Browsing Tag

king cobra

ଏହି ଦେଶରେ ଅଧିକ ମାତ୍ରାରେ ଦେଖିବାକୁ ମିଳେ ବିଷଧର ସାପ, ଜାଣନ୍ତୁ କେଉଁଠି…

ଆମ ପୃଥିବୀ ପଷ୍ଠରେ ଏମିତି ଅନେକ ଜୀବଜନ୍ତୁ ଅଛନ୍ତି ଯେଉଁମାନେ ଦେଖିବାକୁ ଭୟଙ୍କର ଓ ବିପଦପୂର୍ଣ୍ଣ । ସେମାନଙ୍କ ବିପଦଜନ୍ନକ ଗୁଣ ପାଇଁ ଆମେ ସେମାନଙ୍କୁ ଜାଣିଥାଉ । ଯେମିତିକି ଆମେ କହିପାରିବା ବିଷଧର ସାପ । ଦୁନିଆରେ ଏମିତି କିଛି ସାପ ଅଛନ୍ତି ଯେଉଁମାନେ କି ଅଧିକ ବିଷଧର । ସେମାନଙ୍କ ଠାରେ…

ଏହି ଦେଶରେ ମିଳେ ସବୁଠାରୁ ବିଷାକ୍ତ ସାପ, ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆମ ପୃଥିବୀରେ ଅନେକ ପ୍ରାଣୀ ଅଛନ୍ତି । କିଛି ଜୀବ ସେମାନଙ୍କ ବିଷ ପାଇଁ ବେଶ ଜଣାଶୁଣା । ଏଥି ମଧ୍ୟରୁ ଗୋଟିଏ ହେଉଛି ସାପ । ଦୁନିଆରେ ଅନେକ ସାପ ଅଛନ୍ତି ଯେଉଁମାନେ ଅତ୍ୟଧିକ ବିଷାକ୍ତ ହୋଇଥାନ୍ତି । ଏପରିକି ସେମାନଙ୍କର ବିଷ ମଣିଷକୁ ମାରିପାରେ । କିନ୍ତୁ ଆପଣ ଜାଣିଛନ୍ତି କେଉଁ ଦେଶରେ…

‘ଅହିରାଜ’ର ବଡ଼ ରହସ୍ୟ ଉପରୁ ଉଠିଲା ପରଦା, ତୁଟିଲା ୧୮୮ ବର୍ଷ ପୁରୁଣା ଭ୍ରମ !

୧୮୩୬ ମସିହାରେ ଡାନିସ୍ ଜୁଲୋଜିଷ୍ଟ୍ ଥିଓଡୋର ଆଡଭର୍ଡ କାଣ୍ଟର ‘ଅହିରାଜ’ ବା ‘କିଙ୍ଗ୍ କୋବ୍ରା’କୁ ଏକକ ପ୍ରଜାତି ରୂପେ ବର୍ଗୀକୃତ କରିଥିଲେ । କିନ୍ତୁ ଭାରତୀୟ ବୈଜ୍ଞାନିକମାନେ ୧୨ ବର୍ଷର ଗବେଷଣା ପରେ ଅହିରାଜକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ସେମାନେ ପ୍ରମାଣିତ କରିଛନ୍ତି ଯେ କିଙ୍ଗ୍…

୧୨ ଫୁଟ ଲମ୍ବର କିଙ୍ଗ କୋବ୍ରା ସାପ ଉଦ୍ଧାର

 ଅନୁଗୁଳ : ୧୨ ଫୁଟ ଲମ୍ବର କିଙ୍ଗ କୋବ୍ରା ସାପ ଉଦ୍ଧାର । ଅନୁଗୁଳ ଜିଲ୍ଲା ଟିକରପଡା ରେଞ୍ଜ ଅଫିସ ନିକଟ ଘାଟ ସାହିରୁ କାଠ ଭିତରୁ ଏକ କିଙ୍ଗ କୋବ୍ରା ସାପ ଉଦ୍ଧାର କରିଛି ବନ ବିଭାଗ । ଉଦ୍ଧାର ସାପକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଦିଆଯାଇଛି । ସାପଟି କାଠ ମଧ୍ୟରେ ଥିବା ଦେଖି ସାପ ଧରାଳି …

ନିଜିଗଡ଼ ଗ୍ରାମରୁ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ଆଠଗଡ଼ : ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ନିଜିଗଡ଼ ଗ୍ରାମ ନିକଟରୁ ଏକ ୧୦ ଫୁଟ ଲମ୍ବର ଅହିରାଜ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପଲାଇର ସଦସ୍ୟ ।  ସାପଟିକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ ।  ସାପଟି ଏକ ଗଛ ଉପରେ ଚଢିଥିବା ଦେଖିବାକୁ ମିଳିଥିଲା ।  ପରେ ସ୍ନେକ ହେଲ୍ପଲାଇନର…

କାହିଁକି ଏତେ ମାରାତ୍ମକ ଅହିରାଜ ? ଜାଣନ୍ତୁ କେଉଁ ବିଷରେ ଆକ୍ରମଣ କରେ ଏହି ସାପ

ପୃଥିବୀରେ ମିଳୁଥିବା ସବୁଠାରୁ ବିଷାକ୍ତ ସାପ ମଧ୍ୟରୁ କିଙ୍ଗ କୋବ୍ରା ବା ଅହିରାଜ ହେଉଛି ଅନ୍ୟତମ । ସାଧାରଣତଃ କିଙ୍ଗ କୋବ୍ରାର ଲମ୍ବ ପ୍ରାୟ ୧୨ ରୁ ୧୩ ଫୁଟ ଥାଏ କିନ୍ତୁ ବେଳେବେଳେ ୨୦ ଫୁଟରୁ ଅଧିକ ଲମ୍ବର ସାପ ବି ଉଦ୍ଧାର ହୋଇଥାନ୍ତି । ଅହିରାଜ ନିଜ ଶରୀରର ଏକ ତୃତୀୟାଂଶକୁ ଭୂମିରୁ…

କିଙ୍ଗ କୋବ୍ରା ଏକାସହିତ ଗିଳିଲା ୩ଟି ସାପ, ଭାଇରାଲ ହେଉଛି ଭିଡିଓ

କିଙ୍ଗ କୋବ୍ରା ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ସାପ ମଧ୍ୟରୁ ଅନ୍ୟତମ । କିଙ୍ଗ କୋବ୍ରା ହେଉଛି ସବୁଠାରୁ ବିଷାକ୍ତ ସାପ । ଯିଏ ନିଜଠାରୁ ବଡ଼ ସାପକୁ ମଧ୍ୟ ଖାଇପାରେ । କୁହାଯାଏ କିଙ୍ଗ କୋବ୍ରାଙ୍କ ଖାଦ୍ୟ କେବଳ ଅନ୍ୟ ସାପ । ତେବେ କିଙ୍ଗ କୋବ୍ରାର ଏତେ ବିଷ ଅଛି ଯେ ଯଦି ଗୋଟିଏ ହାତୀକୁ…

ଥରକରେ କେତେ ଅଣ୍ଡା ଦେଇଥାଏ କିଙ୍ଗ୍ କୋବ୍ରା, ଜାଣନ୍ତୁ ଏହି ରୋଚକ ତଥ୍ୟ

କିଙ୍ଗ୍ କୋବ୍ରା ବା ଅହିରାଜ ସାପର ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ଆସେ । ଏହାର ଲମ୍ଭ ବହୁତ ଅଧିକ ଥାଏ । ସେହିପରି ଏହା ବହୁତ ବିଷାକ୍ତ ମଧ୍ୟ ହୋଇଥାଏ । କିଙ୍ଗ୍ କୋବ୍ରା ପ୍ରଜାତିର ସାପ ଅଧିକତର ଭାରତ ଏବଂ ଏସିଆର ଅନ୍ୟ ଦେଶମାନଙ୍କରେ ଦେଖାଯାନ୍ତି । ସେମାନଙ୍କର ବୟସ ୨୦ରୁ ୨୫ ବର୍ଷ ହୋଇଥାଏ ।…

ବର୍ଷା ଦିନରେ ସାପଙ୍କ ଘର ଆପଣ ପିନ୍ଧୁଥିବା ଜୋତା ବି ହୋଇପାରେ, ପିନ୍ଧିବା ଆଗରୁ ନିହାତି ସତର୍କ ରୁହନ୍ତୁ

ଜୋତା ଭିତରେ ରହିଛି ସାପ। ସେ ବି ଏମିତି ସେମିିତି ସାପ ନୁହେଁ ବିଷଧର ଅହିରାଜ ସାପ। କିଙ୍ଗ କୋବ୍ରା, ନାଁ ଶୁଣିଲେ ଛାତିରେ ଛନକା ପଶେ , କିନ୍ତୁ ଏହା ଯଦି ଆପଣ ପିନ୍ଧୁଥିବା ଜୋତାରେ ରହୁଥିବ , ଆଉ ଅଜାଣତରେ ସେହି ଜୋତାକୁ ପିନ୍ଧିଦେବେ , ତେବେ କଥା ସରିଲା। ଏମିତି ଏକ ଭିଡ଼ିଓ ଏବେ ଭାଇରାଲ…

ନାଗସାପକୁ ବାଥରୁମରେ ଥଣ୍ଡା ପାଣିରେ ଗାଧୋଇଦେଲେ ବ୍ୟକ୍ତି, ଭିଡିଓ ଭାଇରଲ

ସାପମାନେ ଗ୍ରୀଷ୍ମ ଋତୁରେ ଥଣ୍ଡା ସ୍ଥାନ ଏବଂ ଥଣ୍ଡା ପାଗରେ ଉଷ୍ମ ସ୍ଥାନ ଖୋଜନ୍ତି । ଆଉ ଏପରି ସ୍ଥାନରେ ବସନ୍ତି ଯାହାକୁ କେହି ଦେଖି ପାରିବେ ନାହିଁ । ତେବେ ସାପମାନଙ୍କ ମଧ୍ୟରେ ସବୁଠାରୁ ବିପଜ୍ଜନକ ନାଗ ସାପକୁ କୁହାଯାଏ । କାରଣ ଏହାର ବିଷ ଥରେ ଯାହା ଦେହକୁ ଯାଇଥାଏ, ତାର ବଞ୍ଚିବା ବହୁତ…

ଦୁନିଆର ସବୁଠୁ ବଡ଼ କିଙ୍ଗ କୋବ୍ରାର ଭିଡ଼ିଓ ହେଉଛି ଭାଇରାଲ , ଦେଖିସାରିଲେଣି ୨ କୋଟିରୁ ଅଧିକ ଲୋକ

ସାପ, ଦୁନିଆର ଅନେକ ଲୋକ ଏହି ନାମ ଶୁଣିବା ପରେ ଭୟ କରିଯାନ୍ତି। ଯଦି ସାପ ଆପଣଙ୍କୁ ଭୁଲରେ ବି କାମୁଡ଼ିିଦିଏ ତେବେ ମରିବା ସୁନିଶ୍ଚିତ । କିଙ୍ଗ କୋବ୍ରା ସମସ୍ତ ସାପମାନଙ୍କ ମଧ୍ୟରୁ ସବୁଠାରୁ ବିପଦପୂର୍ଣ୍ଣ । କିଙ୍ଗ କୋବ୍ରାକୁ ଦେଖିଲେ ଅନେକ ଡରିଯାନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ…

ବାପରେ ଏତେ ବଡ଼ କିଙ୍ଗ କୋବ୍ରାକୁ କିସ୍ କରିବାକୁ ମହିଳା କଲେ ଏମିତି… ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ସାପ ସହ ଜଡିତ ଅନେକ ଭିଡିଓ ଆମେ ଦେଖୁ । ଏମିତିରେ ତ’ ଲୋକେ ଛୋଟ ବଡ଼ ସବୁ ସାପକୁ ଡରନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କୁ ନିଜ ହାତରେ ଏବଂ ବେକରେ ପକାଇ ବୁଲିଥାନ୍ତି । ଏମିତି ଲୋକମାନେ ସାପକୁ ବହୁତ ପସନ୍ଦ କରନ୍ତି । ପ୍ରାୟ ସମସ୍ତ ପ୍ରଜାତିର ସାପ…