Browsing Tag

kiss university

ଖୋଖୋରେ କିସ୍‍ ବିଶ୍ୱବିଦ୍ୟାଳୟର ୩ ଖେଳାଳି ରଚିଲେ ଇତିହାସ, ବିଶ୍ୱ ବିଜୟୀଙ୍କୁ ଅଭିନନ୍ଦନ ଜଣାଇଲେ ଡ. ଅଚ୍ୟୁତ ସାମନ୍ତ

ନୂଆଦିଲ୍ଲୀ : ପାରମ୍ପରିକ କ୍ରୀଡ଼ା ଖୋଖୋରେ କିସ୍‍ ବିଶ୍ୱବିଦ୍ୟାଳୟର ୩ ଖେଳାଳି ପବନି ଶବର, ଶୁଭଶ୍ରୀ ସିଂହ ଓ ମାଗାଇ ମାଝି ଇତିହାସ ରଚିଛନ୍ତି ।  ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧି ଇନ୍ ଡୋର ଷ୍ଟାଡିୟମ୍ ରେ ଆୟୋଜିତ ପ୍ରଥମ ବିଶ୍ୱକପରେ ଉଭୟ ପୁରୁଷ ଓ ମହିଳାରେ ଆୟୋଜକ ଭାରତ ବିଜେତା ହୋଇଛି ।…

କିସ୍ ଶ୍ରୀବାଣୀକ୍ଷେତ୍ରରେ ଦୀପାବଳି, ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ନିକଟରେ ଦୀପ ଜାଳିଲେ କିଟ୍‍ ଓ କିସ୍‍…

ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ କିସ୍‍ ଶ୍ରୀବାଣୀକ୍ଷେତ୍ରରେ ଦୀପାବଳି ଅମାବାସ୍ୟା ଯଥାରୀତି ଆୟୋଜିତ ହୋଇଯାଇଛି  ।  ପୁରୀ ଶ୍ରୀମନ୍ଦିର ନୀତି ଅନୁସରଣରେ ଏଠାରେ ଅତି ସୁନ୍ଦର ଭାବେ ଦୀପାବଳି ନୀତିକାନ୍ତି କରାଯାଇଥାଏ ।  ଆଜି ଏଠାରେ ହଜାରରୁ  ଉର୍ଦ୍ଧ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।…

ଓସିଏସ୍‍ ପାଇଲେ କିସ୍‍ର ୧୫ ଛାତ୍ରଛାତ୍ରୀ , ଶୁଭେଚ୍ଛା ଜଣାଇଛନ୍ତି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‍ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସେବା ପରୀକ୍ଷା (ଓସିଏସ୍‍)ରେ କିସ୍‍ର ୧୨ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । କୌଣସି ଗୋଟିଏ ଜନଜାତି ଶିକ୍ଷାନୁଷ୍ଠାନର ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଓସିଏସ୍‍ ପାଇବା ଓଡ଼ିଶାରେ ରେକର୍ଡ ବୋଲି…

କିସରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ପାଳିତ

କିସରେ ଆଜି ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କ ୧୪୭ତମ ଜୟନ୍ତୀ ପାଳିତ ହୋଇଯାଇଛି ।  ଏହି ଅବସରରେ କିସ୍‍ ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।  ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି…

କିସ୍ ବରିଷ୍ଠ ଛାତ୍ରଛାତ୍ରୀଙ୍କ ଅଧିଷ୍ଠାନ ସମାରୋହ, ଗୁଣାତ୍ମକ ଶିକ୍ଷା ଗ୍ରହଣ ସହ ଭଲ ମଣିଷ ହେବାକୁ ଡ. ଅଚ୍ୟୁତ…

ଆଜି କିସ୍ ବିଶ୍ୱବିଦ୍ୟାଳୟରେ ବରିଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଅଧିଷ୍ଠାନ ସଭା କିସ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ ଗୁଣାତ୍ମକ ଶିକ୍ଷା ଗ୍ରହଣ କରିବା ସହ ଛାତ୍ରଛାତ୍ରୀମାନେ ସମାଜର…

କିଟ୍ ଓ କିସ ପକ୍ଷରୁ ସ୍କୁଲକୁ କ୍ରୀଡ଼ା ଉପକରଣ ପ୍ରଦାନ,ସ୍କୁଲରେ ଜିମ୍ ସେଣ୍ଟରକୁ ଉଦଘାଟନ କଲେ କିଟ ଏବଂ କିସ…

କିଟ୍ ଓ କିସ ପକ୍ଷରୁ ସ୍କୁଲକୁ କ୍ରୀଡ଼ା ଉପକରଣ ପ୍ରଦାନ। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ କବି ପ୍ରସନ୍ନ ପାଟଶାଣୀ ହାଇସ୍କୁଲର କ୍ରୀଡ଼ାବିତଙ୍କୁ କିଟ୍ ଏବଂ କିସ ପକ୍ଷରୁ କ୍ରୀଡ଼ା ଉପକରଣ ପ୍ରଦାନ କରାଯାଇଛି । ସ୍କୁଲ ପରିସରରେ ଥିବା ଜିମ୍ ସେଣ୍ଟରକୁ କିଟ ଏବଂ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ…

ଟେକ୍‌ନୋ ଇଣ୍ଡିଆ ୟୁନିଭରସିଟି ପକ୍ଷରୁ ଡ. ଅଚ୍ୟୁତ ସାମନ୍ତଙ୍କୁ ଡକ୍ଟରେଟ ସମ୍ମାନ, ବିଶ୍ୱରେ ପ୍ରଥମ ବ୍ୟକ୍ତି ଯିଏ କି…

କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ କଲକାତା ର ଟେକନୋ ଇଣ୍ଡିଆ ୟୁନିଭରସିଟି ପକ୍ଷରୁ ଡକ୍ଟରେଟ ସମ୍ମାନ ପ୍ରଦାନ କରାଯିବ । ଏହାକୁ ନେଇ ଡ.ସାମନ୍ତ ୫୯ ଟି ଡକ୍ଟରେଟ ପାଇବେ । ଏହି ସମ୍ମାନ ଗ୍ରହଣ କରିବାକୁ ସେ କଲକାତା ଆସିଛନ୍ତି । କଲକାତା ବିମାନ ବନ୍ଦରରେ ଅବତରଣ ପରେ…

ଓଲିଉଡ କଳାକାରଙ୍କ ସହ ହୋଲି ଖେଳିଲେ କିସ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଭୁବନେଶ୍ବର କିସ୍ ଠାରେ ହୋଲି ଉତ୍ସବ ଧୁମଧାମରେ ପାଳିତ ହୋଇଛି । ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖା ଯାଇଥିଲା । କିସ୍ ଛାତ୍ରଛାତ୍ରୀମାନେ ବିଶିଷ୍ଟ ଓଡ଼ିଆ ସିନେ ତାରକା, ସାହିତ୍ୟିକ, କଳାକାର, ବ୍ୟଙ୍ଗକାର, ବୁଦ୍ଧିଜୀବୀ, ସମାଲୋଚକ,…

କିସ୍‍ର ୮୨ ଛାତ୍ରଛାତ୍ରୀଙ୍କୁ ଫେଲୋସିପ୍‍, କେନ୍ଦ୍ର ସରକାରଙ୍କ ଠାରୁ ପାଇବେ ମେଧାବୃତ୍ତି

କିସର ୮୨ଜଣ ରିସର୍ଚ୍ଚ ସ୍କଲାର ଉଚ୍ଚଶିକ୍ଷା ପାଇଁ ଜାତୀୟ ଫେଲୋସିପ ଓ ମେଧାବୃତ୍ତି (NFST) ପାଇବା ଲାଗି ମନୋନୀତ ହୋଇଛନ୍ତି। ଜାତୀୟସ୍ତରରେ କୌଣସି ଏକ ଶିକ୍ଷାନୁଷ୍ଠାନରୁ ଏତେ ସଂଖ୍ୟକ ଛାତ୍ରଛାତ୍ରୀ NFST ପାଇ ସମଗ୍ର ଦେଶରେ ରେକର୍ଡ କରିଛି କିସ୍। ଚଳିତ ଶିକ୍ଷାବର୍ଷରେ କିସର ୩୦ ଜଣ ଛାତ୍ରୀ…

କିସ୍ ବିଶ୍ବବିଦ୍ୟାଳୟରେ ୪୦ହଜାର ଛାତ୍ରଛାତ୍ରୀ ଗାନ କଲେ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ୱର (କେନ୍ୟୁଜ): କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ୍- କିସ ବିଶ୍ବବିଦ୍ୟାଳୟରେ ଗାନ କରାଯାଇଛି ବନ୍ଦେ ଉତ୍କଳ ଜନନୀ । ଏକାସାଙ୍ଗରେ ୪୦ ହଜାର ଛାତ୍ର ଛାତ୍ରୀ ରାଜ୍ୟ ସଂଗୀତ ଗାନ କରିଥିଲେ । ସେମାନଙ୍କ ଗହଣରେ ବନ୍ଦେ ଉତ୍କଳ ଜଜନୀ ଗାଇଥିଲେ କିଟ୍ ଓ କିସ୍ ପତିଷ୍ଠାତା ଡକ୍ଚର…

କିସ୍ ବିଶ୍ବବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ, ଯୋଗ ଦେବେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟପାଳ

ଭୁବନେଶ୍ୱର (କେନ୍ୟୁଜ): ଆଜି ହେଉଛି କିସ୍ ବିଶ୍ବବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ। ବିଶ୍ବର ସର୍ବବୃହତ ଜନଜାତି ଆବାସିକ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଛି କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ ‘କିସ୍’ । ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗ…

କିସ୍ ର ପ୍ରଭାବକୁ ଭାରତ ସରକାରଙ୍କ ସର୍ବ ପୁରାତନ ଗବେଷଣା ଓ ତାଲିମ ଅନୁଷ୍ଠାନର ପ୍ରଶଂସା

କେନ୍ୟୁଜ୍(ବ୍ୟୁରୋ): ଶିକ୍ଷା ଜରିଆରେ ଦୀର୍ଘ ୩୦ ବର୍ଷ ହେଲା ଜନଜାତି ସଶକ୍ତିକରଣ କରିଆସୁଥିବା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ ର ପ୍ରଭାବକୁ ହାଇଦ୍ରାବାଦ ସ୍ଥିତ ଆଡମିନିଷ୍ଟ୍ରେଟିଭ୍ ଷ୍ଟାଫ୍ କଲେଜ ଅଫ୍ ଇଣ୍ଡିଆ (ଆସ୍କି) ଭୂୟସୀ ପ୍ରଶଂସା କରିଛି । ଆସ୍କି ହେଉଛି ଭାରତ…