କନ୍ଧମାଳରେ ଖୋଲିଲା ବିକାଶର ବାଟ, କିସ୍ ଓ ଏମ୍ଡିଏଚ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
ନୂଆଦିଲ୍ଲୀ (କେ ନ୍ୟୁଜ୍) : କିସ୍ ଓ ଏମ୍ଡିଏଚ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ । କନ୍ଧମାଳରେ ଖୁବ୍ ଶୀଘ୍ର ଖୋଲିବ କିସ୍ର ଶାଖା । ଭାରତର ପ୍ରସିଦ୍ଧ ମସଲା ଉତ୍ପାଦନକାରୀ କମ୍ପାନୀ ଏମ୍ଡିଏଚ୍ ଓ କିସ୍ ସହଯୋଗରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଖୁବ୍ ଶୀଘ୍ର କିସ୍ର ଶାଖା…