ରାକ୍ଷୀ ପୂର୍ଣ୍ଣମୀରେ ଭଉଣୀକୁ କିଡନୀ ଦେଇ ବଞ୍ଚାଇଲା ଭାଇ, ରଖିଲା ରାକ୍ଷୀର ମାନ
ଭାଇ ଭଉଣୀର ଅତୁଟ ବନ୍ଧନ ହେଉଛି ରକ୍ଷାବନ୍ଧନ ବା ରାକ୍ଷୀପୂର୍ଣ୍ଣମୀ । ଆଉ ଏହି ଦିନରେ ଭଉଣୀକୁ କିଡନୀ ଦେଇ ଜୀବନ ବଞ୍ଚାଇଛି ଭାଇ । ଏଭଳି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦରେ । ଭଉଣୀର କଷ୍ଟ ସହି ନ ପାରି ଭାଇ ନିଜର କିଡନୀ ଦାନ କରିଛି ।
ଖବର ମୁତାବକ, ହାଇଦ୍ରାବାଦରେ ଦୁଷ୍ମନ୍ତ ଏବଂ…