କିଡନୀ ଦାନ କରି ଝିଅର ଜୀବନ ବଞ୍ଚାଇଲେ ମା’, ମାତୃତ୍ୱ ପାଇଁ କଲେ ଏପରି
ମା’ ନିଜ ପିଲାମାନଙ୍କ ପାଇଁ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ କରିପାରେ । ନିଜ ପିଲାଙ୍କ କଷ୍ଟକୁ ମା’ ହିଁ ବୁଝିଥାଏ । ପିଲାମାନଙ୍କ ଆଖିରେ କେବେ ଲୁହ ନଆସିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥାଏ ମା’ । ନିଜ ମାତୃତ୍ୱ ପାଇଁ କିଛି ବି କରିପାରେ ମା’ । ତେବେ ଜଣେ ମା’ ନିଜ ଝିଅର ଜୀବନ…