Browsing Tag

kiit

କିଟ୍ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମରେ ପାଳିତ ହେଲା ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ

କିଟ୍ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ସମାରୋହ ଉଦଘାଟିତ । ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇଥିଲେ । ଭିନ୍ନକ୍ଷମଙ୍କୁ ସ୍ବାବଲମ୍ବୀ କରାଇବା ଆବଶ୍ୟକ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ।…

କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ନବମ ନ୍ୟାସନାଲ ଚିଲଡ୍ରେନ୍ସ ଲିଟେରାରୀ ଫେଷ୍ଟିଭାଲ

କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଉଦଘାଟିତ ହୋଇଛି ନବମ ନ୍ୟାସନାଲ ଚିଲଡ୍ରେନ୍ସ ଲିଟେରାରୀ ଫେଷ୍ଟିଭାଲ ୨୦୨୩ । କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସର ରେ ବିଶିଷ୍ଟ ଲେଖକ ଆନନ୍ଦ୍ ନିଲକନ୍ତନ ଓ ଆନ୍ତର୍ଜାତୀୟ ସଙ୍ଗୀତକାର ରିକି କେଜ୍…

କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ୨୩ତମ ସଂସ୍କରଣ ପାଇଁ ଆଞ୍ଚଳିକ ଅଡିସନ୍, ୪୧ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର

ଭୁବନେଶ୍ୱରରେ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ୨୩ତମ ସଂସ୍କରଣ ପାଇଁ ଆଞ୍ଚଳିକ ଅଡିସନ୍ ଅନୁଷ୍ଠିତ । କିଟ୍ କ୍ୟାମ୍ପସ୍-୭ରେ ହୋଇଥିବା ଏହି ଅଡ଼ିସନରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୧୪ ରୁ ୧୬ବର୍ଷ ବୟସର ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହା ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ…

ଭୁବନେଶ୍ବର କିଟ୍ ଗୁଣ୍ଡିଚା ମନ୍ଦିର ପରିସରରେ ଆଜିଠାରୁ ପ୍ରସାଦ ସେବା ଆରମ୍ଭ

ଭୁବନେଶ୍ବର କିଟ୍ ଗୁଣ୍ଡିଚା ମନ୍ଦିର ପରିସରରେ ବାବା ରାମନାରାୟଣ ଦାସ ପ୍ରସାଦ ସେବନ କେନ୍ଦ୍ରରେ ଆଜିଠାରୁ ପ୍ରସାଦ ସେବା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଏହାକୁ ଉଦଘାଟନ କରିଥିଲେ। ଭୁବନେଶ୍ୱର ୟୁନିଟ୍ ୧ ରାମମନ୍ଦିର ପ୍ରତିଷ୍ଠାତା ସଭାପତି ବାବା ରାମନାରାୟଣ ଦାସ…

କିଟ୍ ସୋଭିନିଅର୍ ଗ୍ୟାଲେରୀ ଉଦଘାଟନକୁ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର କିଟ୍ ପରିସରରେ କିଟ୍ ସୋଭିନିଅର୍ ଗ୍ୟାଲେରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ। କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ, କର୍ମଚାରୀ, ପୁରାତନ ଛାତ୍ରଛାତ୍ରୀ ଓ କିଟ୍ ଓ କିସକୁ ପରିଦର୍ଶନରେ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ବିଶ୍ୱର ବିଭିନ୍ନ ସ୍ଥାନର ସଂସ୍କୃତି…

କିଟ୍ ଓ କିସର ସ୍ୱଳ୍ପ ବେତନଭୋଗୀଙ୍କ ପାଇଁ କିଟ୍ ପବ୍ଲିକ୍ ସ୍କୁଲ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କିଟ୍ ଓ କିସର ସ୍ୱଳ୍ପ ବେତନଭୋଗୀଙ୍କ ପାଇଁ କିଟ୍ ପବ୍ଲିକ୍ ସ୍କୁଲ୍ ଉଦଘାଟିତ। କିଟ୍ ଓ କିସରେ କାର୍ଯ୍ୟରତ ସ୍ୱଳ୍ପ ବେତନଭୋଗୀଙ୍କ ପାଇଁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ କିଟ୍ ପବ୍ଲିକ୍ ସ୍କୁଲ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। କିଟ୍ ଶିକ୍ଷାନୁଷ୍ଠାନ ସମୂହ ଓ…

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ୧୬ ତମ ବାର୍ଷିକ କ୍ରୀଡା ଉତ୍ସବ

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ୧୬ ତମ ବାର୍ଷିକ କ୍ରୀଡା ଉତ୍ସବ ୨୦୨୩-୨୪ ଉଦଯାପିତ। ଦୁଇ ଦିନ ଧରି କିଟ୍ ଦୁତି ଚାନ୍ଦ ଆଥଲେଟିକ୍ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ବାର୍ଷିକ କ୍ରୀଡ଼ା ଉତ୍ସବ। ୧୬ ଟି ବିଭାଗରେ ୬୦୦ ପିଲା ଅଂଶ ଗ୍ରହଣ କରିଛନ୍ତି। ଶେଷ ଦିନ ରେ ୫୦ ମିଟର ଦୌଡ , ୫୦ ମିଟର ଆଇସ୍…

ବାହାନଗା ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ୨୦ ଜଣଙ୍କୁ ନିଯୁକ୍ତି ଦେଲା କିଟ୍

ବାଲେଶ୍ୱର ବାହାନଗାଠାରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତି ଓ ତାଙ୍କ ପରିବାରର ପିଲାଙ୍କୁ କିଟ୍ ରେ ମାଗଣା ଶିକ୍ଷା ବ୍ୟବସ୍ଥାକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କାର୍ଯ୍ୟକାରୀ କରିଛନ୍ତି। ବାହାନଗା ଟ୍ରେନ୍ ଦୁର୍ଘଟଣାରେ…

କିଟ୍ ଓ କିସ୍ ପକ୍ଷରୁ ୨ଶହ କର୍ମଚାରୀଙ୍କୁ ନିଯୁକ୍ତି, ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଦେଲେ ନିଯୁକ୍ତି ପତ୍ର

ଆଜି କିଟ୍ ଓ କିସ୍ ପକ୍ଷରୁ ୨ଶହ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାର ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ସମେତ ୨ଶହ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏହି କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର…

ବିଶ୍ୱସ୍ତରୀୟ ହେବ କିଟ୍ ପଲିଟେକ୍ନିକ, ସିଙ୍ଗାପୁରକୁ ୪୦ଜଣିଆ ପ୍ରତିନିଧି ଦଳର ଏକ୍ସପୋଜର ଭିଜିଟ

ଭୁବନେଶ୍ୱର : ଖୁବ୍ ଶୀଘ୍ର ବିଶ୍ୱ ପ୍ରସିଦ୍ଧ ସିଙ୍ଗାପୁରର ନନ୍ୟାଙ୍ଗ ପଲିଟେକ୍ନିକ ଢାଞ୍ଚାର ରୂପ ନେବ କିଟ ପଲିଟେକ୍ନିକ। ଏଥିପାଇଁ କିଟ୍ ପଲିଟେକ୍ନିକର ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ନେଇ ୪୦ଜଣିଆ ପ୍ରତିନିଧି ଦଳ ଆଜି ସିଙ୍ଗାପୁରକୁ ସପ୍ତାହ ବ୍ୟାପୀ ‘ଏକ୍ସପୋଜର ଭିଜିଟ୍’ରେ ଯାଇଛନ୍ତି।…

କିଟ୍ ଟ୍ରାନ୍ସପୋର୍ଟ ବିଭାଗ ପକ୍ଷରୁ ଦୁର୍ଗାପୂଜା ଅନୁଷ୍ଠିତ

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଆରା ଢଙ୍ଗରେ କିଟ୍ ଟ୍ରାନ୍ସପୋର୍ଟ ବିଭାଗ ପକ୍ଷରୁ ମହା ଆଡ଼ମ୍ବରରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଶୁଭେଛା…

କିଟ୍ ରେ ସମ୍ବର୍ଦ୍ଧିତ ହେଲେ ଏସିଆନ୍ ଗେମ୍ସ ଓ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ପଦକ ହାସଲ କରିଥିବା କିଟ୍ ଖେଳାଳି

ଏସିଆନ୍ ଗେମ୍ସ ଓ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ପଦକ ହାସଲ କରିଥିବା କିଟ୍ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ କିଟ୍ ପକ୍ଷରୁ ୫ ଲକ୍ଷ, ରୌପ୍ୟ ଜିତିଥିବା କ୍ରୀଡ଼ାବୀତଙ୍କୁ ୩ ଲକ୍ଷ ଓ ବ୍ରୋଞ୍ଜ ମେଡାଲ ବିଜେତାଙ୍କୁ ୨ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି…