କିଟ୍ ବିଶ୍ୱବିଦ୍ୟାଳୟକୁ ଆଉ ଏକ ଅନ୍ତର୍ଜାତୀୟ ସଫଳତା
ଭୁବନେଶ୍ୱର (କେନ୍ୟୁଜ): କିଟ୍ ବିଶ୍ୱବିଦ୍ୟାଳୟକୁ ଆଉ ଏକ ଅନ୍ତର୍ଜାତୀୟ ସଫଳତା ମିଳିଛି । ମେ ୧ ତାରିଖରେ ପ୍ରକାଶିତ ଦି ଟାଇମ୍ସ ହାଇଅର ଏଜୁକେସନ ଏସିଆନ୍ ୟୁନିଭରସିଟି ୨୦୧୯ ରାଙ୍କିଂରେ କିଟ୍ ୩୦୧-୩୫୦ ରାଙ୍କିଂରେ ସ୍ଥାନ ପାଇଛି । ଏହା ପୂର୍ବରୁ ଗତ ମାସରେ ଟାଇମ୍ସ ହାଇଅର ଏଜୁକେସନ…