Browsing Tag

killed by lightning strike

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ଆଖି ବୁଜିଲେ ଆଉ ୧୦, ୫ ଦିନରେ ଗଲାଣି ୨୭ ଜୀବନ

ଭୁବନେଶ୍ୱର : ଆକାଶରୁ ଖସୁଛି ମୃତ୍ୟୁ । ରାଜ୍ୟରେ ଦିନକୁ ଦିନ ଘାତକ ହେବାରେ ଲାଗିଛି ବଜ୍ରପାତ। ଗତକାଲି ରାଜ୍ୟର ପୃଥକ ପୃଥକ ସ୍ଥାନରେ ଆଉ ୧୦ ଜଣଙ୍କର ଜୀବନ ଯାଇଛି। ଗତ ୫ ଦିନ ମଧ୍ୟରେ ବଜ୍ରପାତରେ୨୭ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତ ମୃତକ ଚାଷୀ ଓ ଶ୍ରମିକ ଶ୍ରେଣୀର। ବିଲରେ କାମ କରୁଥିବା…

କାମ ଚାଲିଥିବାବେଳେ ହଠାତ୍ ହେଲା ବଜ୍ରାଘାତ, ଦେଖୁ ଦେଖୁ ଟଳିପଡିଲେ ଶ୍ରମିକ

ବାସୁଦେବପୁର (କେନ୍ୟୁଜ୍): ବଜ୍ରାଘାତରେ ଶ୍ରମିକଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ଅଟଳ ବିହାରୀ କଲେଜ ଛକ ନିକଟରେ । ସୂଚନା ମୁତାବକ, ଗତକାଲି ମଧ୍ୟାହ୍ନରେ କାମ କରୁଥିବା ବେଳେ ବଜ୍ରାଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।…

ଭଦ୍ରକ: ବଜରାପୁର ଗାଁରେ ବଜ୍ରାଘାତ, ଜଣେ ଯୁବକଙ୍କ ମୃତ୍ୟୁ

ଚାନ୍ଦବାଲି: ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବଜାରପୁର ପଞ୍ଚାୟତର ବଜରାପୁର ଗାଁରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଯୁବକ ଜଣକ ଚିଙ୍ଗୁଡ଼ି ପୋଖରୀରେ କାମ କରୁଥିବା ବେଳେ ବଜ୍ରାଘାତ ଘଟିଥିଲା। ଫଳରେ ଯୁବକ ଜଣକ ତଳେ ପଡ଼ି ଅଚେତ ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ…

କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବଜ୍ରାଘାତ : ୪ବର୍ଷର ଶିଶୁ ମୃତ, ଯୁବତୀ ଗୁରୁତର

ଆନନ୍ଦପୁର : କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବଜ୍ରାଘାତ । ବଜ୍ରପାତରେ ଶିଶୁ ମୃତ, ଯୁବତୀ ଗୁରୁତର । ସୂଚନା ଅନୁଯାୟୀ, ଏକ ୪ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଶିଶୁଟିକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।…