Browsing Tag

kiis

କିଟ ସ୍କୁଲ ଅଫ ଲ’ରେ ଜାତୀୟ ସମ୍ବିଧାନ ଦିବସ

ଆଜି ଜାତୀୟ ସମ୍ବିଧାନ ଦିବସ । କିଟ ସ୍କୁଲ ଅଫ ଲ'ରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ସାସଂଦ ପିନାକୀ ମିଶ୍ର ଯୋଗ ଦେଇଥିଲେ । ସମ୍ବିଧାନ ବାବଦରେ କିଟ୍ ସ୍କୁଲ ଅଫ ଲ ଛାତ୍ରଛାତ୍ରୀଙ୍କୁ ସେ ବୁଝାଇଥିଲେ । କାର୍ଯ୍ୟକ୍ରମରେ କିଟ୍ କୁଳପତି ଶରଣଜିତ…

କିସରେ ଶିଶୁ ଦିବସ, ଛାତ୍ରଛାତ୍ରୀଙ୍କୁ ନେହରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଲେ ପ୍ରତିଷ୍ଠାତା ଡ.…

ଆଜି ଶିଶୁ ଦିବସ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମଦିନ। ଏହି ଅବସରରେ କିସରେ ଶିଶୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯୋଗ ଦେଇ ପଣ୍ଡିତ ନେହରୁଙ୍କ ସ୍ମୃତିଚାରଣ କରିବା ସହ…

ବାଦଲି କିସ୍ ଶାଖା ବିଦ୍ୟାଳୟରେ ଦୀପାବଳୀ ଉତ୍ସବ, ଗଛ ଲଗେଇ ପାଳନ କଲେ

କଳାହାଣ୍ଡି : ଆଜି କଳାହାଣ୍ଡି ଭବାନୀପାଟଣା ନିକଟ ବାଦିଲି କିସ୍ ଶାଖା ବିଦ୍ୟାଳରେ ନିଆରା ଢଙ୍ଗରେ ଦୀପାବଳୀ ଉତ୍ସବ ପାଳିତ ହୋଇଯାଇଛି। ସରକାର ସମସ୍ତ ନିୟମକୁ ପାଳନ କରି ଓ କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଧେଶକ୍ରମେ କଳାହାଣ୍ଡି କିସ୍ ସଖା…

ନୟାଗଡ଼ର ମୀନାକ୍ଷୀଙ୍କୁ ମିଳିଲା ସହାୟତା, କିସ୍‌ରେ ମାଗଣାରେ ପାଠ ପଢାଇବାର ବ୍ୟବସ୍ଥା କରାଇଲେ କନ୍ଧମାଳ ସାଂସଦ

ନୟାଗଡ: ନାବାଳିକାଙ୍କୁ ସହାୟତା ଯୋଗାଇଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଭାଲିଆପଦର ଗାଁର ମୀନାକ୍ଷୀ ପ୍ରଧାନଙ୍କ ସଂପର୍କରେ ଜାଣିବା ପରେ ତାଙ୍କୁ କିସ୍‌ରେ ମାଗଣାରେ ପାଠ ପଢାଇବାର ବ୍ୟବସ୍ଥା କରିଛନ୍ତି। ଭାଲିଆପଦର…

କୋରାପୁଟ କାପସିପୁଟ ଗ୍ରାମର ମଉଡମଣି ଘନ ଜାନୀ, ନିଜର ଚିନ୍ତାଧାରା ଓ ଭଲ କାମ ପାଇଁ ଆଜି ସେ ପ୍ରଶଂସାର ପାତ୍ର

କୋରାପୁଟ: ଭଲ ପାଠ ପଢ, ନିଜେ ଭଲ ମଣିଷ ହୁଅ । ନିଜେ ଆଗକୁ ବଢ, ନିଜ ଜାତି ଭାଇ ମାନଙ୍କ ଆଙ୍ଗୁଳି ଧରି ସେମାନଙ୍କୁ ବି ଉପରକୁ ଉଠାଇବାକୁ ଚେଷ୍ଟା କର । କିସ୍  ଓ କିଟ୍ ର ପ୍ରାଣ ପ୍ରତିଷ୍ଠାତା ଡ. ଅଚ୍ଯୁତ ସାମନ୍ତଙ୍କ ଏକ ପ୍ରେରଣାରେ ଉଦବ୍ରୁତ ହୋଇଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ୍…

ଆଜି ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଜନ୍ମଦିନ, କିସ୍ ବିଶ୍ୱବିଦ୍ୟାଳୟରେ ଧୂମ୍‌ଧାମ୍‌ରେ ହେଉଛି ପାଳନ

ଭୁବନେଶ୍ବର: ଆଜି ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଜନ୍ମଦିନ । କିସ୍ ବିଶ୍ୱବିଦ୍ୟାଳୟରେ ଦୂତିଙ୍କ ଜନ୍ମଦିନ ଧୂମ୍‌ଧାମ୍‌ରେ ପାଳନ କରାଯାଇଛି । କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଛାତ୍ରଛାତ୍ରୀଙ୍କ ଗହଣରେ କେକ୍ କାଟିଥିଲେ । ଏହା ସହ କିସ୍ ଛାତ୍ରଛାତ୍ରୀଙ୍କୁ କେକ୍…

କିସ୍‌ରେ ଉଦଘାଟିତ ହେଲା ଇଣ୍ଡୋ- କୋରିଆ ସାଂସ୍କୃତିକ ଓ ବିଜ୍ଞାନ ଅନୁଷ୍ଠାନ

କିସ୍‌ରେ ଉଦଘାଟିତ ହେଲା ଇଣ୍ଡୋ- କୋରିଆ ସାଂସ୍କୃତିକ ଓ ବିଜ୍ଞାନ ଅନୁଷ୍ଠାନ। ଏହି ଅବସରରେ କିଟ୍‌ ଓ କିସ୍‌ ପରିଦର୍ଶନରେ ଆସିଥିବା ସାଉଥ୍‌ କୋରିଆ ହାନ୍‌ସିଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ପ୍ରତିନିଧି ଓ ପ୍ରଫେସର କିମ୍‌ ଉପସ୍ଥିତ ଥିଲେ। ଦୀର୍ଘ ୧୨ ବର୍ଷ ଧରି କିଟ୍‌ ଓ କିସ୍‌ ଜରିଆରେ…

କିସ୍‌ର ୧୮ ଜଣ ଛାତ୍ରଛାତ୍ରୀ ପାଇଲେ ବିଭିନ୍ନ କଲେଜରେ ଅଧ୍ୟାପକ ପଦବୀ, ସମ୍ବର୍ଦ୍ଧିତ କଲେ କିସ୍‌ର ପ୍ରତିଷ୍ଠାତା…

ଭୁବନେଶ୍ବର(କେନ୍ୟୁଜ୍):    କିସ୍‌ର ୧୮ ଜଣ ଛାତ୍ରଛାତ୍ରୀ ଓଡ଼ିଶା ଷ୍ଟାଫ୍‌ ସିଲେକସନ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଓଡ଼ିଶାର ବିଭିନ୍ନ କଲେଜରେ ଅଧ୍ୟାପକ ନିଯୁକ୍ତି ପାଇଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସଏସବି ଅଧ୍ୟାପକ ନିଯୁକ୍ତ…

କୋଲକାତାରେ ଖୋଲିଲା କିସ୍‌ ଶାଖା

କୋଲକାତାରେ ଖୋଲିଲା କଳିଙ୍ଗ ଇନିଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନସେସ୍‌-କିସର ଶାଖା । ଆଇଆଇଏମ ଜୋକା ନିକଟରେ କିସ ଶାଖାର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି । ୫ ଏକର ଜମି ଉପରେ ନିର୍ମିତ ହେବ ଏହି ଆବାସିକ ବିଦ୍ୟାଳୟ । ଏହା ଆସନ୍ତା ଶିକ୍ଷାବର୍ଷରୁ କାର୍ଯ୍ୟକ୍ଷମ ହେବ । କୋଲକାତା କିସ୍‌…

କିସ୍‌, ଅଜିମ୍‌ ପ୍ରେମଜୀ ଫିଲାନ୍‌ଥ୍ରୋପିକ୍‌ ଇନିସିଏଟିଭ୍‌ ଓ ସଖା ମିଳିତ ପ୍ରୟାସ ଆରମ୍ଭ

ଭୁବନେଶ୍ବର (କେନ୍ଯୁଜ୍) : କିନ୍ନରଙ୍କୁ ସମାଜରେ ଅଧିକ ଗ୍ରହଣୀୟ କରାଇବା ଏବଂ ସମାଜସେବାରେ ସେମାନଙ୍କୁ ସାମିଲ କରିବାକୁ କିସ୍‌, ଅଜିମ୍‌ ପ୍ରେମଜୀ ଫିଲାନ୍‌ଥ୍ରୋପିକ୍‌ ଇନିସିଏଟିଭ୍‌ ଓ ସଖା ମିଳିତ ଭାବେ ପ୍ରୟାସ ଆରମ୍ଭ କରିଛନ୍ତି । ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ, ପୋଷଣ ଓ…

କିସ୍‌ରେ ଇଣ୍ଟରନ୍ୟାସନାଲ ୟୁଥ କ୍ୟାମ୍ପେନ୍‌ ଫର କାଇଣ୍ଡନେସ୍‌ ଅନ ସଷ୍ଟେନେବଲ ଗୋଲସ୍‌ ଉଦ୍‌ଘାଟିତ

ଭୁବନେଶ୍ବର(କେନ୍ଯୁଜ୍) : କିସ୍‌ରେ ଉଦ୍‌ଘାଟିତ ହୋଇଛି ଇଣ୍ଟରନ୍ୟାସନାଲ ୟୁଥ କ୍ୟାମ୍ପେନ୍‌ ଫର କାଇଣ୍ଡନେସ୍‌ ଅନ ସଷ୍ଟେନେବଲ ଗୋଲସ୍‌ । ଜାତିସଂଘ ସହକାରୀ ମହାସଚିବ ତଥା ନିଉୟର୍କ ସ୍ଥିତ ଜାତିସଂଘ ପରିବେଶ କାର୍ଯ୍ଯାଳୟ ମୁଖ୍ୟ ସତ୍ୟସୁନ୍ଦର ତ୍ରିପାଠୀ ଏହାକୁ ଉଦ୍‌ଘାଟନ କରିଛନ୍ତି । ଏହି…