Browsing Tag

killed

ଅମାନବୀୟ ଘଟଣା: ନିର୍ବାଚନୀ ପ୍ରତିଶ୍ରୁତି ପାଇଁ ଭୁଲ ଇଞ୍ଜେକସନ ଦେଇ ୫୦୦ କୁକୁରଙ୍କ ହତ୍ୟା

ହାଇଦ୍ରାବାଦ : ଅମାନବୀୟ, ହୃଦୟବିଦାରକ, ଅବିଶ୍ବସନୀୟ । ବୁଲାକୁକୁରଙ୍କୁ ଭୁଲ ଇଞ୍ଜେକସନ ଦେଇ ମାରିଦେଲେ । ପ୍ରାଣଘାତୀ ଇଞ୍ଜେକସନରେ ୫ଶହ କୁକୁରଙ୍କ ମୃତ୍ୟୁ ହୋଇଛି । ବୁଲା କୁକୁରଙ୍କ ଠାରୁ ରକ୍ଷା ପାଇବା ପାଇଁ ଏଭଳି ନୃଶଂସ ପଦକ୍ଷେପକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । କୁକୁରଙ୍କୁ ମାରିବାକୁ,…

କନ୍ଧମାଳରେ ବଡ଼ ଧରଣର ଏନକାଉଣ୍ଟର, ଟପ୍ ମାଓ ନେତା ଗଣେଶ ଉଇକେ ସମେତ ୪ ମୃତ

କନ୍ଧମାଳ: କନ୍ଧମାଳ ସୀମାରେ ବଡ଼ ଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ୨୩ ଟିମ୍ ର ଯୁଗ୍ମ ଅପରେସନରେ ଥରିଲା ମାଓଗଡ଼ । ଟପ୍ ମାଓ ନେତା ଗଣେଶ ଉଇକେ ସମେତ ୪ ମୃତ। ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ ଓଡ଼ିଶାରେ ମାଓ ସଂଗଠନ ମୁଖ୍ୟ ଗଣେଶ । ୬୯ ବର୍ଷୀୟ ଗଣେଶଙ୍କ ଘର ତେଲେଙ୍ଗାନାର…

ଡିଭାଇଡରରେ ପିଟିହେଲା ବାଇକ୍, ଦୁଇ କଲେଜ ଛାତ୍ର ମୃତ

ରେଢାଖୋଲ: ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ କଲେଜ ଛାତ୍ର ମୃତ । ରେଢାଖୋଲରୁ ନାକଟିଦେଉଳ ଯାଉଥିବା ରାସ୍ତାର ହଳଦୀଘାଟ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା ବାଇକ୍ । ଦୁର୍ଘଟଣାରେ ଦୁଇ କଲେଜ ଛାତ୍ର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତାହତ ଛାତ୍ରମାନେ ଭୀମଭୋଇ କଲେଜ…

ପୂର୍ବ ଶତ୍ରୁତା, ଘରେ ଶୋଇଥିବା ବେଳେ ଦାଦାକୁ ହତ୍ୟା କଲା ପୁତୁରା

ଆନନ୍ଦପୁର : ଘରେ ଶୋଇଥିବା ବେଳେ ଟାଙ୍ଗିଆରେ ହାଣି ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୁତୁରା ହତ୍ୟା କରିଥିବା ନେଇ ପରିବାରର ଅଭିଯୋଗ । ଆନନ୍ଦପୁର ଥାନା ସୁନ୍ଦୁରିଆ ଗାଁରେ ଘଟିଛି ହତ୍ୟାକାଣ୍ଡ । ଗାଁର ଜଗବନ୍ଧୁ ଦେଓଗାମ ରାତିରେ ଘରେ ଶୋଇଥିବା ବେଳେ ତାଙ୍କୁ ଟାଙ୍ଗିଆରେ ହାଣି…

କର୍ଣ୍ଣାଟକରେ ଗଣେଶ ବିସର୍ଜନ ବେଳେ ଅଘଟଣ: ଶୋଭାଯାତ୍ରା ଉପରେ ମାଡ଼ିଗଲା ଟ୍ୟାଙ୍କର, ୮ ମୃତ; ୨୫ ଆହତ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଗଣେଶ ବିସର୍ଜନ ଶୋଭାଯାତ୍ରା ଉପରେ ମାଡ଼ିଗଲା ଟ୍ୟାଙ୍କର । ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ହାସନ ତାଲୁକର ମୋସେଲ ହୋସାହାଲି ନିକଟ ୩୭୩ ନମ୍ବର ଜାତୀୟ ରାଜପଥରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି । ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା…

ଭାଇକୁ ମାରିଲା ଭାଇ, ପର୍ଦ୍ଦାଫାସ କଲା ଟିଟିଲାଗଡ଼ ପୋଲିସ

ଟିଟିଲାଗଡ଼: ଚାଲିଛି ପୋଲିସର ତନାଘନା । ସାଇଣ୍ଟିଫିକ ଟିମ ବି ସାଙ୍ଗରେ ରହିଛନ୍ତି । ଗୋଟିଏ ପରେ ଗୋଟିଏ ପୋଲିସ ଗାଡି ବି ଘୁରିବୁଲୁଛି । କେତେବେଳେ ଘର ଭିତରେ ପୋଲିସର ଛାନ ଭିନ ତ ଆଉ କେତେବେଳେ ନାଳ ନିକଟରେ । ଏ ଦୃଶ୍ୟ ହେଉଛି ଟିଟିଲାଗଡ଼ ସହର ହାଟପଦା ପଡା ସ୍ଥିତ ଗୋରୁବଜାରର । ରକ୍ତ…

ଆଉ ଗୋଟେ ମୁଣ୍ଡ ନେଲା ଦନ୍ତା, ଗାଧୋଇବାକୁ ଯାଉଥିବାବେଳେ ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା

କାମାକ୍ଷାନଗର: ଗାଧୋଇବାକୁ ଯାଉଥିବାବେଳେ ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା ।  କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋରିଆପାଳ ଗାଁରେ ହାତୀ ଆତଙ୍କ ।  ଆକ୍ରମଣରେ ଗାଁର ବିଦ୍ୟାଧର ଦେହୁରୀଙ୍କ ମୃତ୍ୟୁ ହୋଇଛି ।  ବିଦ୍ୟାଧର ଦେହୁରୀ ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ…

୨ ବିଜେପି ନେତାଙ୍କୁ ଗାଡ଼ି ଚଢାଇ ହତ୍ୟା ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ, ଗୁମର ଖୋଲିବ ପୋଲିସ

ସମ୍ବଲପୁର: ସମ୍ବଲପୁରରେ ୨ ବିଜେପି ନେତାଙ୍କୁ ଗାଡ଼ି ଚଢାଇ ହତ୍ୟା ଘଟଣାରେ ରିମାଣ୍ଡରେ ଆସିବ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ଡ୍ରାଇଭର ପ୍ରସନ୍ନ ଜେନାମଣି ବାରମ୍ବାର ନିଜ ବୟାନ ବଦଳାଉଥିବା ବେଳେ, ସତ ଆଦାୟ କରିବାକୁ ୭ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିଥିଲା ବୁର୍ଲା ପୋଲିସ । ତେବେ…

କଟକରେ ଚାଞ୍ଚଲ୍ୟ: ମହିଳାଙ୍କୁ ବୀଭତ୍ସ ହତ୍ୟା ପରେ ଫିଙ୍ଗିଦେଲେ

କଟକ :  କଟକରେ ବଡ଼ ଚାଞ୍ଚଲ୍ୟ । ମହିଳାଙ୍କୁ ମାରି ଫିଙ୍ଗିଦେଲେ । ପରମହଂସ କୋଚିଲାଇ ନିକଟ କାଠଯୋଡି ନଦୀ ପଠାରେ ମହିଳାଙ୍କୁ ବୀଭତ୍ସ ହତ୍ୟା କରାଯଇଛି । ମୃତ ମହିଳାଙ୍କ ମୁଁହ ଓ ବେକରେ ଗଭୀର କ୍ଷତ ଲାଗିଛି। ଘଟଣାସ୍ଥଳରେ ଛୋଟ ପିଲାର ଏକ ପୋଷାକ , ମାସ୍କ , ଗ୍ଲୋବସ ଓ ନଦୀ ଭିତରେ ଜଣେ…

ବିଚ୍‌ ରାସ୍ତାରେ ବୃଦ୍ଧଙ୍କ ଜୀବନ ନେଲା ଯୁବକ, ଭୟରେ ଥରହର ଲୋକେ

ଯାଜପୁର(କେନ୍ୟୁଜ୍‌): ରାସ୍ତାରେ ଯାଉଥିଲେ ବୃଦ୍ଧ ଜଣକ କିନ୍ତୁ ତାଙ୍କ ସହ ଏପରି କିଛି ଘଟିଯିବ ସେ କେବେ ଭାବି ନଥିଲେ । ବିଚ୍‌ ରାସ୍ତାରେ ତାଙ୍କ ସହ ଯାହା ଘଟିଯାଇଛି ଆପଣ ମଧ୍ୟ ସ୍ୱପ୍ନରେ ବି ସୁଦ୍ଧା ଭାବି ପାରିବେନି । ବୃଦ୍ଧ ଜଣକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଜଣେ ଯୁବକ । ଯାହାର…

ଅନଲାଇନ ଗେମରୁ ହତ୍ୟା, ପାସୱାର୍ଡ ନଦେବାରୁ ମାରିଦେଲେ ଚାରି ସାଙ୍ଗ

ନୂଆଦିଲ୍ଲୀ : ଅନଲାଇନ ଗେମ ପାସୱାର୍ଡ ନଦେବାରୁ ଯୁବକଙ୍କୁ ହତ୍ୟା । ଅନଲାଇନ ଗେମ୍ ଖେଳିବା ବେଳେ ବିବାଦ ସୃଷ୍ଟି ହେବାରୁ ପାପାଇ ଦାସ ନାମକ ଜଣେ ଯୁବକକୁ ହତ୍ୟା କରିଛନ୍ତି ଚାରି ଘନିଷ୍ଠ ସାଙ୍ଗ । ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଘଟିଛି ଏହି ଘଟଣା । ଜାନୁୟାରୀ ୮ ତାରିଖ ସନ୍ଧ୍ୟା…

ପୂର୍ବତନ ମହିଳା ସରପଞ୍ଚ ଓ ସ୍ବାମୀଙ୍କୁ ହତ୍ୟା ! ଦୁଇ ଦିନ ତଳୁ ନିଖୋଜ ଥିଲେ ଦମ୍ପତ୍ତି

କେନ୍ଦୁଝର (କେନ୍ୟୁଜ): ଦମ୍ପତ୍ତିଙ୍କୁ ମାରି ଫିଙ୍ଗିଦେଲେ। ଘର ପଛପଟ କୂଅରୁ ମିଳିଲା ମୃତଦେହ। କେନ୍ଦୁଝର କେ.ବାଲିପାଳ ପଞ୍ଚାୟତର ପୂର୍ବତନ ମହିଳା ସରପଞ୍ଚ ଓ ସ୍ବାମୀଙ୍କୁ ହତ୍ୟା ସନ୍ଦେହ। ନିରଞ୍ଜନ ବଉଳା ଫାଣ୍ଡିର ଗ୍ରାମରକ୍ଷୀ ଥିବାବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର ପୂର୍ବରୁ କେ.…