Browsing Tag

kia Carens

ଜବରଦସ୍ତ ଫିଚର୍ସ ସହିତ ବହୁତ ଜଲଦି ମାର୍କେଟକୁ ଆସୁଛି kia Carens MPV, ଜଲଦି କରନ୍ତୁ ବୁକିଙ୍ଗ

କିଆ ଇଣ୍ଡିଆ କିଆ ମୋଟର ଇଣ୍ଡିଆ ବହୁତ ଜଲଦି ମାର୍କେଟକୁ ନିଜର ବହୁତ ଦମଦାର କାର kia କ୍ୟାରେନ୍ସ MPV କୁ ଲଞ୍ଚ କରିବାକୁ ଯାଉଛି। ଯେଉଁଥିପାଇଁ କମ୍ପାନୀ ଆଜି ଠାରୁ ବୁକିଙ୍ଗ ଆରମ୍ଭ କରିଦେଇଛି। kia ର ଏହି ଜବରଦସ୍ତ କାରକୁ ଆପଣ ୨୫,୦୦୦ ଟଙ୍କା ଟୋକନ ରାଶି ଦେଇ ବୁକ କରିପାରିବେ। ଆଉ ଆଗାମୀ…