଗଲୀ ଜନ୍ତୁଙ୍କ ଶିକାର ବନ୍ଦ କରିବା ଦିଗରେ ସରକାର କାର୍ଯ୍ଯକାରୀ କରୁଛନ୍ତି ଅନେକ କଡା ନିୟମ । ତଥାପି ବନ୍ଦ ହେବାର ନା ନାହିଁ । ଏଭଳି ଅଭାବନୀୟ…

ୟାକୁ ହିଁ କହନ୍ତି ମାନବିକତା: ପାହାଡ ଉପରୁ ଆହତ ମହିଳାଙ୍କୁ ବୋହି ବୋହି ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଖୋର୍ଦ୍ଧା/ବେଗୁନିଆ : ସହାୟତା କରିବା ପାଇଁ ଅର୍ଥର ଆବଶ୍ୟକତା ନଥାଏ । ଆବଶ୍ୟକ ଥାଏ ତ ଗୋଟେ ଉଦାର ହୃଦୟର। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ କଳାଙ୍ଗ ପଞ୍ଚାୟତ ନାଉପଦା ଗ୍ରାମରେ। ଯେଉଁଠି ଦେବଦୂତ ସାଜିଥିଲେ ଆମ୍ବୁଲାନ୍ସ କର୍ମଚାରୀ। ସୂଚନାନୁଯାୟୀ, ଉକ୍ତ…

ଖୋର୍ଦ୍ଧା ଗୋଡିପଡା ଟୋଲଗେଟରୁ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ନଡିଆ କତା ଭିତରେ ହେଉଥିଲା ଚାଲାଣ

 ଖୋର୍ଦ୍ଧା : ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ନଡିଆ କତାରେ ଗଞ୍ଜେଇ ଚାଲାଣ । ଖୋର୍ଦ୍ଧା ଗୋଡିପଡା ଟୋଲଗେଟରୁ ୭୦୦ କେଜି ଗଞ୍ଜେଇ ଜବତ ହୋଇଛି । ଏହାସହ ଜଣଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟୋ୍ରଲ ବ୍ୟୁରୋ(ଏନସିବି) । ଶ୍ରୀକାକୁଲମ୍‌ରୁ ବିହାରକୁ ଚାଲାଣ ହେଉଥିଲା ଗଞ୍ଜେଇ । ଜବତ…

ଖୋର୍ଦ୍ଧା: ପରିତ୍ୟକ୍ତ କୂଅରୁ ଶିଶୁ ପୁତ୍ରର ମୃତ ଦେହ ଉଦ୍ଧାର

ଖୋର୍ଦ୍ଧା: ଆମ ସମାଜରେ ବର୍ତ୍ତମାନ ଅନେକ ସମୟରେ ଶିଶୁ ମାନଙ୍କ ପ୍ରତି ଅତ୍ୟାଚାର ହେଉଥିବାର ଦେଖିବାକୁ ମିଳୁଛି । କେତେବେଳେ ରାସ୍ତା କଡରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହେଉଛି ତ ଆଉ କେତେବେଳେ ଶରୀର ବିହୀନ ଶିଶୁର ମୁଣ୍ଡ ଠାବ ହେଉଛି । ଏହିଭଳି ଅନ୍ୟ ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ…

ଖୋର୍ଦ୍ଧା: ଡ୍ରେନରେ ଭାସୁଛି ସରକାରୀ ଔଷଧ, ଜଟଣୀ ରାଜା ବଜାରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ

ଖୋର୍ଦ୍ଧା: ଡ୍ରେନରେ ଭିତରେ ସରକାରୀ ଔଷଧ। ଖୋର୍ଦ୍ଧା ଜିଲ୍ଲା ଜଟଣୀର ରାଜା ବଜାରରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ରାଜା ବଜାରର ମୁଖ୍ୟ ଡ୍ରେନରେ ଔଷଧ ଭାସୁଥିବା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ହେବା ପରେ ଡ୍ରେନ ଜାମ ହୋଇଯାଇଥିଲା। ଯାହାକୁ ଦେଖିବାରୁ ଡ୍ରେନରେ ସରକାରୀ…