କିଟରେ ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ହେଲା ୭ମ ଅନ୍ତର୍ଜାତୀୟ ଯୋଗ ଦିବସ
କେନ୍ୟୁଜ୍(ବ୍ୟୁରୋ): କିଟ୍ ଶିକ୍ଷାନୁଷ୍ଠାନ ସମୂହ ଓ କିସ୍ ପକ୍ଷରୁ ୭ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ। ଚଳିତ ବର୍ଷ ‘ସୁସ୍ଥ ଜୀବନ ପାଇଁ ଯୋଗ’ ବିଷୟରେ ଯୋଗ ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସର କ୍ରୀଡ଼ା ନିର୍ଦ୍ଦେଶକ ଡ ଗଗନେନ୍ଦୁ ଦାଶ ପ୍ରାରମ୍ଭିକ…