ପିଲାର ଶାରୀରିକ ବୃଦ୍ଧି ପାଇଁ ଖାଇବାକୁ ଦିଅନ୍ତୁ ଏହିସବୁ ସ୍ୱାସ୍ଥ୍ୟକର ଖାଦ୍ୟ, ଶାରୀରିକ ଏବଂ ମାନସିକ ଭାବେ ହେବେ…
ଶରୀରକୁ ସୁସ୍ଥ ରଖିବା ପାଇଁ ଜରୁରୀ ହୋଇଥିାଏ ସୁସ୍ଥ ଏବଂ ସନ୍ତୁଳିତ ଆହାର। ଶରୀରରେ ପୋଷକ ତତ୍ତ୍ବକୁ ପୂରଣ କରିବା ପାଇଁ ଫଳର ବେଶ ମହତ୍ତ୍ବ ରହିଥାଏ। ବଢୁଥିବା ପିଲା ସନ୍ତୁଳିତ ଆହାର ସେବନ କରିବା ବହୁତ ଜରୁରୀ ହୋଇଥାଏ। ଶାରୀରିକ ଏବଂ ମାନସିକ ଭାବେ ଫିଟ୍ ରହିବା ପାଇଁ ପୁଷ୍ଟିକର ଖାଦ୍ୟ…