କିଡନୀ ଫେଲର ଲକ୍ଷଣ କ’ଣ ଓ କେମିତି ସୁସ୍ଥ ହେବ, ଜାଣନ୍ତୁ କଣ କହୁଛି ରିପୋର୍ଟ
କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଆମ ଶରୀରରୁ ବିଷାକ୍ତ ପଦାର୍ଥକୁ ୟୁରିନ୍ ରାସ୍ତା ଦେଇ ବାହାରକୁ ବାହାର କରିବା କାମ କରିଥାଏ। କିନ୍ତୁ ଅନେକ ଥର ଏମିତି ବି ହୋଇଥାଏ ଯେ ଇନଫେକସନ୍ କାରଣରୁ କିଡନୀ ଭଲଭାବେ କାମ କରିନଥାଏ। ଯାହା ପରେ କିଡନୀ ଡ୍ୟାମେଜର କାରଣ ସାଜିଥାଏ। କିନ୍ତୁ…