Browsing Tag

kiit campus

୧୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭ୍ରମଣ ପରେ ଭୁବନେଶ୍ୱର କିଟ୍‌ ପରିସରରେ ପହଞ୍ଚିଛି ବିଶ୍ୱକପ୍‌ ଟ୍ରଫି

ଭୁବନେଶ୍ୱର (କେନ୍ୟୁଜ): କିଟ୍‌ରେ ହକି ବିଶ୍ୱକପ୍‌ ଟ୍ରଫି । ୧୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭ୍ରମଣ କରି ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା ଟ୍ରଫି । ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ, କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା ପ୍ରମୁଖ ଟ୍ରଫିକୁ ସ୍ୱାଗତ କରିଥିଲେ ।…

ଆଜି କିଟ୍‌କୁ ଆସୁଛନ୍ତି ଜଣାଶୁଣା ସାହିତ୍ୟିକ ଅନୀଲ ସ୍ୱରୂପ, ଆଲୋଚନାଚକ୍ରରେ କରିବେ ଅଂଶଗ୍ରହଣ

ଭୁବନେଶ୍ୱର: ଆଜି କିଟ୍‌ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟକୁ ଆସୁଛନ୍ତି ପୂର୍ବତନ ସଚିବ ତଥା ବିଶିଷ୍ଟ ସାହିତ୍ୟିକ ଅନୀଲ ସ୍ୱରୂପ। ଶନିବାର ଅପରାହ୍ନରେ ତାଙ୍କୁ କିଟ୍‌ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟର କୁଳପତି ସ୍ୱାଗତ କରିବେ। ପରେ ଉଭୟ କୁଳପତି ଓ ଅନୀଲ ସ୍ୱରୂପ କ୍ୟାମ୍ପସ ୭ରେ ସଭାସ୍ଥଳକୁ ଯିବେ।…

କିଟରେ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ମହିଳା ଚାମ୍ପିଅନ୍‍ସିପ୍‍ ଉଦ୍‍ଯାପିତ

ଭୁବନେଶ୍ୱର (କେନ୍ୟୁଜ): କିଟ୍‍ ବିଶ୍ୱବିଦ୍ୟାଳୟରେ ଚାଲୁଥିବା ୮୧ତମ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ମହିଳା ଚାମ୍ପିଅନ୍‍ସିପ୍‍ ଗୁରୁବାର ଉଦ୍‍ଯାପିତ ହୋଇଯାଇଛି। ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, କିସ୍‍ ବିଶ୍ୱବିଦ୍ୟାଳୟ ସହଯୋଗରେ କିଟ୍‍ ବିଶ୍ୱବିଦ୍ୟାଳୟ…

କିଟ୍‌ ଆର୍କିଟେକଚର ସ୍କୁଲକୁ ଶ୍ରେଷ୍ଠତା ପ୍ରମାଣପତ୍ର, ଜାତୀୟସ୍ତରରେ ହାସଲ କଲା ୪ର୍ଥ ସ୍ଥାନ

ଭୁବନେଶ୍ବର: କିଟ୍‌ ଆର୍କିଟେକଚର ସ୍କୁଲକୁ ଶ୍ରେଷ୍ଠତା ପ୍ରମାଣପତ୍ର। କିଟ୍‌ ସ୍କୁଲ୍‌ ଅଫ୍‌ ଆର୍କିଟେକ୍ଚର ଆଣ୍ଡ ପ୍ଲାନିଂ ଜାତୀୟସ୍ତରର ଆର୍କିଟେକ୍ଚର ଅନୁଷ୍ଠାନଗୁଡ଼ିକ ମଧ୍ୟରେ ୪ର୍ଥ ରାଙ୍କରେ ରହିଛି। ପ୍ରଥମ ଥର ପାଇଁ ଓଡ଼ିଶାର ଏକ ଆର୍କିଟେକ୍ଚର ସ୍କୁଲ୍‌କୁ ଏହି ରାଙ୍କ ମିଳିଛି।…

କିଟ୍‌ କ୍ୟାମ୍ପସରେ ଚତୁର୍ଥ କଳିଙ୍ଗ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲର ଆଜି ଚତୁର୍ଥ ସଂଧ୍ୟା

କିଟ୍‌ କ୍ୟାମ୍ପସରେ ଚତୁର୍ଥ କଳିଙ୍ଗ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲର ଆଜି ଚତୁର୍ଥ ସଂଧ୍ୟା । ଆଜି ପ୍ରଦର୍ଶିତ ଚଳଚ୍ଚିତ୍ର ମଧ୍ୟରେ ରହିଛି ନିର୍ଦ୍ଦେଶକ ସତୀଶ ଓ ସନ୍ତୋଷ ବାବୁସେନନ୍‌ଙ୍କ 'ସୁନେତ୍ରା', ଜ୍ୟୋତି କପୁର ଦାସଙ୍କ 'ପ୍ଲସ ମାଇନସ', ଶିବୁ ପୃଷ୍ଟିଙ୍କ ଜଗନ୍ନାଥଙ୍କ ଉପରେ ଆଧାରିତ 'ଦି…

ଆସନ୍ତା ୨୭ ତାରିଖରେ କିଟରେ ଅନୁଷ୍ଠିତ ହେବ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ନବମ ଆନ୍ତର୍ଜାତିକ ସମ୍ମିଳନୀ

ଭୁବନେଶ୍ବର(କେନ୍ୟୁଜ୍): କିଟରେ ଚକ୍ରୀୟ ଅର୍ଥନୀତି ଦିଗରେ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ନବମ ଆନ୍ତର୍ଜାତିକ ସମ୍ମିଳନୀ ନଭେମ୍ବର ୨୭ ତାରିଖରୁ ଅନୁଷ୍ଠିତ ହେବ । କିଟ୍‌ ବିଶ୍ୱବିଦ୍ୟାଳୟ ଓ ଇଣ୍ଟରନାସନାଲ୍‌ ସୋସାଇଟି ଅଫ୍‌ ୱେଷ୍ଟ ମ୍ୟାନେଜ୍‌ମେଣ୍ଟ, ବାୟୁ ଓ…

କିଟ୍‌ କ୍ୟାମ୍ପସ ପରିସରରେ ଆୟୋଜିତ ହୋଇଛି କାଯ୍ୟର୍କ୍ରମ କ୍ରିତାର୍ଥ ୫.୦

କିଟ୍‌ କ୍ୟାମ୍ପସ ପରିସରରେ ଆୟୋଜିତ ହୋଇଛି କାଯ୍ୟର୍କ୍ରମ କ୍ରିତାର୍ଥ ୫.୦ । ଏଥିରେ ଯୋଗଦେଇଥିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । କିଟ୍‌ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, କିଟ୍‌ ପ୍ରୋ ଭାଇସ ଚାନସେଲର ପ୍ରଫେସର ସସ୍ମିତା ସାମନ୍ତ, ରେଜିଷ୍ଟ୍ରାର ପ୍ରଫେସର ଜ୍ଞାନ…

୨୦୨୦ ଜାନୁଆରିରେ ଭୁବନେଶ୍ୱରରେ ହେବ ପ୍ରଥମ ବୃହତ ଆଇଟି କନ୍‌ଭେନ୍‌ସନ, କିଟ ବିଶ୍ୱବିଦ୍ୟାଳୟ ପରିସରରେ ହେବ ଆୟୋଜନ

ଭୁବନେଶ୍ବର(କେନ୍ୟୁଜ୍):  ୨୦୨୦ ଜାନୁଆରିରେ ଭୁବନେଶ୍ୱରରେ ହେବ ପ୍ରଥମ ବୃହତ ଆଇଟି କନ୍‌ଭେନ୍‌ସନ। କଂପ୍ୟୁଟର ସୋସାଇଟି ଅଫ ଇଣ୍ଡିଆ ପକ୍ଷରୁ ଆୟୋଜିତ ହେବାକୁ ଥିବା ୫୩ତମ ସିଏସଆଇ କନ୍‌ଭେନ୍‌ସନ କିଟ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଡିଜିଟାଲ ଡେମୋକ୍ରେସି- ଆଇଟି ଫର ଚେଞ୍ଚ…

ବିଶ୍ୱ କବି ମହାକୁମ୍ଭର ଉଦଯାପନୀ ସମାରୋହରେ ଓଡ଼ିଆରେ ଅଭିଭାଷଣ ଆରମ୍ଭ କଲେ ଉପରାଷ୍ଟ୍ରପତି, ଓଡ଼ିଶାରେ ଏଭଳି ଆୟୋଜନ ପାଇଁ…

ଭୁବନେଶ୍ବର(କେନ୍ୟୁଜ୍): ବିଶ୍ୱ କବି ମହାକୁମ୍ଭର ଉଦଯାପନୀ ସମାରୋହ । କିଟ୍‌ ପରିସରରେ ଚାଲିଥିବା ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଓଡ଼ିଆରେ ଅଭିଭାଷଣ ଆରମ୍ଭ କରିଥିଲେ ଉପରାଷ୍ଟ୍ରପତି । କହିଥିଲେ, ଓଡ଼ିଶାକୁ ଆସି ଅତ୍ୟନ୍ତ ଉଲ୍ଲସିତ…

ଗାନ୍ଧୀ ଜୟନ୍ତୀ ଠାରୁ କିଟ୍‌ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବାକୁ ଯାଉଛି ବିଶ୍ୱ କବି କୁମ୍ଭ ମେଳା, ଓଡିଶାକୁ ଆସିବେ…

ଭୁବନେଶ୍ବର(କେନ୍ୟୁଜ୍):   ଆସନ୍ତା ଅକ୍ଟୋବର ୨ ତାରିଖ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ କିଟ୍‌ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଉଛି ବିଶ୍ୱ କବି କୁମ୍ଭ ମେଳା । ଭାରତରେ ତୃତୀୟ ଥର ପାଇଁ ଏହି ୩୯ ତମ ବିଶ୍ୱ କବି କୁମ୍ଭ ମେଳା ହେବାକୁ ଯାଉଛି । ୧୯୮୬ରେ ସେତେବେଳର ମାଡ୍ରାସରେ…

କିଟ୍‌ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଲା ୧୦ମ ନ୍ୟାସନାଲ ଏଚ.ଆର କନକ୍ଲେବ – ୨୦୧୯

କିଟ୍‌ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଛି ୧୦ତମ ନ୍ୟାସନାଲ ଏଚ.ଆର କନକ୍ଲେବ - ୨୦୧୯ । କିଟ ସ୍କୁଲ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମାଜରେ ମାନବ ସମ୍ବଳର ଆବଶ୍ୟକତା ଉପରେ ଆଲୋଚନା ହୋଇଛି । ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଅତିଥୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ…

କିଟରେ ଷ୍ଟୁଡେଣ୍ଟ ଆକ୍ଟିଭିଟି ସେଣ୍ଟର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ଗଛ ଲଗାଇଲେ ଅନେକ ଛାତ୍ରଛାତ୍ରୀ

କିଟ୍‌ ବିଶ୍ୱବିଦ୍ୟାଳୟର ଷ୍ଟୁଡେଣ୍ଟ ଆକ୍ଟିଭିଟି ସେଣ୍ଟର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆକ୍ଟିଭିଟି ସେଣ୍ଟର ଉପ-ନିର୍ଦ୍ଦେଶକ ଡାକ୍ତର ଶ୍ୟାମସୁନ୍ଦର ବେଉରାଙ୍କ ତତ୍ତ୍ୱାବଧାନରେ କିଟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଭୁବନେଶ୍ୱରର ହଂଶପାଳର ସିମ୍ପୋଥିକ ମଲ ପରିସରରେ…