Browsing Tag

kidnapped

ଅମାନବୀୟ କାଣ୍ଡ : ଯୁବକଙ୍କୁ ଅପହରଣ କରିବା ପରେ ବରଫ ଉପରେ ଶୁଆଇ ମାଡ ମାରିଲେ, ପରେ ମୁହଁରେ କଲେ ପରିସ୍ରା

ମଧ୍ୟପ୍ରଦେଶ ଶିବପୁରୀରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକଙ୍କୁ ଅପହରଣ କରି ତାଙ୍କୁ ବରଫ ଉପରେ ଶୁଆଇ ମୁହଁ ପରିସ୍ରା କରିଛନ୍ତି ଅପହରଣକାରୀ । ଆଉ ଅପହରଣକାରୀ ଏସବୁକୁ ସୋସିଆଲ ମିଡିଆରେ ଅପଲୋଡ କରି ଭାଇରଲ ମଧ୍ୟ କଲେ । ତେବେ ଏତେ ସବୁ ଘଟଣା ପରେ ପୋଲିସ…

ଚନ୍ଦକାରୁ ଯୁବକଙ୍କୁ ଅପହରଣ, କାରରେ ଆସି ଉଠାଇନେଲେ

ଭୁବନେଶ୍ୱର : ଚନ୍ଦକା ଥାନା ନିକଟରୁ ଯୁବକଙ୍କୁ ଅପହରଣ | ଏକ କାରରେ ଆସି କିଛି ଦୁର୍ବୃତ୍ତ ଉଠାଇନେଲେ | ଅପହୃତ ଯୁବକ ହେଲେ ଦାରୁଠେଙ୍ଗର ଆଶିଷ ରଞ୍ଜନ ବେହେରା | ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅପହରଣ ହୋଇଥିବା ସୂଚନା ମିଳିଛି | ତେବେ ଅନ୍ୟ ଜଣେ ଯୁବକ ଅପହୃତଙ୍କ ସାଙ୍ଗ ଅଳ୍ପକେ…

ଅସୁରକ୍ଷିତ ରାଜଧାନୀ, ଓଲା’ ଡ୍ରାଇଭରକୁ ଫିଲ୍ମ ଷ୍ଟାଇଲରେ ଅପହରଣ

ଭୁବନେଶ୍ୱର (କେନ୍ୟୁଜ) : ଓଲା’ ଡ୍ରାଇଭରକୁ ଫିଲ୍ମ ଷ୍ଟାଇଲରେ ଅପହରଣ । ଭାରି ଅସୁରକ୍ଷିତ ରାଜଧାନୀର ରାଜରାସ୍ତା । ଘର ପାଖକୁ ଆସି ଉଠାଇ ନେଇଚାଲିଗଲେ । ସ୍ତ୍ରୀ ଦୌଡି ଗଲାବେଳକୁ ସ୍ୱାମୀକୁ ନେଇ ଚାଲିଗଲେଣି ୪ ଜଣ ଦୁବୃର୍ତ୍ତ । ଖାଲି କଣ ସେତିକି ଅପହରଣ ପରେ ୧୦ ଲକ୍ଷ ଟଙ୍କା ମାଗୁଛନ୍ତି…

ବାପା ଠାରୁ ଟଙ୍କା ଆଣିବା ପାଇଁ ନିଜକୁ ଅପହରଣ କରିବା ନାଟକ ରଚିଥିଲା ପୁଅ, ପୋଲିସ କଲା ଗିରଫ

ମହାରାଷ୍ଟ୍ର : ବାପାଙ୍କ ଠାରୁ ଟଙ୍କା ଝଡ଼ାଇବା ଲାଗି ନିଜକୁ ଅପହରଣ କରିବା ନାଟକ ରଚିଥିବା ୨୦ ବର୍ଷୀୟ ପୁଅକୁ ଗିରଫ କରିଛି ପୋଲିସ । ମହାରାଷ୍ଟ୍ର ପାଲଘରରେ ଘଟିଛି ଏଭଳି ଘଟଣା । ଡିସେମ୍ବର ୭ ତାରିଖ ଦିନ ପୁଅ ଘରୁ ଯାଇ ଆଉ ଫେରିନାହିଁ ବୋଲି ବସଈ ଅନ୍ତର୍ଗତ ଫାଦେରୱାଡ଼ି ଅଞ୍ଚଳର ଜଣେ…

ଟଙ୍କା ପାଇଁ ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ: ମଲ୍ ରୁ ଉଠାଇନେଲେ, ଥାନାରେ ଛାଡିଲେ

ଭୁବନେଶ୍ୱର (କେନ୍ୟୁଜ): ମଲ୍ ରୁ ଉଠାଇଲେ, ଥାନାରେ ଛାଡିଲେ। ଅପହରଣ ପଛରେ ଟଙ୍କା କାରବାର ଥିବା କହିଛି ପୋଲିସ। ଅପହରଣ ଶିକାର ହୋଇଥିବା ଯୁବକ ଜଣକ ହେଲେ କେନ୍ଦୁଝର ଆନନ୍ଦପୁରସ୍ଥିତ ବେଲବାହାଳି ଗାଁର ପ୍ରିୟବ୍ରତ ସାହୁ। ଟଙ୍କା ଆଦାୟ ପାଇଁ ପ୍ରିୟବ୍ରତଙ୍କୁ ଉଠାଇ ନେଇଯାଇଥିଲେ ଗାଡ଼କଣର ଜଣେ…

ଜଣାଶୁଣା ତାମିଲ୍‌ ରାପର୍‌ଙ୍କୁ ରାସ୍ତାରୁ ଅପହରଣ କରିନେଲେ ୧୦ ଦୁର୍ବୃତ୍ତ, ଟଙ୍କା କରଜକୁ ନେଇ ଥିଲା ବିବାଦ

ଜଣାଶୁଣା ସିଙ୍ଗର୍‌ ତଥା ରାପର୍‌ ହନି ସିଂଙ୍କୁ ଗତକାଲି ହତ୍ୟା ଧମକ ମିଳିବା ପରେ ଆଜି ତାମିଲ୍‌ ରାପର୍‌ ଦେବ ଆନନ୍ଦଙ୍କୁ ଅପହରଣ କରି ନିଆଯାଇଛି। ଦେବ ଆନନ୍ଦଙ୍କୁ ଚେନ୍ନାଇ-ବେଙ୍ଗାଲୁରୁ ରାଜପଥରୁ ଅପହରଣ କରାଯାଇଛି। ସେ ନିଜ ଘରକୁ ଫେରୁଥିବା ବେଳେ ୧୦ ଜଣ ଯୁବକ ତାଙ୍କୁ ଅପହରଣ କରି ନେଇଥିବା…

ବାହାଘର ଭାଙ୍ଗିବାରୁ ଯୁବକର ନାରକୀୟ କାଣ୍ଡ: ଯୁବତୀଙ୍କୁ ଅପହରଣ କରି କଲା ଦୁଷ୍କର୍ମ

କଟକ (କେନ୍ୟୁଜ): ବାହାଘର ଭାଙ୍ଗିବାରୁ ଯୁବକର ନାରକୀୟ କାଣ୍ଡ। ବାଟରୁ ଅପହରଣରୁ କରି ହୋଟେଲରେ ଦୁଷ୍କର୍ମ। ନଗ୍ନ ଭିଡିଓ ଦେଖାଇ ଜବରଦସ୍ତ ବିବାହ କଲା ଯୁବକ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ମର୍କତନଗର ଥାନା ଅଞ୍ଚଳରେ। ଅଭିଯୋଗ ଅନୁଯାୟୀ, ଜଣେ ଯୁବତୀଙ୍କ ସହିତ ଲାଗିଥିବା ବାହାଘର…

ଚାନ୍ଦବାଲିରୁ ଅପହରଣ, ରାଜଧାନୀରେ ହତ୍ୟା..ନୟାଗଡରୁ ମିଳିଲା ମୃତଦେହ

ଭୁବନେଶ୍ବର (କେନ୍ୟୁଜ):  ଚାନ୍ଦବାଲିରୁ ଅପହରଣ । ଭୁବନେଶ୍ୱରରେ ମର୍ଡର । ନୟାଗଡ଼ରୁ ମୃତଦେହ ଉଦ୍ଧାର । ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ଯୁବକଙ୍କୁ ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ପ୍ରି-ପ୍ଲାନଡ ମର୍ଡର । ମୃତକ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗୋଡ଼ିପୋଖରୀ…

ବନ୍ଧୁକ ମୁନରେ ରାଜଧାନୀରୁ ଛାତ୍ରଙ୍କୁ ଅପହରଣ! ମୋବାଇଲ ଫୋନ ଟ୍ରାକ୍‌ କରି ଧରିଲା ପୋଲିସ୍

ଭୁବନେଶ୍ବର(କେନ୍ଯୁଜ୍):ବନ୍ଧୁକ ମୁନରେ ଛାତ୍ରଙ୍କୁ ଅପହରଣ । ୩୦ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ୍‌ ରଖିଥିଲେ ଦୁର୍ବୃତ୍ତ । ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରୁ ଅପହରଣ ହୋଇଛି । ଛାତ୍ର ଜଣକ ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପୁଅ । ବେଙ୍ଗାଲୁରୁରେ ବିବିଏ ପଢନ୍ତି। କରୋନା…

ଗହଣା କିଣିବା ବାହାନାରେ ଡାକି ବାଲେଶ୍ଵର ଆଟପୁର ଅଞ୍ଚଳର ଯୁବ ସୁନା ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ

ସୋର: ସୁନା ବ୍ୟବସାୟୀଙ୍କୁ ଅପହରଣ । ବାଲେଶ୍ଵର ସୋର ଥାନା ଆଟପୁର ଅଞ୍ଚଳର ପ୍ରହଲ୍ଲାଦ ବେହେରା ନାମକ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ବେଲଦା ଛକରେ ଶୁଭମ୍‌ ଜୁଏଲରୀ ନାମକ ଏକ ଗହଣା ଦୋକାନ କରିଥିଲେ ପ୍ରହଲ୍ଲାଦ । ଗତ ୧୮ ତାରିଖ ସକାଳେ ଦାଣ୍ଡହରିପୁର ଅଞ୍ଚଳର ସୁମନ୍ତ…

୮ଲକ୍ଷ ଟଙ୍କା ପାଇଁ ସୋର କେଶପୁର ଗାଁର ଜଣେ ଯୁବକଙ୍କୁ ପଣବନ୍ଦୀ, ଟଙ୍କା ନଦେଲେ ହତ୍ୟା କରିବାକୁ ଧମକ

ସୋର: ୮ଲକ୍ଷ ଟଙ୍କା ପାଇଁ ପଣବନ୍ଦୀ। ଟଙ୍କା ନଦେଲେ ବନ୍ଧୁକ ମୁନରେ ହତ୍ୟା ଧମକ ଭିଡିଓ ଭାଇରାଲ୍‌। ବାଲେଶ୍ୱର ଜିଲ୍ଲା ସୋର ଥାନା କେଶପୁର ଗାଁର ତାପସ ମହାନ୍ତି ୮ବର୍ଷ ଧରି ବେଙ୍ଗାଲୁରୁର ଏକ କ୍ୟାଣ୍ଟିନ୍‌ରେ କାମ କରୁଥିଲେ। ୧୦ଦିନ ତଳେ ତାପସ ଗାଁକୁ ଫେରିଥିଲେ। ଘରେ ଥିବାବେଳେ ଗତ ୨୮ତାରିଖରେ…

ସମ୍ବଲପୁର: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କୁ ଅପହରଣ କଲେ ଦୁର୍ବୃତ୍ତ

ସମ୍ବଲପୁର(କେନ୍ୟୁଜ୍):  ବ୍ୟବସାୟୀଙ୍କୁ ଅପହରଣ । ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ବାଇପାସ୍‌ ନିକଟରୁ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ବ୍ୟବସାୟୀ ଜଣକ ହେଉଛନ୍ତି ନରେଶ ଅଗ୍ରଓ୍ଵାଲ । ଆଜି ଜମିରେ କାମ ଦେଖିବାକୁ ଯାଇଥିବାବେଳେ କିଛି ଯୁବକ ସେହି ସ୍ଥାନରେ…