ପୁଣି ଅସହାୟଙ୍କୁ ସହାୟତାର ହାତ ବଢାଇଲା କିସ୍ ଫାଉଣ୍ଡେସନ, ହଟିବ ବାପା ଛେଉଣ୍ଡ ଭାଇ ଭଉଣୀଙ୍କ ଦୁଃଖ
କଳାହାଣ୍ଡି: ଦୁଇ ଅସହାୟ ଭାଇ ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲା କିସ୍ ଫାଉଣ୍ଡେସନ । କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ମାଟିଗାଁର ବୃଦ୍ଧା ନିଳା ପ୍ରଧାନ ଓ ତାଙ୍କ ଦୁଇ ନାତିନାତୁଣୀଙ୍କୁ ସହାୟତାପ୍ରଦାନ କରାଯାଇଛି । ଗଣମାଧ୍ୟମରୁ ଦୁଇ ଅନାଥ ଶିଶୁଙ୍କ ଖବର ଜାଣି ସହାୟତାର ହାତ ବଢାଇଛନ୍ତି…