Browsing Tag

king cobra

ଥରକରେ କେତେ ଅଣ୍ଡା ଦେଇଥାଏ କିଙ୍ଗ୍ କୋବ୍ରା, ଜାଣନ୍ତୁ ଏହି ରୋଚକ ତଥ୍ୟ

କିଙ୍ଗ୍ କୋବ୍ରା ବା ଅହିରାଜ ସାପର ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ଆସେ । ଏହାର ଲମ୍ଭ ବହୁତ ଅଧିକ ଥାଏ । ସେହିପରି ଏହା ବହୁତ ବିଷାକ୍ତ ମଧ୍ୟ ହୋଇଥାଏ । କିଙ୍ଗ୍ କୋବ୍ରା ପ୍ରଜାତିର ସାପ ଅଧିକତର ଭାରତ ଏବଂ ଏସିଆର ଅନ୍ୟ ଦେଶମାନଙ୍କରେ ଦେଖାଯାନ୍ତି । ସେମାନଙ୍କର ବୟସ ୨୦ରୁ ୨୫ ବର୍ଷ ହୋଇଥାଏ ।…

ବର୍ଷା ଦିନରେ ସାପଙ୍କ ଘର ଆପଣ ପିନ୍ଧୁଥିବା ଜୋତା ବି ହୋଇପାରେ, ପିନ୍ଧିବା ଆଗରୁ ନିହାତି ସତର୍କ ରୁହନ୍ତୁ

ଜୋତା ଭିତରେ ରହିଛି ସାପ। ସେ ବି ଏମିତି ସେମିିତି ସାପ ନୁହେଁ ବିଷଧର ଅହିରାଜ ସାପ। କିଙ୍ଗ କୋବ୍ରା, ନାଁ ଶୁଣିଲେ ଛାତିରେ ଛନକା ପଶେ , କିନ୍ତୁ ଏହା ଯଦି ଆପଣ ପିନ୍ଧୁଥିବା ଜୋତାରେ ରହୁଥିବ , ଆଉ ଅଜାଣତରେ ସେହି ଜୋତାକୁ ପିନ୍ଧିଦେବେ , ତେବେ କଥା ସରିଲା। ଏମିତି ଏକ ଭିଡ଼ିଓ ଏବେ ଭାଇରାଲ…

ନାଗସାପକୁ ବାଥରୁମରେ ଥଣ୍ଡା ପାଣିରେ ଗାଧୋଇଦେଲେ ବ୍ୟକ୍ତି, ଭିଡିଓ ଭାଇରଲ

ସାପମାନେ ଗ୍ରୀଷ୍ମ ଋତୁରେ ଥଣ୍ଡା ସ୍ଥାନ ଏବଂ ଥଣ୍ଡା ପାଗରେ ଉଷ୍ମ ସ୍ଥାନ ଖୋଜନ୍ତି । ଆଉ ଏପରି ସ୍ଥାନରେ ବସନ୍ତି ଯାହାକୁ କେହି ଦେଖି ପାରିବେ ନାହିଁ । ତେବେ ସାପମାନଙ୍କ ମଧ୍ୟରେ ସବୁଠାରୁ ବିପଜ୍ଜନକ ନାଗ ସାପକୁ କୁହାଯାଏ । କାରଣ ଏହାର ବିଷ ଥରେ ଯାହା ଦେହକୁ ଯାଇଥାଏ, ତାର ବଞ୍ଚିବା ବହୁତ…

ଦୁନିଆର ସବୁଠୁ ବଡ଼ କିଙ୍ଗ କୋବ୍ରାର ଭିଡ଼ିଓ ହେଉଛି ଭାଇରାଲ , ଦେଖିସାରିଲେଣି ୨ କୋଟିରୁ ଅଧିକ ଲୋକ

ସାପ, ଦୁନିଆର ଅନେକ ଲୋକ ଏହି ନାମ ଶୁଣିବା ପରେ ଭୟ କରିଯାନ୍ତି। ଯଦି ସାପ ଆପଣଙ୍କୁ ଭୁଲରେ ବି କାମୁଡ଼ିିଦିଏ ତେବେ ମରିବା ସୁନିଶ୍ଚିତ । କିଙ୍ଗ କୋବ୍ରା ସମସ୍ତ ସାପମାନଙ୍କ ମଧ୍ୟରୁ ସବୁଠାରୁ ବିପଦପୂର୍ଣ୍ଣ । କିଙ୍ଗ କୋବ୍ରାକୁ ଦେଖିଲେ ଅନେକ ଡରିଯାନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ…

ବାପରେ ଏତେ ବଡ଼ କିଙ୍ଗ କୋବ୍ରାକୁ କିସ୍ କରିବାକୁ ମହିଳା କଲେ ଏମିତି… ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ସାପ ସହ ଜଡିତ ଅନେକ ଭିଡିଓ ଆମେ ଦେଖୁ । ଏମିତିରେ ତ’ ଲୋକେ ଛୋଟ ବଡ଼ ସବୁ ସାପକୁ ଡରନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କୁ ନିଜ ହାତରେ ଏବଂ ବେକରେ ପକାଇ ବୁଲିଥାନ୍ତି । ଏମିତି ଲୋକମାନେ ସାପକୁ ବହୁତ ପସନ୍ଦ କରନ୍ତି । ପ୍ରାୟ ସମସ୍ତ ପ୍ରଜାତିର ସାପ…

ଝାଡ଼ା ଯିବା ବେଳେ ହଠାତ୍‌ ପାଇଖାନାରୁ ବାହାରିଲା କିଙ୍ଗ୍‌ କୋବ୍ରା, ଦେଖନ୍ତୁ ତା’ ପରର ଅବସ୍ଥା

ଅଜଗର ଓ କିଙ୍ଗ୍‌ କୋବ୍ରା ଭଳି ବିଷାକ୍ତ ସାପ ପ୍ରାୟତଃ ଜଙ୍ଗଲ କିମ୍ବା ସ୍ନେକ ହାଉସ୍‌ରେ ଦେଖିବାକୁ ମିଳିଥାନ୍ତି। ଗାଁରେ ବି ପ୍ରାୟତଃ ସାପ ଘରୁ ବାହାରିଥାନ୍ତି। କିନ୍ତୁ କେବେ ପାଇଖାନା ଟାଙ୍କିରୁ ସାପ ବାହାରୁଥିବା କଥା ଶୁଣିଛନ୍ତି କି? ବିଶ୍ୱାସ ଲାଗୁନଥିଲେ ବି କଥାଟି ସତ। ସତ ସତିକା…

କିଙ୍ଗ କୋବ୍ରା କଲା ରାସ୍ତା ଅବରୋଧ, ଲୋକଙ୍କୁ ଛାଡ଼ିଲାନି ବାଟ

ଭଞ୍ଜନଗର (କେନ୍ୟୁଜ୍‌) : ରାସ୍ତା ଉପରେ ଜଗି ବସିଛି ଅହିରାଜ ବା କିଙ୍ଗ କୋବ୍ରା। ଦୀର୍ଘ ସମୟ ଧରି ଫଣା ଟେକି ରହିଥିଲା । ମନେ ହେଉଥିଲା ଯେମିତି ରାସ୍ତା ଅବରୋଧ କରି କିଛି ଜଣାଇବାକୁ ଚାହୁଁଛି । ଯେମିତି କାହାକୁ ଜଗି ରହିଛି । ଧୀରେ ଧୀରେ ଜନଗହଳି ହେଲା। ଏହା ସତ୍ତ୍ୱେ ବି ସେମିତି ସ୍ଥିର…

ଶୋଷିଲା ଅହିରାଜକୁ ପାଣି ଦେଇ ଜୀବନ ରକ୍ଷା କଲେ ବ୍ୟକ୍ତି, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଡହ ଡହ ଖରାରେ ଗୋଟେ ଗ୍ଲାସ ଥଣ୍ଡା ପାଣି କୌଣସି ଅମୃତ ଠାରୁ କମ ହୋଇନଥାଏ । ବୁଦ୍ଧିଆ ମଣିଷମାନେ ସିନା ଶୋଷ ଲାଗିଲେ ନିଜେ କିଣି କିମ୍ବା କେଉଁଠୁ ମାଗି ପାଣି ଟିକେ ପିଇ ନିଜ ଶୋଷ ମେଂଟାଇପାରେ । କିନ୍ତୁ କଂକ୍ରିଟ ଜଙ୍ଗଲରେ ଗୋଟେ ନିରୀହ ପ୍ରାଣୀଟିର ଅବସ୍ଥା କଣ ହେବ । ଶୋଷରେ ପାଣି ଟିକିଏ…

ଏଡ଼େ ବଡ଼ ଅହିରାଜ ଆଗରୁ କେବେ ଦେଖିନଥିବେ! ୧୩ ଫୁଟିଆ ବିରାଟ ସାପକୁ ଧରିଲେ ବ୍ୟକ୍ତି

ସୋସିଆଲ ମିଡିଆରେ ପ୍ରାୟତଃ ଆମେ ଏମିତି ଅନେକ ଫଟୋ ଓ ଭିଡିଓ ଦେଖିଥାଉ, ଯାହା କଳ୍ପନା ବାହାରେ ଥାଏ। ବେଳେ ବେଳେ କିଛି ଜୀବଜନ୍ତୁଙ୍କ ଫଟୋ ଆଶ୍ଚର୍ଯ୍ୟ କରିଦିଏ ତ ଆଉ ବେଳେ ବେଳେ ମଣିଷର କାରନାମା ହତ ଚକିତ କରେ। ଏବେ ସୋସିଆଲ ମିଡିଆରେ ସେଭଳି ଏକ ସାପର ଫଟୋ ଖୁବ୍‌ ଭାଇରାଲ ହେଉଛି। ସାପର ଆକାର…

କପିଳାସ ଦତାତ୍ରେୟ ସାଇ ମନ୍ଦିରରୁ ଦୁଇଟି ଅହିରାଜ ସାପ ଉଦ୍ଧାର

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ କପିଳାସ ଦତାତ୍ରେୟ ସାଇ ମନ୍ଦିରରୁ ଦୁଇଟି ଅହିରାଜ ସାପ ଉଦ୍ଧାର । ଗୋଟିଏ ଅହିରାଜ ସାପର ଲମ୍ବ ୧୬ ଫୁଟ ହୋଇଥିବା ବେଳେ ଅନ୍ୟଟିର ଲମ୍ବ ୧୪ ଫୁଟ । ଉଦ୍ଧାର ପରେ ସାପ ଦୁଇଟିକୁ ଉଦ୍ଧାର କରି ନିକଟସ୍ଥ ତପୋବନ ଜଙ୍ଗଲରେ ଛାଡି ଦେଇଛନ୍ତି ବନ କର୍ମଚାରୀ । ଗତ…

ଅହିରାଜକୁ ଶିକାର କରୁଛି କୁମ୍ଭୀର; ଦେଖନ୍ତୁ କ’ଣ ହେଉଛି ଏହି ଭୟାନକ ଭିଡିଓରେ…

କୁମ୍ଭୀର ନାଁ ଶୁଣିଲେ ଲୋକଙ୍କ ମନରେ ଛାନିଆ ପଶିଯାଏ। ନଦୀ, ପୋଖରୀ ଆଦି ଯିବାକୁ ଲୋକେ ଭୟ କରନ୍ତି। କୁମ୍ଭୀରକୁ ପାଣିର ରାଜା କୁହାଯାଏ, କାହିଁକି ନା, କେହି ବି ପ୍ରାଣୀ ପାଣି ଭିତରେ କୁମ୍ଭୀରକୁ ଲଢ଼େଇରେ ପରାସ୍ତ କରି ପାରି ନ ଥାଆନ୍ତି। କୁମ୍ଭୀର ସହିତ ଲଢ଼େଇ କରିବା ପ୍ରାୟତଃ ଅସମ୍ଭବ ଥାଏ।…

ନାଗୁଣୀକୁ ଆକର୍ଷିତ କରିବା ପାଇଁ ପରସ୍ପର ମଧ୍ୟରେ ଘମାଘୋଟ ଲଢେଇ କଲେ ଦୁଇ ନାଗ, ଦେଖନ୍ତୁ ଭିଡିଓ

ଫେସବୁକ, ଟ୍ଵିଟର, ଇନଷ୍ଟା ୟୁଜର୍ସ ଓ୍ଵାଇଲ୍ଡ ଲାଇନ ଭିଡିଓକୁ କେବଳ ପସନ୍ଦ କରନ୍ତି ନୁହେଁ, ବରଂ ଏହାକୁ ସେୟାର ମଧ୍ୟକରନ୍ତି। ଅବଶ୍ୟ ଆପଣ ପ୍ରେମ ପାଇଁ କିଏ କେଉଁଠି ଗଣ୍ଡଗୋଳ କରୁଥିବା ଆପଣ ଜାଣିଥିବେ କିମ୍ବା ଶୁଣିଥିବେ ନିଶ୍ଚିତ। କିନ୍ତୁ ଏଠାରେ ଯେଉଁ ଗଣ୍ଡଗୋଳ ଦେଖିବାକୁ ମିଳିଛି ତାହା…