kiss rathayatra

କିସ୍‌ ଶ୍ରୀବାଣୀକ୍ଷେତ୍ରରେ ମହାସମାରୋହରେ ସଂପନ୍ନ ହେଲା ରଥଯାତ୍ରା, ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ତିନିରଥ

କିସ୍‌ ଶ୍ରୀବାଣୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ସଂପନ୍ନ ହୋଇଛି । ପୂର୍ବାହ୍ନରେ ମଙ୍ଗଳ ଆଳତି, ମଇଲମ, ତଡପଲାଗି, ରାଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ରଥ…

5 years ago