Browsing Tag

kims

ଡାକ ବିଭାଗର ସ୍ୱତନ୍ତ୍ର ସ୍ମାରକ ଡାକ ଏନଭଲପ, କିମ୍ସର ୨୦ ବର୍ଷ ପୂର୍ତ୍ତି ଅବସରରେ ଡାକ ଏନଭଲପ ଉନ୍ମୋଚିତ

ଭୁବନେଶ୍ୱର : କିମ୍ସର ୨୦ ବର୍ଷ ପୂର୍ତ୍ତି ଅବସରରେ ଡାକ ବିଭାଗର ସ୍ୱତନ୍ତ୍ର ସ୍ମାରକ ଡାକ ଏନଭଲପ ଉନ୍ମୋଚିତ । ଚିକିତ୍ସା ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସମାଜସେବା କ୍ଷେତ୍ରରେ କିମ୍ସର ୨ ଦଶନ୍ଧିର ଅବଦାନକୁ ଏହି ସ୍ମାରକ ଆବରଣ ମାଧ୍ୟମରେ ସମ୍ମାନ ଜଣାଯାଇଛି।ଏହି ଅବସରରେ ଓଡ଼ିଶା ଡାକ…

କିମ୍ସରେ ‘ଟ୍ରାନ୍ସପ୍ଲାଣ୍ଟ ପାଥୋଲୋଜି’ ଉପରେ କର୍ମଶାଳା ଉଦଯାପିତ

ଭୁବନେଶ୍ୱର : କିମ୍ସ ଓ ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍ ହସ୍ପିଟାଲର ସ୍ନାତକୋତ୍ତର ପାଥୋଲୋଜି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଦୁଇ ଦିନିଆ ଜାତୀୟସ୍ତରୀୟ ‘ମିଡ୍-ଟର୍ମ CME କର୍ମଶାଳା’ ଆଜି ଉଦଯାପିତ ହୋଇଛି। "ଟ୍ରାନ୍ସପ୍ଲାଣ୍ଟ ପାଥୋଲୋଜି ବାୟୋପ୍ସିରୁ ବେଡସାଇଡ୍ " ଶୀର୍ଷକକୁ ନେଇ ଆୟୋଜିତ…

ଗରିବ ଲୋକଙ୍କ ପାଖରେ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟରେ କିମ୍ସର ପ୍ରତିବଦ୍ଧତା

ଭୁବନେଶ୍ୱର : ଓଡ଼ିଶାର ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ପାଖରେ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟରେ କିମ୍ସର ପ୍ରତିବଦ୍ଧତା ପ୍ରମାଣିତ ହୋଇଛି ।  କଟକ କଲାରାବାଙ୍କସ୍ଥିତ କିମ୍ସ ଗ୍ରାମାଞ୍ଚଳ ହସ୍ପିଟାଲର ଡାକ୍ତରମାନେ ଜଣେ ମହିଳାଙ୍କଠାରେ ସଫଳତାର ସହ ସ୍ତନ କର୍କଟ ଅସ୍ତ୍ରୋପଚାର…

କିମସ୍ କାର୍ଡିଆକ୍ ସର୍ଜନ ଚିକାଗୋ ଏଏଟିଏସ ଫାଉଣ୍ଡେସନ୍ ପକ୍ଷରୁ ସମ୍ମାନିତ

ଭୁବନେଶ୍ୱର :  କିମସ୍ କାର୍ଡିଆକ୍ ସର୍ଜନ ଚିକାଗୋ ଏଏଟିଏସ ଫାଉଣ୍ଡେସନ୍ ପକ୍ଷରୁ ସମ୍ମାନିତ। ଭୁବନେଶ୍ୱର କିମ୍‍ସ ହୃଦ୍ ସର୍ଜନ୍ ଡାକ୍ତର ସତ୍ୟଜିତ୍ ସାମଲ ଆମେରିକାରୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ହାସଲ କରିଛନ୍ତି। ଉନ୍ନତ ହୃଦୟ ପ୍ରତିରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ…

KIMS ରେ ବିରଳ ଅସ୍ତ୍ରୋପଚାର : ୧୦ ବର୍ଷ ଧରି ଶଯ୍ୟାଶାୟୀ ଥିଲେ,ଏବେ ଚାଲବୁଲ କରୁଛନ୍ତି

ଭୁବନେଶ୍ୱର : ଗୋଡ଼ ପାଇଁ ବିଛଣାରେ ପଡ଼ି ରହୁଥିଲେ।  ନା ଚାଲିପାରୁଥିଲେ, ନା ଶୌଚାଳୟକୁ ଯାଇପାରୁଥିଲେ। ପରିବାର ଲୋକେ ଅନେକ ଡାକ୍ତରଖାନା ବୁଲିସାରିଥିଲେ, ହେଲେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିପାରିଲା ନାହିଁ। ସମସ୍ତ ଆଶା ହରାଇ ଶେଷରେ କିମ୍‍ସରେ ପହଞ୍ଚିଥିଲେ ଯାଜପୁର ଜିଲ୍ଲାର ୬୨…

କିମ୍ସ ପକ୍ଷରୁ କିମ୍ସ ଲ୍ୟାବ୍ ପ୍ରଫେସନାଲ ସପ୍ତାହ-୨୦୨୬ ଆୟୋଜିତ

ଭୁବନେଶ୍ୱର : କିମ୍ସ ପକ୍ଷରୁ ଆୟୋଜିତ ହୋଇଯାଇଛି କିମ୍ସ ଲ୍ୟାବ ପ୍ରଫେସନାଲ ସପ୍ତାହ-୨୦୨୬ । ଏବର୍ଷର ଥିମ୍ ଭାବେ - Lab story to infinity and beyond for our patientsକୁ ଚୟନ କରାଯାଇଛି । ଆଜି କିମ୍ସ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଟ୍ ଉପ କୁଳପତି ଡା ସିବିକେ ମହାନ୍ତି,…

IRACON Odisha- 2026 ଆରମ୍ଭ, ରିଉମାଟିକ୍ ରୋଗର ନୂତନ ଚିକିତ୍ସା ପ୍ରଣାଳୀ, ଆଧୁନିକ ଗବେଷଣା ବିଷୟରେ ଆଲୋଚନା

ଭୁବନେଶ୍ୱର : ଆରମ୍ଭ ହୋଇଛି ୧୭ତମ IRACON Odisha- 2026 । ଫେବ୍ରୁଆରୀ ୨୧ ଓ ୨୨ ତାରିଖ କିମ୍ସର ଅଡିଟୋରିଅମ୍, କ୍ୟାମ୍ପସ-୫ରେ ଦୁଇଦିନିଆ ଏହି ଜାତୀୟ ରିଉମାଟୋଲୋଜି ସମ୍ମିଳନୀ ଆୟୋଜିତ ହୋଇଛି । Decoding Rheumatic Diseases Education, Evidence and Emerging Technologies ଥିମ୍…

କିମ୍ସ ପକ୍ଷରୁ ନାଚୁଣୀ ମହାବିଦ୍ୟାଳୟରେ ମେଗା ସ୍ବାସ୍ଥ୍ୟ ସେବା ଶିବିର, ଉଦଘାଟନ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ…

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସ୍ଥିତ ନାଚୁଣୀ ମହାବିଦ୍ୟାଳୟରେ ମେଗା ସ୍ବାସ୍ଥ୍ୟ ସେବା ଶିବିର ।  କିମ୍ସ ପକ୍ଷରୁ ଆୟୋଜିତ ଶିବିରକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦଘାଟନ କରିଥିଲେ । ଅନ୍ୟ ଅତିଥିଭାବେ ଭାବେ ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର , ଚିଲିକାର ପୂର୍ବତନ…

କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ଉଦ୍‍ଘାଟିତ

ଭୁବନେଶ୍ୱର : କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ଉଦ୍‍ଘାଟିତ ।  ଆମେରିକାନ ଆସୋସିଏସନ ଅଫ ଇଣ୍ଡିଆନ ଅରିଜିନ- ଭାରତୀୟ ବଂଶୋଦ୍ଭବ ଚିକିତ୍ସକ ସଂଘ ପକ୍ଷରୁ କିମ୍‍ସରେ ୧୯ତମ ଗ୍ଲୋବାଲ୍ ହେଲଥ୍‍କେୟାର ସମିଟ୍ ୨୦୨୬ ଉଦ୍‍ଘାଟିତ ।  ଜାନୁଆରୀ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି…

ଅନ୍ତର୍ଜାତୀୟ ଜର୍ଣ୍ଣାଲ ଡାଟାବେସରେ ତାଲିକାଭୁକ୍ତ ହେଲା କିମସ ଜର୍ଣ୍ଣାଲ

ଭୁବନେଶ୍ବର: ଶିକ୍ଷାଗତ ଏବଂ ଗବେଷଣା କାର୍ଯ୍ୟକଳାପକୁ ଆଗକୁ ନେବା ପାଇଁ କିମସ ପକ୍ଷରୁ ପ୍ରକାଶିତ ମେଡ଼ିକାଲ ଜର୍ଣ୍ଣାଲ ଜର୍ଣ୍ଣାଲ୍ ଅଫ୍ ଇଣ୍ଟିଗ୍ରେଟିଭ୍ ମେଡିସିନ୍ ଆଣ୍ଡ୍ ରିସର୍ଚ୍ଚ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଡାଇରେକ୍ଟୋରୀ ଅଫ୍ ଓପନ୍ ଆକ୍ସେସ୍ ଜର୍ଣ୍ଣାଲ୍ସରେ ସ୍ଥାନିତ ହୋଇଛି ।  କିମସ…

କିମ୍‍ସରେ କାହୋଟେକ୍‍ର ଦଶମ ସଂସ୍କରଣ ଉଦଯାପିତ

ଭୁବନେଶ୍ୱର : କନସୋର୍ଟିୟମ୍ ଅଫ୍ ଆକ୍ରେଡିଟେଡ୍ ହେଲଥକେୟାର ଅର୍ଗାନାଇଜେସନ୍‍ସ (କାହୋ) ଦ୍ୱାରା ଆୟୋଜିତ ଭାରତର ପ୍ରିମିୟର ହେଲ୍‍ଥକେୟାର ଟେକ୍ନୋଲୋଜି ଇନୋଭେସନ୍ କନକ୍ଲେଭ୍ – କାହୋଟେକ୍‍ର ଦଶମ ସଂସ୍କରଣ ରବିବାର କିମ୍‍ସରେ ଉଦଯାପିତ ହୋଇ ଯାଇଛି ।  କିମସ ଓ କାହୋ ମିଳିତ ଆନୁକୁଲ୍ୟରେ…

କିମ୍ସ ପକ୍ଷରୁ ଯାଜପୁର ବିରିପଟାରେ ତୃତୀୟ ମେଗା ସ୍ବାସ୍ଥ୍ୟ ଶିବିର, ଯୋଗ ଦେଲେ ୨୫ରୁ ଊର୍ଦ୍ଧ୍ବ ବିଶେଷଜ୍ଞ ଡାକ୍ତର

ଯାଯପୁର: ଶିକ୍ଷାବିତ୍‍ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ଗ୍ରାମାଞ୍ଚଳ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ ସାଇନସେସ୍‍ (କିମ୍‍ସ) ପକ୍ଷରୁ ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ସ୍ଥାନରେ ମେଗା ସ୍ୱାସ୍ଥ୍ୟମେଳା ଆୟୋଜନ…