Browsing Tag

kim jong un

କାନ୍ଦି ପକାଇଲେ କିମ୍‌ ଜୋଙ୍ଗ୍‌ ଉନ୍‌, ଜାଣନ୍ତୁ ଉତ୍ତର କୋରିଆର ଶାସକ କାହିଁକି ହୋଇଗଲେ ଭାବପ୍ରବଣ

କାନ୍ଦି ପକାଇଲେ ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌। ଦେଶର ମହିଳାମାନଙ୍କ ସାମ୍ନାରେ ଭାଷଣ ଦେଉଥିବା ବେଳେ ଆଖିରୁ ତାଙ୍କର ଲୁହ ବାହାରି ଆସିଥିଲା। ସେପଟେ କିମ୍‌ଙ୍କ ଆଖିରେ ଲୁହ ଦେଖି ଉପସ୍ଥିତ ସମସ୍ତ ମହିଳା କାନ୍ଦିବାକୁ ଲାଗିଥିଲେ। ସୋସିଆଲ ମିଡିଆରେ କୋରିଆନ୍‌ ବାଦଶାହ ଭାବପ୍ରବଣ…

କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଅଜବ ନିଷ୍ପତ୍ତି; ‘ଜୁ-ଏଇ’ ନାମରେ ପରିଚିତ ହେବେନି କୌଣସି ମହିଳା ଓ ଯୁବତୀ

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଝିଅ ନାମରେ ନାମିତ ଯୁବତୀ ଏବଂ ମହିଳାଙ୍କୁ ନିଜ ନାମ ବଦଳାଇବା ପାଇଁ ବାଧ୍ୟ କରାଯାଉଛି। ଫକ୍ସ ଷ୍ଟାର୍‌ରେ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ଉତ୍ତର କୋରିଆର ଅଧିକାରୀମାନେ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ…

ପୁଣି ଥରେ ନିଖୋଜ ହୋଇଗଲେ କିମ ଜଙ୍ଗ ଉନ, ୩୫ ଦିନ ହେବ ଦେଖା ନାହିଁ

ନୂଆଦିଲ୍ଲୀ :  ପୁଣି ଥରେ ନିଖୋଜ ହୋଇଗଲେ ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ । ୩୫ ଦିନ ହେବ କିମ ଜଙ୍ଗ ଉନଙ୍କ ଦେଖା ନାହିଁ । ରବିବାର ହୋଇଥିବା କମ୍ୟୁନିଷ୍ଟ ପାର୍ଟି ବୈଠକରେ ମଧ୍ୟ ଉପସ୍ଥିତ ନଥିଲେ କିମ ଜଙ୍ଗ । ତୃତୀୟ ଥର ପାଇଁ ଏପରି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ଅନୁପସ୍ଥିତ ଥିବା…

ପ୍ରଥମ ଥର ଦୁନିଆ ସାମ୍ନାକୁ ଆସିଲେ କିମ୍‌ ଜୋଙ୍ଗ ଉନଙ୍କ ଝିଅ; ବାପାଙ୍କ ହାତ ଧରି ମିସାଇଲ୍‌ ଲଞ୍ଚ୍‌ ଦେଖିବାକୁ…

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଝିଅ ପ୍ରଥମ ଥର ଦୁନିଆ ସାମ୍ନାକୁ ଆସିଛନ୍ତି। କିମ ଜୋଙ୍ଗ ଉନ ଶନିବାର ନିଜ ଝିଅ ସହିତ କୋରିଆର ସବୁଠାରୁ ବଡ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଲଞ୍ଚିଂରେ ଦେଖିବାକୁ ମିଳିଥିଲେ। ଏହି ସମୟରେ କିମ ଜୋଙ୍ଗ ଉନ ତାଙ୍କର ୧୨ ବର୍ଷୀୟା ଝିଅର ହାତ…

କଠୋର ଶାସକ କିମ୍‌ ଜଙ୍ଗ ଉନ୍‌ : କେବେ ଲଗାଇଲେ କାନ୍ଦିବା ଓ ହସିବା ଉପରେ କଟକଣା ତ କେବେ ତିନି ପିଢ଼ିଙ୍କୁ ଦଣ୍ଡ,…

ନୂଆଦିଲ୍ଲୀ : ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗଙ୍କ ଅଜବ ଶାସନ ସମ୍ପର୍କରେ କିଏ ବା ନ ଜାଣନ୍ତି । ଦୁନିଆରେ ଏମିତି କିଛି ଜାଗା ରହିଛି ଯେଉଁଠି ମନୁଷ୍ୟ ତାର ମାନବିକ ଅଧିକାର ବି ହାସଲ କରି ପାରିନଥାନ୍ତି । ସେହିପରି ଏକ ଦେଶ ହେଉଛି ଉତ୍ତର କୋରିଆ । ଯେଉଁଠି ଶାସକ ହେଉଛନ୍ତି କିମ୍‌…

ଫିଲ୍ମି ଢଙ୍ଗରେ ମିସାଇଲ୍ ଟେଷ୍ଟ କଲା ଉତ୍ତର କୋରିଆ, ଆକ୍ସନ ମୁଭି ଷ୍ଟାର ଭଳି ନଜର ଆସିଲେ କିମ୍ ଜୋଙ୍ଗ୍…ଦେଖନ୍ତୁ…

ଉତ୍ତର କୋରିଆ ଗୁରୁବାର ଏକ ନୂଆ ଅର୍ନ୍ତମହାଦ୍ବୀପୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏହି ପରୀକ୍ଷଣର ପ୍ରଚାର ପାଇଁ ଦେଶର ଏକଚ୍ଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍-ଉନ ଯେଉଁ ଭିଡିଓ ଜାରି କରିଛନ୍ତି, ତାହାକୁ ନେଇ ପୂରା ବିଶ୍ବରେ ଚର୍ଚ୍ଚା ଜୋର୍ ଧରିଛି। ଏକ ଖବର ମୁତାବକ, ଉତ୍ତର…

ବାପାଙ୍କ ଜୟନ୍ତୀରେ ବି କଠୋର ହେଲେ କିମ୍‌ ଜୋଙ୍ଗ୍‌ ଉନ୍‌! ହଜାର ହଜାର ଲୋକଙ୍କୁ -୧୫ ଡିଗ୍ରୀରେ ଛିଡ଼ା କରେଇଲେ; ବରଫ…

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ସେ ନିଜ ପିତା କିମ ଜୋଙ୍ଗ ଇଲଙ୍କ ଜୟନ୍ତୀରେ ହଜାର ହଜାର ଲୋକଙ୍କୁ ହାଡ଼ଭଙ୍ଗା ଥଣ୍ଡାରେ ଛିଡ଼ା କରାଇ ରଖିଥିଲେ। ୨୦୧୧ ମସିହାରେ କିମ୍‌ ଜୋଙ୍ଗ୍‌ ଉନଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା। ତେବେ ପ୍ରବଳ ଥଣ୍ଡାରେ…

ସବୁବେଳେ ନିଜ ପାଇଖାନା ସାଙ୍ଗରେ ଧରି ବୁଲନ୍ତି କିମ୍‌ ଜୋଙ୍ଗ ଉନ! ମଳକୁ ନେଇ ରହିଛି ଖାସ୍‌ ଭୟ; ଭୁଲ୍‌ରେ କେହି…

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ ଯେଉଁଆଡ଼େ ବି ଯାଆନ୍ତି, ତାଙ୍କ ଟଏଲେଟ୍‌ ନେବାକୁ ଭୁଲନ୍ତି ନାହିଁ। ଅର୍ଥାତ୍‌ ସେ ଟଏଲେଟ୍‌ ଧରି ଯାତ୍ରା କରନ୍ତି। ଉତ୍ତର କୋରିଆ ଗାର୍ଡ କମାଣ୍ଡର ଜଣେ ପୂର୍ବତନ କର୍ମଚାରୀ କହିଛନ୍ତି ଯେ କିମ୍‌ ଜୋଙ୍ଗ ପ୍ରତ୍ୟେକ ଜାଗାକୁ ନିଜ ଟଏଲେଟ୍‌…

ପାଗଳ ନେତାଙ୍କ ଅଜବ କାନୁନ: ଆଜିଠୁ ୧୧ଦିନ ‘କଠୋର’ ଶୋକ ପାଳୁଛି ଉତ୍ତର କୋରିଆ, ଏ ଭିତରେ ନିୟମ ଭାଙ୍ଗିଲେ ସିଧା…

ଉତ୍ତର କୋରିଆ ନିଜର ଅଜବ ଆଇନ କାନୁନ ଏବଂ ନିଷ୍ପତ୍ତି ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ବର୍ତ୍ତମାନ ଏଠାକାର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍ ଜନତାଙ୍କ ହସ ଉପରେ ରୋକ୍‌ ଲଗାଇ ଦେଇଛନ୍ତି। ବାସ୍ତବରେ, ଉତ୍ତର କୋରିଆ ନିଜର ପୂର୍ବତନ ସର୍ବୋଚ୍ଚ ନେତା କିମ ଜୋଙ୍ଗ ଇଲଙ୍କ ଦଶମ ଶ୍ରାଦ୍ଧ…

ଭୋକରେ ଛଟପଟ ଉତ୍ତର କୋରିଆକୁ କିମ୍‌ ଜୋଙ୍ଗ୍‌ଙ୍କ ନୂଆ ଆଦେଶ, ଏବେ ଖାଇବାକୁ ପଡ଼ିବ କଳା ହଂସ ମାଂସ; ଜାରି ହେଲା ଖାଦ୍ୟ…

ଉତ୍ତର କୋରିଆ ଅନାହାରର ଶେଷ ସୀମାରେ ପହଞ୍ଚିଛି। ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଦେଶର ଜନତାଙ୍କୁ କମ୍‌ ଖାଇବାକୁ ଆଦେଶ ଜାରି କରିଛନ୍ତି। ଏହା ସତ୍ତ୍ୱେ ଦେଶ ଖାଦ୍ୟ ସଙ୍କଟରୁ ମୁକ୍ତି ପାଇବାର କୌଣସି ବି ଆଶା ନାହିଁ। ବର୍ତ୍ତମାନ କିମ୍‌ ଜୋଙ୍ଗ୍‌ ଏହି ସମସ୍ୟାରୁ ନିସ୍ତାର ପାଇବା…

ଅସୁସ୍ଥ ହୋଇପଡ଼ିଛନ୍ତି ଉତ୍ତର କୋରିଆର ଲିଡର କିମ ଜୋଙ୍ଗ! ମୁଣ୍ଡର ପଛ ଭାଗରେ ଲାଗିଛି ମେଡିକାଲ୍ ବ୍ୟାଣ୍ଡେଜ୍

ନୂଆଦିଲ୍ଲୀ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ଏଥର ଚର୍ଚ୍ଚାର କାରଣ ହେଉଛି ତାଙ୍କ ମୁଣ୍ଡର ପଛ ଭାଗରେ ଲାଗିଥିବା ମେଡିକାଲ୍ ବ୍ୟାଣ୍ଡେଜ୍ । କୋରିଆ ପିପୁଲ୍ସ ଆର୍ମି ଇଭେଣ୍ଟରେ ଏହି ବ୍ୟାଣ୍ଡେଜ୍ ଦେଖିବାକୁ ମିଳିଥିଲା ​। ଏହି କାର୍ଯ୍ୟକ୍ରମ…