Browsing Tag

kiit university

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, କିଟ୍ ବିଶ୍ୱବିଦ୍ୟାଳୟରେ ହେବ ଟାଟା ଆଇପିଏଲ୍ ଫ୍ୟାନ୍ ପାର୍କ

ଭୁବନେଶ୍ୱରରେ କିଟ୍ ବିଶ୍ୱବିଦ୍ୟାଳୟରେ ହେବ ଟାଟା ଆଇପିଏଲ୍ ଫ୍ୟାନ୍ ପାର୍କ । ଷ୍ଟାଡିୟମ ଭଳି ମଜା ଉଠାଇବେ କ୍ରିକେଟ ପ୍ରେମୀ । କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ରାଜଧାନୀରେ ପୁଣି ଥରେ ଫେରିବାକୁ ଯାଉଛି ଆଇପିଏଲର କ୍ରେଜ୍। ଚଳିତ ଆଇପିଏଲ୍ ୨୦୨୬ ସିଜନକୁ ଅଧିକ ରୋମାଞ୍ଚକର କରିବା ପାଇଁ…

କିଟରେ ଦ୍ଵିତୀୟ ତମ ଆନୁଆଲ ରିସର୍ଚ୍ଚ ଆଣ୍ଡ ଇନୋଭେସନ କନକ୍ଳେଭ ଅନୁଷ୍ଠିତ, ୩ ଦିନ ଧରି ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟରେ ଦ୍ଵିତୀୟ ତମ ଆନୁଆଲ ରିସର୍ଚ୍ଚ ଆଣ୍ଡ ଇନୋଭେସନ କନକ୍ଳେଭ ଅନୁଷ୍ଠିତ ହୋଇଛି । ୩ ଦିନ ଧରି ଚାଲିବ କାର୍ଯ୍ୟକ୍ରମ । ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ କିଟ୍ ବିଶ୍ୱାବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂ,ଗେଲ୍ ଇଣ୍ଡିଆ ଲିମିଟେଡ଼ର ଆଡ଼ଭାଇଜର…

କିଟ୍ ବିଶ୍ୱବିଦ୍ୟାଳୟରେ ବିଚ୍‍ ଭଲିବଲ୍‍ ଚାମ୍ପିଅନ୍‍ସିପ୍‍ ଆୟୋଜିତ, ୮୨ଟି ଦଳ କରିବେ ଅଂଶଗ୍ରହଣ

ଭୁବନେଶ୍ୱର : ମାର୍ଚ୍ଚ ୪ରୁ ୮ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟରେ FIVB, ପୁରୁଷ ଓ ମହିଳା ବିଶ୍ୱ ବିଚ୍‍ ଭଲିବଲ୍‍ ଚାମ୍ପିଅନ୍‍ସିପ୍‍ ଆୟୋଜିତ ହେଉଛି। ଏହି ଚାମ୍ପିୟନ୍‍ସିପ୍‍ ପ୍ରଥମ ଥର ଲାଗି ଭାରତ ବିଶେଷ କରି ଓଡ଼ିଶାର କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ…

KIIT ର ପୂର୍ବତନ କୁଳାଧିପତି ପ୍ରଫେସର ଡା. ହରି ଗୌତମଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

ବିଶିଷ୍ଟ ଶିକ୍ଷାବିତ୍‍, ଚିକିତ୍ସକ ଓ ପ୍ରଶାସକ ତଥା କିଟ୍‍ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳାଧିପତି ପ୍ରଫେସର ଡା. ହରି ଗୌତମଙ୍କ ବିୟୋଗରେ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି । ଆଜି କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଶୋକସଭାରେ ସ୍ୱର୍ଗତ ହରି ଗୌତମଙ୍କ ପ୍ରତି…

କିଟ୍‍ ସ୍କୁଲ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଛାତ୍ରୀଙ୍କ ଉନ୍ନତ ପ୍ରଦର୍ଶନ, ଅଂଶଗ୍ରହଣ କରିଥିଲେ ୪୦ ଛାତ୍ରୀ

ଭୁବନେଶ୍ୱର : ଟାଇମ୍ସ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ପ୍ରଥମ ଭୁବନେଶ୍ୱର ଟାଇମ୍ସ ଫ୍ୟାଶନ୍ ସପ୍ତାହ କାର୍ଯ୍ୟକ୍ରମରେ କିଟ ସ୍କୁଲ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି । ନଭେମ୍ବର ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ…

କ୍ୟୁଏସ ଏସିଆ ୟୁନିଭର୍‍ସିଟି ରାଙ୍କିଙ୍ଗ ୨୦୨୬ ପ୍ରକାଶିତ, ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନରେ କିଟ୍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ପ୍ରକାଶ ପାଇଛି କ୍ୟୁଏସ ଏସିଆ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୬ । କିଟ୍ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଛି । ଏହା ସହିତ ସମଗ୍ର ଭାରତରେ କିଟ୍ ବିଶ୍ୱବିଦ୍ୟାଳୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ଏସିଆରେ ୨୯୪ ତମ…

କିଟ୍‍ ବିଶ୍ୱବିଦ୍ୟାଳୟରେ ଜେନେରେଟିଭ୍‍ ଏଆଇ କର୍ମଶାଳା, ଜୁଲାଇ ୫ ଯାଏଁ ଚାଲିବ

କିଟ୍‍ ବିଶ୍ୱବିଦ୍ୟାଳୟରେ ଜେନେରେଟିଭ୍‍ ଏଆଇ କର୍ମଶାଳା ଉଦ୍‍ଘାଟନ ହୋଇଯାଇଛି । କିଟ୍‍ ସ୍କୁଲ୍‍ ଅଫ୍‍ କମ୍ପୁଟର୍‍ ଆପ୍ଲିକେସନ୍‍ ଦ୍ୱାରା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନି ଦିନିଆ କର୍ମଶାଳାର ଶୀର୍ଷକ ରହିଛି "ଇନ୍‍କ୍ଲୁସିଭ ଜେନେରେଟିଭ୍ ଏଆଇ ମାଧ୍ୟମରେ ଭାରତକୁ ସଶକ୍ତ…

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ସଫଳତା, ସ୍କୁଲ୍‍ ଟପ୍ପର ହୋଇଛନ୍ତି ତ୍ରିଶା ରଥ

ଭୁବନେଶ୍ୱର : ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ସଫଳତା ।  ଦ୍ୱାଦଶରେ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।  ତ୍ରିଶା ରଥ କଳାରେ ସର୍ବାଧିକ ୯୯.୪ ପ୍ରତିଶତ ନମ୍ବର ରଖି ସ୍କୁଲ୍‍…

କିଟରେ ଇଫ୍‍ତାର ପାଳିତ: ସବୁ ଧର୍ମର ମୂଳ ଆଧାର ହେଉଛି ଦୟା, ମାନବିକତା, ସ୍ନେହ ଓ ସୌହାର୍ଦ୍ଦ୍ୟ କହିଲେ ଡ. ସାମନ୍ତ

ଭୁବନେଶ୍ୱର : ପ୍ରତିବର୍ଷ ଭଳି ଚଳିତବର୍ଷ କିଟ୍‍ ବିଶ୍ୱବିଦ୍ୟାଳୟରେ ଇଫ୍‍ତାର ପାଳିତ ହୋଇଛି । କିଟରେ କାର୍ଯ୍ୟରତ ମୁସଲମାନ ସଂପ୍ରଦାୟର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଭାରତ ସମେତ ବିଭିନ୍ନ ଦେଶର ଛାତ୍ରଛାତ୍ରୀଙ୍କୁ ନେଇ ଇଫ୍‍ତାର ପାର୍ଟିର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି…

କିଟ୍ ବିଶ୍ବବିଦ୍ୟାଳୟ ବିରୋଧରେ ଅପପ୍ରଚାର ଓ ମିଥ୍ୟା ଖବର ପ୍ରକାଶ କରାଯାଉଛି : ବୁଦ୍ଧିଜୀବୀ ଅନିଲ ଧୀର

ଭୁବନେଶ୍ୱର : ଏକ ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନ ଭାବେ ରାଜ୍ୟ ପାଇଁ ସୁନାମ ଆଣିଛି କିଟ ବିଶ୍ବବିଦ୍ଯାଳୟ।  କେବଳ ରାଜ୍ୟ ନୁହେଁ ଦେଶକୁ ମଧ୍ୟ ବିଶ୍ବସ୍ତରରେ ପରିଚିତି ଆଣିଦେଇଛି ।  କିନ୍ତୁ ଗତ ଛଅ ସାତ ଦିନ ଧରି ଏଭଳି ଏକ ସୁନାମ ଲାଭ କରିଥିବା ବିଶ୍ବବିଦ୍ୟାଳୟ ବିରୋଧରେ ଅପପ୍ରଚାର ଓ ମିଥ୍ୟା…

ସ୍ଵାଭାବିକ ସ୍ଥିତି ପରେ କିଟକୁ ଫେରିଛନ୍ତି ନେପାଳ ଛାତ୍ରଛାତ୍ରୀ, ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ…

କିଟକୁ ଫେରିଛନ୍ତି ନେପାଳ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଓଡିଶା ଭିତରେ ରହିଯାଇଥିବା ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଯୋଗ କରାଯାଇଥିଲା । ଯେଉଁମାନେ ପାଖାପାଖି ରହିଯାଇଥିଲେ ସେମାନେ ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରୁ…

ନେପାଳ ଦୂତାବାସର କାଉନସିଲରମାନେ କିଟ୍ ପଦକ୍ଷେପରେ ସନ୍ତୁଷ୍ଟ ବୋଲି କହିଛନ୍ତି କୁଳସଚିବ

ଭୁବନେଶ୍ୱର : କ୍ୟାମ୍ପସରେ ଏକ ଶାନ୍ତିପୂର୍ଣ୍ଣ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ କିଟ୍ ପ୍ରତିଶ୍ରୁତିବଦ୍ଧ ।  ଏହାସହ କଠିନ ସମୟରେ ଏକ ପରିବାର ଭଳି କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି କିଟ୍ କୁଳସଚିବ ପ୍ରଫେସର ଜ୍ଞାନରଂଜନ ମହାନ୍ତି ।   କିଟ୍ ଛାତ୍ରୀ ପ୍ରକୃତିଙ୍କ ମୃତ୍ୟୁରେ…