Browsing Tag

Kieron Pollard six sixes

ୱେଷ୍ଟଇଣ୍ଡିଜ୍‌ ଅଧିନାୟକ କିରୋନ ପୋଲାର୍ଡଙ୍କ କମାଲ୍: ୬ଟି ବଲରେ ମାରିଲେ ୬ଟି ଛକ୍କା, ଦେଖନ୍ତୁ ଭିଡିଓ

କେନ୍ଯୁଜ୍: ୱେଷ୍ଟଇଣ୍ଡିଜ୍‌ ଅଧିନାୟକ କିରୋନ ପୋଲାର୍ଡଙ୍କ କମାଲ । ୬ଟି ବଲରେ ମାରିଲେ ୬ଟି ଛକ୍କା । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଗୋଟିଏ ଓଭରରେ ୬ଟି ଛକ୍କା ମାରି ରେକର୍ଡ କରିଛନ୍ତି ପୋଲାର୍ଡ । ଅକିଲା ଧନଞ୍ଜୟଙ୍କ ଓଭରରେ ୬ଟି ଛକ୍କା ମାରିଛନ୍ତି । ଧନଞ୍ଜୟ ତାଙ୍କ ପୂର୍ବ ଓଭରରେ…