Browsing Tag

khurdha

ଖୋର୍ଦ୍ଧର ଘଟଣା : ସ୍ୱାମୀର ଝୁଲନ୍ତା ମୃତଦେହ ଦେଖି ଜୀବନ ହାରିଦେଲା ସ୍ତ୍ରୀ

ଖୋର୍ଦ୍ଧା (କେନ୍ୟୁଜ୍‌) : ପରିବାର କରିକି ଘରୋଇ କଳି ତ ଥାଏ । ହେଲେ ତାକୁ ନେଇ ଜୀବନ ହାରିଦେବା ଘଟଣା ଏବେ ବଢ଼ି ଚାଲିଛି । ଏଥିରେ ଆଉ ଏକ ଘଟଣା ଯୋଡ଼ି ହୋଇ ଯାଇଛି ଖୋର୍ଦ୍ଧା ଜିଲ୍ଲାରୁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳି ପରେ ସ୍ୱାମୀ ଆତ୍ମହତ୍ୟା କରିଦେଲେ । ଆଉ ସ୍ବାମୀଙ୍କ ଝୁଲନ୍ତା ମୃତ ଦେହ…

ପୁଣି ମୁଣ୍ଡ ଟେକୁଛି ମାନବବାଦ ସଂଗଠନ, କିଛି ସମର୍ଥନ ଓ ବେଶ୍‌ କିଛି ବିରୋଧ

ଖୋର୍ଦ୍ଧା/ବେଗୁନିଆ : ଖୋର୍ଦ୍ଧା ବ୍ଲକ ସହିତ ବେଗୁନିଆର କିଛି ଗାଁରେ ପୁଣି ଥରେ ମୁଣ୍ଡ ଟେକିଲେଣି ମାନବ ବାଦ ସଙ୍ଗଠନ ତଥା ଏହାର ମୁଖ୍ୟ ମାନସ ଦାସ । ଦୁଇ ବର୍ଷ ତଳେ ଏହି ସଙ୍ଗଠନ ନାଁରେ ଆସିଥିଲା ବଡ଼ ଅଭିଯୋଗ । ଜଣେ ବ୍ଯକ୍ତିଙ୍କୁ ହତ୍ୟା ସହିତ ବିଭିନ୍ନ ଗାଁ ଲୋକଙ୍କୁ ନିର୍ଯାତନା ଦେବା…

ପୁଣି ସେଲଫି, ପୁଣି ଅଘଟଣ : ଝିଅଟି ତେଲ ଟ୍ୟାଙ୍କର ଉପରେ ଚଢ଼ି ନେଉଥିଲା ସେଲଫି

ଖୋର୍ଦ୍ଧା (କେନ୍ୟୁଜ୍‌) : ଇଏ ସାହସ ନୁହେଁ ଦୁଃସାହସ ଥିଲା । ଝିଅଟି ସେଲଫି ନେବା ପାଇଁ ରେଳ ଷ୍ଟେସନ୍‌ରେ ଥିବା ତେଲ ଟ୍ୟାଙ୍କର ଉପରେ ଚଢ଼ିଗଲା । ହେଲେ ପାଦ ଖସିଗଲା ଆଉ ପଡ଼ିଯିବା ବେଳକୁ ଆଶ୍ରା ପାଇଁ ଧରି ପକାଇଲା ପାଖରେ ଥିବା ବିଦ୍ୟୁତ୍‌ ତାରକୁ । ଆଉ ସେହି ବିଦ୍ୟୁତ୍‌ ତାର ହିଁ କାଳ ହେଲା…

ମଇଁଷି ଗାଡ଼ିକୁ ନେଇ ଖୋର୍ଦ୍ଧା ଗଙ୍ଗପଡ଼ା ଗାଁରେ ଉତ୍ତେଜନା

ଭୁବନେଶ୍ୱର : ରବିବାର ଅଧ ରାତିରେ ଖୋର୍ଦ୍ଧା ଗଙ୍ଗପଡ଼ା ଗାଁ ନିକଟରେ ଅଚାନକ ଉତ୍ତେଜନା ସୃଷ୍ଟି ହେଲା । କିଛି ମଇଁଷିଙ୍କୁ ନେଇ କରି ଯାଉଥିବା ଏକ କଣ୍ଟେନରକୁ ରୋକିଥିଲେ କେତେକ ଲୋକ । ସେମାନେ ଆସିଥିବା କାର୍‌ରେ ଏକ ସଂଗଠନର ନାମ ମଧ୍ୟ ଲେଖା ଯାଇଥିଲା । ସେମାନେ କଣ୍ଟେନରକୁ ଅଟକାଇବା ବେଳେ…

ଖୋର୍ଦ୍ଧା ପୋଲିସ୍‌ର ଆଗୁଆ ପଦକ୍ଷେପ, ପଥର ଖଣିରେ ନେଇ ଜବତ ବିସ୍ଫୋରକକୁ ନଷ୍ଟ କଲା

ଖୋର୍ଦ୍ଧା : ବଳଙ୍ଗା ଥାନା ଘଟଣା ପରେ ଏବେ ଜବତ ବିସ୍ଫୋରକକୁ ନେଇ ବିଭିନ୍ନ ଥାନାର ପୋଲିସ୍‌ ଛାନିଆ । କାଳେ ପୁଣି କିଛି ଅଘଟଣ ଘଟିବ ? ଏଇ ଆଶଙ୍କା ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି । ଗତକାଲି କ୍ରାଇମ୍‌ ବ୍ରାଞ୍ଚ ଏଡିଜି ଜବତ ବିସ୍ଫୋରକକୁ ନେଇ ଗାଇଡ୍‌ ଲାଇନ୍‌ ଜାରି କରିବା ପରେ ଆଜି…

ଖୋର୍ଦ୍ଧା : ଗୋରୁ ଚାଲାଣକୁ ନେଇ ଉତ୍ତେଜନା, ୫ ଜଣଙ୍କୁ ଅଟକ ରଖିଲା ପୋଲିସ୍‌

ଖୋର୍ଦ୍ଧା (କେନ୍ୟୁଜ୍‌) : ଜଟଣୀ ଥାନା ଅନ୍ତର୍ଗତ ପୋଡପଡା ଗାଁରେ ଉତ୍ତେଜନା । ଗୋରୁ ଚାଲାଣ ବେଳେ ବିରୋଧ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିଲା । ଗତକାଲି ରାତିରେ ସ୍ଥାନୀୟ ଗ୍ରାମବାସୀ ଓ ହିନ୍ଦୁଜାଗରଣ ମଞ୍ଚ ମିଶି ଏହାକୁ ବିରୋଧ କରିବା ସହ ଗୋରୁ ଚାଲାଣକାରୀଙ୍କୁ ପୋଲିସ୍‌ ହାତରେ ଦେଇଛନ୍ତି ।…

ସରପଞ୍ଚଙ୍କ ନିଆରା ପ୍ରୟାସ, ଗୀତ ଗାଇ କରୁଛନ୍ତି ସଚେତନ

ଖୋର୍ଦ୍ଧା: ଗୀତ ଗାଇ ସଚେତନ କଲେ ସରପଞ୍ଚ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସିମୋର ପଞ୍ଚାୟତର ସରପଞ୍ଚ ସରୋଜିନୀ ଖୁଣ୍ଟିଆ ଗୀତ ଗାଇ ଲୋକଙ୍କୁ କରୋନା ସଂକ୍ରମଣ ନେଇ ସଚେତନ କରୁଛନ୍ତି। ସରପଞ୍ଚଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସଂକ୍ରମଣ ବଢୁଥିବାରୁ ପଞ୍ଚାୟତର ସମସ୍ତ…

ଦାଣ୍ଡ ମଝିରେ ଯୁବକଙ୍କୁ ଅମାନୁଷିକ ଅତ୍ୟାଚାର, ସଂଘବଦ୍ଧ ହୋଇ ପିଟିଲେ ଗାଁ ଲୋକେ; ଭିଡିଓ ଭାଇରାଲ

ଖୋର୍ଦ୍ଧା(କେ.ନ୍ୟୁଜ୍‌): ଗାଁ ମଝିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ପୋଡ଼ାଡିହ ଗ୍ରାମରେ। ଏଠାରେ ଜଣେ ଯୁବକଙ୍କୁ ଗାଁର କିଛି ଯୁବକ ମିଶି ପିଟିଥିବା ଜଣାଯାଇଛି। ଘଟଣା ବେଳର ଦୃଶ୍ୟ ଭାଇରାଲ ହେବା ପରେ ମାମଲା ପଦାକୁ…