ପାଗଳ ନେତାଙ୍କ ଅଜବ କାନୁନ: ଆଜିଠୁ ୧୧ଦିନ ‘କଠୋର’ ଶୋକ ପାଳୁଛି ଉତ୍ତର କୋରିଆ, ଏ ଭିତରେ ନିୟମ ଭାଙ୍ଗିଲେ ସିଧା…
ଉତ୍ତର କୋରିଆ ନିଜର ଅଜବ ଆଇନ କାନୁନ ଏବଂ ନିଷ୍ପତ୍ତି ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ବର୍ତ୍ତମାନ ଏଠାକାର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍ ଜନତାଙ୍କ ହସ ଉପରେ ରୋକ୍ ଲଗାଇ ଦେଇଛନ୍ତି। ବାସ୍ତବରେ, ଉତ୍ତର କୋରିଆ ନିଜର ପୂର୍ବତନ ସର୍ବୋଚ୍ଚ ନେତା କିମ ଜୋଙ୍ଗ ଇଲଙ୍କ ଦଶମ ଶ୍ରାଦ୍ଧ…