ଜେଇଇ ଓଡ଼ିଶା ଟପ୍ପର ହୋଇଥିବା ପ୍ରିୟଙ୍କା ସର କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଛାତ୍ରୀ, ଶୁଭେଚ୍ଛା ଜଣାଇଲେ…
ଭୁବନେଶ୍ୱର(କେନ୍ୟୁଜ୍): କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଛାତ୍ରୀ ପ୍ରିୟଙ୍କା ସର ଜେଇଇ ମେନ୍ରେ ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ଜେଇଇ ମେନ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ପ୍ରିୟଙ୍କା ଏଥିରେ ୯୯.୯୮୫ ପ୍ରତିଶତ ନମ୍ବର ରଖି ଓଡ଼ିଶା ଟପ୍ପର ହେବାର ଗୌରବ…