କିସର ପୁଣି ସଫଳତା: ୨୬ ଜଣ ଛାତ୍ରଛାତ୍ରୀ ଷ୍ଟେଟ୍ ସିଲେକ୍ସନ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଧ୍ୟାପନା ପାଇଁ…
କେନ୍ୟୁଜ୍(ବ୍ୟୁରୋ): ଚଳିତବର୍ଷ କିସ୍ର ୨୬ ଜଣ ଛାତ୍ରଛାତ୍ରୀ ଷ୍ଟେଟ୍ ସିଲେକ୍ସନ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଧ୍ୟାପନା ପାଇଁ ମନୋନୀତ ହୋଇଛନ୍ତି। କିସ୍ ପରିସରରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ କିଟ୍ ଓ କିସ୍ ପ୍ରତିଷ୍ଠାତାଙ୍କ ଡ. ଅଚ୍ୟୁତ ସାମନ୍ତଙ୍କୁ…