କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ “କ୍ୟାଚ ଦେମ ୟଙ୍ଗ’ କାର୍ଯ୍ୟକ୍ରମ
ଭୁବନେଶ୍ୱର : ଜାତୀୟ ଷ୍ଟାର୍ଟଅପ ଦିବସ ଅବସରରେ ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ଭାବନ ଓ ଉଦ୍ୟୋଗର ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଏବଂ ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟର (ବିସିକେଆଇସି)ର ମିଳିତ ଉଦ୍ୟମରେ ‘କ୍ୟାଚ୍ ଦେମ୍ ୟଙ୍ଗ୍’ କାର୍ଯ୍ୟକ୍ରମ…