ନିଜେ ଏ ଦୁନିଆ ଛାଡ଼ି ଚାଲିଗଲେ ସତ, ହେଲେ ୨ଜଣଙ୍କୁ ଦେଲେ ନୂଆ ଜୀବନ
କଟକ: ନିଜେ ଏ ଦୁନିଆ ଛାଡ଼ି ଚାଲିଗଲେ ସତ । କିନ୍ତୁ ଅନ୍ୟମାନଙ୍କୁ ଦେଇଗଲେ ନୂଆ ଜୀବନର ଉପହାର । ଅଙ୍ଗଦାନ ଦେଲା ନୂଆ ଜୀବନ । ମୃତ୍ୟୁ ପରେ ବି ରହିଗଲେ ଜୀବିତ । ଏସସିବି ମେଡିକାଲରେ ପୁଣି ହେଲା ସଫଳ କାଡାଭେରିକ କିଡନୀ ପ୍ରତିରୋପଣ । ଜୁନିଅର ଡାକ୍ତର ମାନେ ଆନ୍ଦୋଳନରେ ଥିବା ବେଳେ ଏହି ସଫଳ…