Browsing Tag

khurda

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ୫ଟି ସଚିବ ଭି.କେ ପାଣ୍ଡିଆନ୍, ଶିଳ୍ପ ଓ ଶିଳ୍ପାଞ୍ଚଳର ବିକାଶ ନେଇ ସମୀକ୍ଷା ବୈଠକ

ଖୋର୍ଦ୍ଧା (କେନ୍ୟୁଜ): ଫାଇଭ୍‌ ଟି ଫୋକସରେ ଖୋର୍ଦ୍ଧା । ଶିଳ୍ପ ଓ ଶିଳ୍ପାଞ୍ଚଳର ବିକାଶ ନେଇ ସମୀକ୍ଷା ବୈଠକ । ଉପସ୍ଥିତ ଅଛନ୍ତି ଫାଇଭ୍‌ ଟି ସଚିବ ଭି. କେ. ପାଣ୍ଡିଆନ୍‌ । ବୈଠକରେ ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ…

ଅଣକଳାକାରଙ୍କୁ ମିଳୁଛି କଳାକାର ଭତ୍ତା, ବୋଲଗଡ଼ ବ୍ଲକ BKSS ଉପସଭାପତିଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ

ଖୋର୍ଦ୍ଧା(କେନ୍ୟୁଜ୍‌): ବୋଲଗଡ଼ ବ୍ଲକର BKSS ଉପସଭାପତି ଲାଞ୍ଚ ନେଉଥିବା ନେଇ ଅଭିଯୋଗ ହୋଇଛି। କଳାକାର ପ୍ରମାଣପତ୍ର ସହିତ ଭତ୍ତା କରାଇ ଦେବାକୁ କହି ଅଣକଳାକାରଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ କରିଛନ୍ତି ଲୋକେ। ଏ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରକୃତ ହିତାଧିକାରୀ। ସୂଚନା…

ଦିନ ଦ୍ୱିପ୍ରହରରେ ଦମ୍ପତିଙ୍କ ଠାରୁ ଲୁଟ୍‌, ମହିଳାଙ୍କ ଠାରୁ ଭ୍ୟାନିଟି ବ୍ୟାଗ ଝାମ୍ପି ନେଲେ ୩ ଦୁର୍ବୃତ୍ତ

ଖୋର୍ଦ୍ଧା(କେନ୍ୟୁଜ୍‌): ମହିଳାଙ୍କ ଠାରୁ ଝାମ୍ପିନେଲେ ଭ୍ୟାନିଟି ବ୍ୟାଗ୍‌। ଦିନ ଦ୍ୱିପ୍ରହରରେ ଯାଆଁଳା ଫାଣ୍ଡି ଅଧିନ ଜଟଣୀ ତଳଖେତ ଛକ ଠାରେ ଉକ୍ତ ଘଟଣାଟି ଘଟିଯାଇଛି। ସୂଚନା ମୁତାବକ ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଦମ୍ପତି ଆସୁଥିଲେ। ଏହି ସମୟରେ ଏକ ନମ୍ବର ବିହୀନ କଳା ପଲସରରେ ୩ଜଣ…

ବାପଘରେ ପଡି ରହିଛି ବିବାହିତ ଝିଅର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଖୋର୍ଦ୍ଧା(କେନ୍ୟୁଜ୍‌): ନିଜ ବାପ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଛି ବିବାହିତ ଝିଅର ମୃତଦେହ। ମୃତ ମହିଳା ଜଣକ ହେଉଛନ୍ତି ମୁକୁନ୍ଦ ପ୍ରସାଦ କଲେଜ ରୋଡର ସସ୍ମିତା ବେହେରା। ସୂଚନା ମୁତାବକ ଗତକାଲି ସସ୍ମିତାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ନେଇ ଖୋର୍ଦ୍ଧା ଆଦର୍ଶ ଥାନାରେ…

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ଆଗରେ ଦ୍ୱିତୀୟ ଦିନ ଧାରଣା

ଖୋର୍ଦ୍ଧା : ନିର୍ବାଚିତ ପ୍ରତିନିଧିଙ୍କୁ ଉପେକ୍ଷା ଓ ବ୍ଳକରେ ଦୁର୍ନୀତି ଚାଲିଥିବା ଅଭିଯୋଗ ଆଣି ଗତକାଲିଠାରୁ ଧାରଣା ଦେଇଛି ମହାମେଣ୍ଟ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ଆଗରେ ଟାଙ୍ଗୀ ଜନଜାଗରଣ ମହାମେଣ୍ଟ ପକ୍ଷରୁ ଧାରଣା ଜାରି ରହିଛି । ଗତକାଲି ମହାମେଣ୍ଟର କର୍ମକର୍ତ୍ତା ଓ ଜନସାଧାରଣ…