Browsing Tag

kiran rao

ଆମିରଙ୍କୁ ନିଜ ଫିଲ୍ମରେ ନେବା ପାଇଁ ମନା କଲେ ପତ୍ନୀ କିରଣ ରାଓ, ଅଡିସନ ଦେଇ ଫେଲ୍‌ ହେଲେ

ଆମିର ଖାନଙ୍କ ପତ୍ନୀ କିରଣ ରାଓ ପୁଣି ଥରେ ଫିଲ୍ମ ପ୍ରଯୋଜନାକୁ ଫେରୁଛନ୍ତି। କିରଣ ଯେଉଁ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି, ତା’ର ନାମ ରଖିଛନ୍ତି ‘ଲାପତା ଲେଡିଜ’। କିରଣଙ୍କ ପ୍ରଥମ ଫିଲ୍ମ ‘ଧୋବୀ ଘାଟ’ ରହିଥିଲା। ଯାହା ବକ୍ସ ଅଫିସରେ ବେଶ କିଛି କମାଲ କରିପାରିନଥିଲା ଏହି ଫିଲ୍ମରେ ଆମିର…

ଏ ସମ୍ପର୍କ କ’ଣ କହୁଛି? ଆମିର ଖାନ ଓ କିରଣ ରାଓଙ୍କୁ ଏକାଠି ଦେଖି ଫ୍ୟାନମାନେ ତାଜୁବ…ଗତବର୍ଷ ନେଇଥିଲେ ଛାଡ଼ପତ୍ର

ବଲିଉଡ୍‌ ସେଲିବ୍ରିଟିମାନଙ୍କର ପ୍ରତ୍ୟେକ ଷ୍ଟାଇଲ ନିଆରା। ବେଳେବେଳେ ସେମାନଙ୍କ ଲାଇଫ୍‌ଷ୍ଟାଇଲ ଫ୍ୟାନମାନଙ୍କୁ ବଡ଼ ଅଜବ ଲାଗିଥାଏ। ନିକଟରେ କରଣ ଜୋହରଙ୍କ ୫୦ତମ ଜନ୍ମଦିନ ପାର୍ଟିରେ ଆମିର ଖାନ ନିଜ ପୂର୍ବତନ ପତ୍ନୀ କିରଣ ରାଓଙ୍କ ସହ ନଜର ଆସିଥିଲେ। ଆମିର ଓ କିରଣ ଏକାଠି ପାର୍ଟିରେ ଏଣ୍ଟ୍ରି…

ଅମିର ଖାନଙ୍କ ଛାଡପତ୍ରକୁ ନେଇ ଝିଅ ଆଏରା ରଖିଲେ ପ୍ରତିକ୍ରିୟା, ପୋଷ୍ଟ ହେଲା ଭାଇରାଲ

ଅମିର ଖାନ ଓ କିରଣ ରାଓ ଗତ ଶନିବାର ଛାଡପତ୍ର ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାକୁ ଶୁଣିବା ପରେ ଅନେକ କଳାକାର ନିଜ ମତ ରଖିଲେ । ତାଙ୍କ ବ୍ୟକ୍ତିଗତ ଜୀବନରେ ମିଶିକି ନେଇଥିବା ନିଷ୍ପତ୍ତିକୁ ସମ୍ମାନ ଦେବା ପାଇଁ ମଧ୍ୟ କହିଲେ । ଏହାପରେ ଅମିର ଖାନ ନିଜେ କିରଣଙ୍କ ସହ ମିଶି ଏକ ଭିଡିଓ…

୧୫ତମ ବିବାହ ବାର୍ଷିକୀ ପାଳିଲେ ଅମୀର ଖାନ୍‌ ଓ କିରଣ ରାଓ, ସାମ୍ନାକୁ ଆସିଲା ସେଲିବ୍ରେସନ୍‌ର ଫଟୋ

ବଲିଉଡ୍‌ ପରଫେକ୍ସନିଷ୍ଟ ଅମୀର ଖାନ୍‌ ଓ କିରଣ ରାଓ ଏଥରକ ଗୁଜରାଟରେ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଚଳିତବର୍ଷ ଏହି ଦମ୍ପତି ନିଜ ୧୫ତମ ବିବାହ ବାର୍ଷିକୀ ପାଳୁଛନ୍ତି। ସେମାନେ ଏହି ସେଲିବ୍ରେସନ୍‌ କେବଳ ନିଜ ଭିତରେ ହିଁ କରିଛନ୍ତି। ସୋସିଆଲ ମିଡିଆରେ ଅମୀର ଖାନ୍‌ ଓ କିରଣ ରାଓଙ୍କ ଫଟୋ…