Browsing Tag

killed

ବିଚ୍‌ ରାସ୍ତାରେ ବୃଦ୍ଧଙ୍କ ଜୀବନ ନେଲା ଯୁବକ, ଭୟରେ ଥରହର ଲୋକେ

ଯାଜପୁର(କେନ୍ୟୁଜ୍‌): ରାସ୍ତାରେ ଯାଉଥିଲେ ବୃଦ୍ଧ ଜଣକ କିନ୍ତୁ ତାଙ୍କ ସହ ଏପରି କିଛି ଘଟିଯିବ ସେ କେବେ ଭାବି ନଥିଲେ । ବିଚ୍‌ ରାସ୍ତାରେ ତାଙ୍କ ସହ ଯାହା ଘଟିଯାଇଛି ଆପଣ ମଧ୍ୟ ସ୍ୱପ୍ନରେ ବି ସୁଦ୍ଧା ଭାବି ପାରିବେନି । ବୃଦ୍ଧ ଜଣକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଜଣେ ଯୁବକ । ଯାହାର…

ଅନଲାଇନ ଗେମରୁ ହତ୍ୟା, ପାସୱାର୍ଡ ନଦେବାରୁ ମାରିଦେଲେ ଚାରି ସାଙ୍ଗ

ନୂଆଦିଲ୍ଲୀ : ଅନଲାଇନ ଗେମ ପାସୱାର୍ଡ ନଦେବାରୁ ଯୁବକଙ୍କୁ ହତ୍ୟା । ଅନଲାଇନ ଗେମ୍ ଖେଳିବା ବେଳେ ବିବାଦ ସୃଷ୍ଟି ହେବାରୁ ପାପାଇ ଦାସ ନାମକ ଜଣେ ଯୁବକକୁ ହତ୍ୟା କରିଛନ୍ତି ଚାରି ଘନିଷ୍ଠ ସାଙ୍ଗ । ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଘଟିଛି ଏହି ଘଟଣା । ଜାନୁୟାରୀ ୮ ତାରିଖ ସନ୍ଧ୍ୟା…

ପୂର୍ବତନ ମହିଳା ସରପଞ୍ଚ ଓ ସ୍ବାମୀଙ୍କୁ ହତ୍ୟା ! ଦୁଇ ଦିନ ତଳୁ ନିଖୋଜ ଥିଲେ ଦମ୍ପତ୍ତି

କେନ୍ଦୁଝର (କେନ୍ୟୁଜ): ଦମ୍ପତ୍ତିଙ୍କୁ ମାରି ଫିଙ୍ଗିଦେଲେ। ଘର ପଛପଟ କୂଅରୁ ମିଳିଲା ମୃତଦେହ। କେନ୍ଦୁଝର କେ.ବାଲିପାଳ ପଞ୍ଚାୟତର ପୂର୍ବତନ ମହିଳା ସରପଞ୍ଚ ଓ ସ୍ବାମୀଙ୍କୁ ହତ୍ୟା ସନ୍ଦେହ। ନିରଞ୍ଜନ ବଉଳା ଫାଣ୍ଡିର ଗ୍ରାମରକ୍ଷୀ ଥିବାବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର ପୂର୍ବରୁ କେ.…

ମିଟର ରିଡିଂ କର୍ମଚାରୀଙ୍କୁ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

ଭଂଜନଗର (କେନ୍ୟୁଜ): ଗଂଜାମ ଜିଲ୍ଲା ଗାଲେରୀ ଫାଣ୍ଡି ଅନ୍ତର୍ଗତ କୁପାଟୀ ଗାଁରେ ମିଟର ରିଡିଂ କର୍ମଚାରୀ ଲକ୍ଷ୍ମୀ ନାରାୟଣଙ୍କୁ ହତ୍ୟା ଘଟଣା। ଗତକାଲି ଭଂଜନଗର ବିଦ୍ୟୁତ୍ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ କର୍ମଚାରୀ ସଂଘ। ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ , ପରିବାରର…

ଗାଁ ଦାଣ୍ଡରେ ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ, ସାନ ମୃତ୍ୟୁ, ବଡ଼ ଗୁରୁତର

ଖୋର୍ଦ୍ଧା (କେନ୍ୟୁଜ): ଜଘନ୍ୟ ହତ୍ୟା । ଗାଁ ଦାଣ୍ଡରେ ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଆକ୍ରମଣରେ ସାନଭାଇର ମୃତ୍ୟୁ, ବଡ଼ଭାଇ ଗୁରୁତର । ଖୋର୍ଦ୍ଧା ବୋଲଗଡ ବ୍ଲକ ସାନକୁମାରୀ ଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ମୃତକ…

ଗାଁ ଦାଣ୍ଡରେ ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲା ଦୁର୍ବୃତ୍ତ, ସାନଭାଇର ମୃତ୍ୟୁ ଓ ବଡ଼ଭାଇ ଗୁରୁତର

ବେଗୁନିଆ(କେନ୍ୟୁଜ୍): ଜଘନ୍ୟ ହତ୍ୟା । ଗାଁ ଦାଣ୍ଡରେ ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲା ଦୁର୍ବୃତ୍ତ । ଆକ୍ରମଣରେ ସାନଭାଇର ମୃତ୍ୟୁ, ବଡ଼ଭାଇ ଗୁରୁତର । ଖୋର୍ଦ୍ଧା ବୋଲଗଡ ବ୍ଲକ ସାନକୁମାରୀ ଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ମୃତକ…

୩ ବର୍ଷର ପୁଅକୁ ବିଷ ଦେଇ ମାରିଲା ସାବତ ବାପା, ଥାନାରେ ଅଭିଯୋଗ କଲା ମା’

ନବରଙ୍ଗପୁର (କେନ୍ୟୁଜ): ୩ ବର୍ଷର ଶିଶୁ ପୁତ୍ରକୁ ବିଷ ଦେଇ ମାରିଲା ସାବତ ବାପା। ଏ ନେଇ ନବରଙ୍ଗପୁର ଜିଲ୍ଲାର କୁନ୍ଦେଇ ଥାନାରେ ଅଭିଯୋଗ କରିଛି ମା'। ସୂଚନା ଅନୁଯାୟୀ, ଗତକାଲି ପୁଅର କାଶ ହେବାରୁ ଗାୟତ୍ରୀ ଗଣ୍ଡ ତାକୁ କାଶ ଔଷଧ ଦେବା ପାଇଁ ସ୍ୱାମୀ ବିଶ୍ୱନାଥ ଗଣ୍ଡଙ୍କୁ କହିଥିଲେ।…

ଶାଶୁକୁ ହତ୍ୟା କଲା ଜ୍ୱାଇଁ, ବଞ୍ଚାଇବାକୁ ଯାଇ ଶ୍ବଶୁର ଗୁରୁତର

ରାଉରକେଲା (କେନ୍ୟୁଜ): ଶାଶୁକୁ ହତ୍ୟା କଲା ଜ୍ୱାଇଁ । ହତ୍ୟା ବେଳେ ବଞ୍ଚାଇବାକୁ ଯାଇଥିବା ଶଶୁରଙ୍କୁ ମରଣାନ୍ତକ ଆକ୍ରମଣ ପରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଗୁଣିଗାରେଡ଼ି ସନ୍ଦେହରେ ଶାଶୁକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ରାଉରକେଲା କାତେପୁର ସ୍କୁଲ ଟୋଲା ଅଞ୍ଚଳରୁ…

କନ୍ଧମାଳ-ବୌଦ୍ଧ ସୀମାନ୍ତରେ ଗୁଳିବିନିମୟ, ୨ ମହିଳା ମାଓବାଦୀ ମୃତ

କନ୍ଧମାଳ (କେନ୍ୟୁଜ): ୨ ମାଓବାଦୀଙ୍କୁ ଏନକାଉଣ୍ଟର । କନ୍ଧମାଳ-ବୌଦ୍ଧ ବର୍ଡରରେ ଆଜି ମାଓବାଦୀ ଓ ଏସଓଜି, ଡିଭିଏଫ୍‌ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏନକାଉଣ୍ଟର ସ୍ଥଳରୁ ୨ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଗୋଟିଏ ଇନସାସ୍‌ ରାଇଫଲ, ୩ଟି ଦେଶୀ ବନ୍ଧୁକ ଓ ୧୧ ରାଉଣ୍ଡ ଗୁଳି…

ଘରୋଇ କଳିକୁ ନେଇ ଧାରୁଆ ଅସ୍ତ୍ରରେ ଶାଶୁକୁ ହତ୍ୟା କଲା ଜ୍ୱାଇଁ, ଅଭିଯୁକ୍ତ ଫେରାର

ରାୟଗଡ଼ା (କେନ୍ୟୁଜ): ଘରୋଇ କଳହକୁ ନେଇ ଶାଶୁକୁ ହତ୍ୟା କଲା ଜ୍ୱାଇଁ। ଅଭିଯୁକ୍ତ ଫେରାର। ରାୟଗଡ଼ା ସହର ଗୌତମ ନଗର ସ୍ଥିତ ଶିବ ମନ୍ଦୀର ନିକଟରେ ଥିବା ତିନି ମହଲା ଘରର ଉପର ମହଲା ରେ ରହୁଥିଲେ ଗଙ୍ଗାଆମ୍ମା ଗରିଡିଆ ତାଙ୍କ ବଡ ଝିଅ ଓ ସାନ ଝିଅ । ହଠାତ ସାନ ଝିଅ ରୁଦୁମା କନ୍ଧପାଣିର ସ୍ବାମୀ…

ଦେବଗଡ : ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ସନ୍ଦେହରେ ସ୍ତ୍ରୀ ଓ ପୁଅ ସମେତ ୫ ଜଣଙ୍କୁ ଥାନାରେ ଅଟକ

ଦେବଗଡ (କେନ୍ୟୁଜ): ଦେବଗଡ ଥାନା ବସାଲୋଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ କାଲକାଠ ଗ୍ରାମ କିସାନ ସାହିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ମୃତକ କିସାନ ସାହିର ହୃଦାନନ୍ଦ କିସାନ ବୋଲି ଜଣାପଡିଛି । ଗତ କାଲି ରାତିରେ ହତ୍ୟା କାଣ୍ଡ ଘଟିଥିବା ସୂଚନା ମିଳିଛି। ଘର ଭିତରେ ମୃତ ଦେହ ପଡି ଥିବାରୁ ପରିବାର…