Browsing Tag

kidney donate

ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ କିଡନୀ ଦାନ କରିଦେଲେ ଝିଅ

ଧର୍ମଗଡ (କେନ୍ୟୁଜ) : ଦୁହିତା ଦୁଇ କୁଳକୁ ହିତା। ଏ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଜଣେ ଝିଅ। ଝିଅ ତାର ପରିବାର ପାଇଁ କଣ ଯେ କରିପାରେ ଆଜି ତାହା ସ୍ପଷ୍ଟ ହୋଇଛି। ନିଜ ବାପାଙ୍କ ଜୀବନ ରକ୍ଷା କରିବାକୁ ଯାଇ ନିଜ ଅଙ୍ଗ ଦାନ କରିଦେଇଛି ଝିଅ। ତ୍ୟାଗ ନିଷ୍ଠା ଓ ଭଲ ପାଇବା ଓ ନିଜ…