Browsing Tag

kidney stone

ପାଳଙ୍ଗ ଜୁସ୍‌ ପିଉଥିଲେ ହୋଇଯାଆନ୍ତୁ ସାବଧାନ, ଜାଣନ୍ତୁ କଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

ପାଳଙ୍ଗ ଜୁସ୍‌ ପୋଷକ ତତ୍ୱରେ ଭରପୁର ଥାଏ । ଏହାର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ପ୍ରକାର ଲାଭ ମିଳିଥାଏ । କିନ୍ତୁ ଅନେକ ଲୋକ ଜାଣି ନାହାନ୍ତି ପାଳଙ୍ଗ ଶାଗ କଞ୍ଚା ଖାଇବା ଦ୍ୱାରା ଏହା କ୍ଷତିକାରକ ହୋଇପାରେ । ପାଳଙ୍ଗ ଶାଗ କଞ୍ଚା ଖାଇଲେ କିଡନୀ ଷ୍ଟୋନ ହେବାର ସମ୍ଭାବନା ଥାଏ ।…

ଷ୍ଟୋନ ସମସ୍ୟାରେ ଦରକାର ନାହିଁ ଅସ୍ତ୍ରୋପଚାର, ଆସିଲାଣି ସହଜ ଉପାୟ !

ବର୍ତ୍ତମାନ ସମୟରେ ରୋଗ ଆଉ ଔଷଧ ଏକ ଛୋଟକଥା ଯେମିତି ହୋଇଗଲାଣି । କେତେବେଳେ କଣ ଯେ ରୋଗ ହେଉଛି ତାହା କେହି କହିବା ମୁସ୍କିଲ । ପ୍ରତିଦିନ ଯାହା ଆମେ ଖାଦ୍ୟରେ ଗ୍ରହଣ କରୁଛୁ ତାହା କେତେଦୂର ହିତକର ସେ ବି ଜଣାନାହିଁ । କିନ୍ତୁ ହଁ କୁହାଯାଉଛି କି ଦୌନନ୍ଦିନ ଜୀବନ ଓ ଖାଦ୍ୟପେୟ ଠିକ ରହିଲେ…

କିଡ୍‌ନୀରେ ଷ୍ଟୋନ ହୋଇଥିଲେ ପିଅନ୍ତୁ ଉଷୁମ ପାଣି, ପେଟ ଫୁଲିବାକୁ ଦେଇ ନ ଥାଏ; ରହିଛି ଆହୁରି ଅନେକ ଫାଇଦା

କିଡ୍‌ନୀ ଷ୍ଟୋନ ସମସ୍ୟା ଥିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅଧିକରୁ ଅଧିକ ଗରମ ପାଣି ପିଇବାକୁ ପରାମର୍ଶ ଦେଇ ଥାଆନ୍ତି। ଗରମ ପାଣିର ସେବନ କିଡ୍‌ନୀ ଷ୍ଟୋନ ସମସ୍ୟାକୁ ଦୂର କରିବାରେ ଲାଭଦାୟକ ବୋଲି କୁହାଯାଇଥାଏ। ବିଶେଷଜ୍ଞଙ୍କ ମୁତାବକ, କିଡ୍‌ନୀ ସମସ୍ୟା ଥିବା ରୋଗୀ ପୂରା ଦିନରେ ୩ରୁ ୪ ଲିଟର…

କିଡ୍‌ନୀ ଷ୍ଟୋନ୍‌ ସମସ୍ୟା ଥିଲେ ଏମିତି ସେବନ କରନ୍ତୁ ତୁଳସୀ, ଶୀଘ୍ର ମିଳିବ ମୁକ୍ତି

ଶରୀରରେ ପୋଷକ ତତ୍ତ୍ୱ ଓ ପାଣି ଅଭାବରୁ କିଡ୍‌ନୀ ଷ୍ଟୋନ୍‌ ସମସ୍ୟା ହୋଇପାରେ। ଏହି କାରଣରୁ ଶରୀରରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ। କିନ୍ତୁ ଆୟୁର୍ବେଦ ଓ ପୋଷକ ତତ୍ତ୍ୱରେ ଭରପୂର ତୁଳସୀ ସେବନ କଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରେ। ବିଶ୍ୱାସ ହେଉନଥିଲେ ବି ଏହା ସତ। କିଡ୍‌ନୀ ଷ୍ଟୋନ୍‌…

ଟମାଟର ଅଧିକ ଖାଉଛନ୍ତି କି ? ସାବଧାନ ହୋଇପାରେ ଷ୍ଟୋନ ଏବଂ ଗଣ୍ଠିରେ ଯନ୍ତ୍ରଣା

ଟମାଟର ଏମିତି ଏକ ଫଳ, ଯାହାକୁ ଆପଣ କଞ୍ଚା ହେଉ ତରକାରୀ କିମ୍ବା ଭାଜି ଆପଣ ଖାଇପାରିବେ। ଏହାକୁ ଅଧିକାଂଶ ଲୋକ ଖାଇବାକୁ ବେଶୀ ପସନ୍ଦ ମଧ୍ୟ କରନ୍ତି। ଟମାଟ ଖାଇବା ଶରୀର ପାଇଁ ବେଶ୍ ଫାଇଦାଯୁକ୍ତ ହୋଇଥାଏ। ଏହାକୁ ଖାଇବା ଏବଂ ବ୍ଯବହାର କରିବା ଦ୍ବାରା ସୌନ୍ଦର୍ଯ୍ଯ ବଢିଥାଏ। ଲାଲ ଟମାଟର…

କିଡ୍‌ନୀ ଷ୍ଟୋନ୍‌ ହୋଇଥିଲେ ଏସବୁ ଖାଦ୍ୟକୁ ଆଦୌ ହାତ ଲଗାନ୍ତୁନି, ଜୀବନ ପ୍ରତି ଆସିପାରେ ବିପଦ

କିଡ୍‌ନୀ ଷ୍ଟୋନ୍‌ ଏବେ ଏକ ସାଧାରଣ ରୋଗ ପାଲଟିଛି। ଖରାପ ଲାଇଫ୍‌ଷ୍ଟାଇଲ୍‌, ଖାଦ୍ୟ ଖାଇବାର ଭୁଲ ଅଭ୍ୟାସ ଓ ଚାଉଳ ବା ଡାଲିରେ ଅପମିଶ୍ରଣ ଯୋଗୁ ପଥୁରୀ ହେବା ଆଶଙ୍କା ବଢ଼ିଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେବଳ ଡାକ୍ତରୀ ଚିକିତ୍ସା ନୁହେଁ ବରଂ ନିଜ ଖାଦ୍ୟପେୟର ମଧ୍ୟ ଯତ୍ନ ନେବାକୁ…

ବିନା ଔଷଧ ବିନା ସର୍ଜରୀରେ ଦୂର କରନ୍ତୁ ଷ୍ଟୋନ ସମସ୍ୟା

କିଡନୀ ଷ୍ଟୋନ ସମସ୍ୟା ଏବେ ପ୍ରାୟ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି। ଷ୍ଟୋନ ସମସ୍ୟା ପାଇଁ ଅନେକ ଲୋକ ବହୁତ ଚିନ୍ତାରେ ଥାଆନ୍ତି ଯେ ଏଥିରୁ ସେମାନେ କିପରି ଆରୋଗ୍ୟ ହେବେ। ତେବେ ଏଥିପାଇଁ ଆପଣ ବି ବ୍ୟସ୍ତ ହୁଅନ୍ତୁନାହିଁ, କାହିଁକିନା ଆଜି ଆମେ ଆପଣଙ୍କୁ ଏହି ପାଠ୍ୟକ୍ରମରେ ଜଣାଇବୁ କେମିତି…

ଜାଣନ୍ତୁ କିଡନୀରେ ଷ୍ଟୋନ ସମସ୍ୟା ଥିଲେ ଏହାକୁ କେମିତି ଜାଣିବେ ଏବଂ ଏଥିରେ କେଉଁ ସବୁ ଖାଦ୍ୟ ଖାଇବା ଉଚିତ

ଷ୍ଟୋନ ସମସ୍ୟା ଆଜି କାଲି ଦୁନିଆର ଏକ ସାଧାରଣ କଥା ହୋଇଗଲାଣି। ଭୁଲ ଖାଦ୍ୟ ପେୟ ଏବଂ ଆବଶ୍ୟକରୁ କମ୍‌ ପାଣି ପିଇବା ଦ୍ୱାରା ଶରୀରରେ ଷ୍ଟୋନ ସମସ୍ୟା ଦେଖାଦିଏ। ଆମେ ସମସ୍ତେ ଜାଣିଛନ୍ତି ଆମେ ଆମ କିଡନୀ ଏବଂ ତାର ସୁରକ୍ଷାକୁ ନେଇ ବହୁତ ଅବହେଳା କରୁଛନ୍ତି। ଏହି ସମସ୍ୟା ଅନେକଙ୍କ ଠାରେ…

ଷ୍ଟୋନ ସମସ୍ୟାରେ ଅସହଣୀୟ ଯନ୍ତ୍ରଣା ହେଉଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ତୁରନ୍ତ ମିଳିବ ଆରାମ

କିଡନୀ ଷ୍ଟୋନ ଅର୍ଥାତ ପଥରୀ ସମସ୍ୟାରେ କୌଣସି ବି ବ୍ୟକ୍ତି ଅସହାୟ ହୋଇପାରେ କାରଣ ଷ୍ଟୋନ ବହୁତ ଯନ୍ତ୍ରଣାଦାୟକ ଏବଂ କଷ୍ଟଦାୟୀ। ଏହି ରୋଗରେ କିଛି ଖଣିଜ ପଦାର୍ଥ ଏମିତି ଥାଏ ଯେ ଯାହା ଶରୀରରୁ ବାହାରକୁ ବାହାରି ପାରିନଥାଏ ଏବଂ ଜମା ହେବାକୁ ଲାଗିଥାଏ, ଯାହା ଦ୍ୱାରା ପରିଶ୍ରାରେ ବି ଅସହନୀୟ…